Daily Archives

ବିଭିନ୍ନ ଦାବୀ ନେଇ ଲୋଇସିଂହା ବ୍ଲକ ଯୋଗାଣ ସହାୟକ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସକାଶେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ପ୍ରତି ପଞ୍ଚାୟତରେ ଯୋଗାଣ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ସ୍ନାତକ ଡିଗ୍ରିଧାରୀ ଯୁବକ ଯୁବତୀଙ୍କୁ
Read More...

ରାଜ୍ୟସ୍ତରୀୟ ଗଙ୍ଗାଧର ଜୟନ୍ତୀ ଅବସରରେ ସଙ୍ଗୀତ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୩୧ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବରପାଲି ଗଙ୍ଗାଧର ମେହେର କ୍ଲବର ମିଳିତ ଆନୁକୂଲ୍ୟରେ ପାଳିତ ହେବ । ଏହି ଅବସରରେ ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଗୁରବାର ଗଙ୍ଗାଧର
Read More...

ମେଳାପୀ ଶିକ୍ଷକ ବଳଦେବ ସେଠଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ଜଣେ ଜଣାଶୁଣା ଶିକ୍ଷକ ବଳଦେବ ସେଠଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ସ୍ଥିତ ମିଠାପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାଲେଶ୍ୱର ସେଠଙ୍କ ସାନ ପୁତ୍ର ବଳଦେବଙ୍କ ସ୍ବାସ୍ଥ୍ୟଗତ ଅସୁସ୍ଥତା କାରଣରୁ ଗତ
Read More...

ୟୁରୋପର ଉଚ୍ଚତମ ଶୃଙ୍ଗ ଆରୋହଣକାରୀ ସୁଶ୍ରୀ ମଧୁସ୍ମିତା ପାତ୍ରଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ-ଏଲ୍ ପର୍ବତର ୫୬୪୨ ମି. ଉଚ୍ଚତା ପର୍ଯ୍ୟନ୍ତ ପର୍ବତ ଆରୋହଣ କରି ସଫଳତା ହାସଲ କରିଛନ୍ତି । ସେ ସୁନାଝିଅ ବ୍ରହ୍ମପୁର ସହରର ଅଟନ୍ତି, ବୋଲି ଜଣାଯାଇଛି । ଓଡ଼ିଆ ଝିଅ ପର୍ବତାରୋହୀ ସୁଶ୍ରୀ ମଧୁସ୍ମିତା ପାତ୍ର
Read More...

ପରକିୟା ପ୍ରୀତି ହେଲା କାଳ, ଜେଲ ଗଲେ ପ୍ରେମିକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିବାହିତା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ମହଙ୍ଗା ପଡିଛି ଯୁବକଙ୍କୁ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଜେଲ ପଠାଇବା ସହିତ ମହିଳାଙ୍କୁ ସ୍ୱଧାର ଗୃହକୁ ପଠାଇଥିବା ଜଣାଯାଇଛି । ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ଗ୍ରାମର ଦଳିତ
Read More...

ଟିଟିଲାଗଡ ହାଟପଦା ଦୈନିକ ବଜାରରୁ ବାରମ୍ବାର ବାଇକ୍ ଚୋରି : ଚୋରଙ୍କୁ ଗିରଫ ଦାବୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦାପଡ଼ା ଦୈନିକ ବଜାରକୁ ସବୁ ଦିନ ଶହ ଶହ ଚାଷୀମାନେ ନିଜର ପନିପରିବା ବିକ୍ରି କରିବା ପାଇଁ ଆସନ୍ତି । ପାର୍କିଂ ସ୍ଥଳ ନଥିବା ଯୋଗୁଁ ଯିଏ ଯେଉଁଠି ପାରିଲା ଗାଡ଼ିକୁ ରଖି ପରିବା ବିକ୍ରି କରିବାକୁ ଯିବା ବେଳକୁ ଏହାର
Read More...

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌ ତଥା ଉଦ୍ୟୋଗୀ ବିକାଶ ଖାନ୍ନା

ଓଡିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟର ଉଚ୍ଚପ୍ରଶଂସା କଲେବିକାଶଙ୍କୁ ଓଡିଶାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌, ଉଦ୍ୟୋଗୀ ତଥା ଲେଖକ ବିକାଶ ଖାନ୍ନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ
Read More...

ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ବନ୍ତଳାଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ, ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ
Read More...

ଛତ୍ରପୁର ସର୍କିଟ ହାଉସରେ ମାନସ ମଙ୍ଗରାଜ ଓ ବବି ଦାସଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ପ୍ରଭାତରେ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ପର୍ଯ୍ୟବେକ୍ଷକ ତଥା (ରାଜ୍ୟସଭା ସଦସ୍ୟ) ସାଂସଦ ମାନସ ମଙ୍ଗରାଜ ସଦରମହକୁମା ଛତ୍ରପୁରର ଷ୍ଟାଡିୟମ ପରିଦର୍ଶନ
Read More...

୫-ଟି ସଚିବଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାର ନେତା, ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ତତ୍ପରତା ବୃଦ୍ଧି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ତିନିଦିନିଆ ଗସ୍ତରେ ୫-ଟି ସଚିବ ଭି.କେ.ପଣ୍ଡିଆନ ଆସୁଛନ୍ତି । ଚଳିତ ୨୫, ୨୬, ୨୭ ତାରିଖରେ ହେଲିକପ୍ଟର ଯୋଗେ ଫାଇଭ-ଟି ସରକାରଙ୍କ ଗସ୍ତ ହେଉଥିବା ସରକାରୀ ଭାବେ ଜଣାପଡିଛି । ୫ଟି ସଚିବ ଭି.କେ.ପଣ୍ଡିଆନ ଲୋକଙ୍କ ସହିତ ମିଳାମିଶା
Read More...