Daily Archives

‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ପାଇଥିବା ଶୋଭନା ଗିରିଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟୋଗ କ୍ଷେତ୍ରରେ ବଲାଙ୍ଗିର ମାଟିର ଜଣେ ସଫଳ ମହିଳା ମହିଳା ଦେବଶ୍ରୀ ଟ୍ରେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି ଗତ ୧୨ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରୁ ରାଜ୍ୟସ୍ତରୀୟ ପୁରସ୍କାର ‘ଓଏଏସ୍‌ଏମ୍‌ଇ
Read More...

ସ୍ୱାଧୀନତା ଦିବସ ୨୦୨୩ ଉପଲକ୍ଷେ ୯୫୪ ପୁଲିସ କର୍ମୀଙ୍କୁ ମିଳିଲା ପୁଲିସ ପଦକ

● ବୀରତା ପାଇଁ ଜଣେ ସିଆରପିଏଫ କର୍ମୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ; ୨୨୯ ପୁଲିସ କର୍ମୀଙ୍କୁ ମିଳିଲା ସାହସିକତା ପୁଲିସ ପଦକ; ବିଶିଷ୍ଟ ସେବା ପାଇଁ ୮୨ ଜଣ ପାଇଲେ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୬୬୨ ଜଣଙ୍କୁ ମିଳିଲା ପୁଲିସ ପଦକ● ଓଡ଼ିଶାରୁ ୪ ପୁଲିସ କର୍ମୀଙ୍କୁ
Read More...

ନୀଳଗିରିଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୀଳଗିରି, ବାଲେଶ୍ୱର, (ପି.ଆଇ.ବି) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ବାଲେଶ୍ୱର ପକ୍ଷରୁ ‘ମେରୀ ମାଟି ମେରା ଦେଶ’ ଶୀର୍ଷକ କାର୍ଯ୍ୟକ୍ରମ ନୀଳଗିରି ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ
Read More...

୭୭ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ…

ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀ,ଆମ ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ଏହା ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଓ ଶୁଭ ଅବସର । ସାଂପ୍ରତିକ ପରିବେଶରୁ ଏହି ଉତ୍ସବ ପାଳନର ଖୁସି ଓ ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଆମ
Read More...

ୱାର୍ଡ ନଂ.୩ ପରିଦର୍ଶନ କଲେ ନରସିଂହ

ୟୁନିୟନ ପାପ୍‌ଟିଷ୍ଟ ଓ ସିଏନ୍‌ଆଇ କମ୍ୟୁନିଟି ସେଣ୍ଟରରେ ଶୁଣିଲେ ସମସ୍ୟାଜାତି ଧର୍ମକୁ ନେଇ ରାଜନୀତି କରୁଥିବା ଦଳକୁ ବରଖାସ୍ତ କରନ୍ତୁ ଲୋକେ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ୱାର୍ଡ ନଂ.୩ ପରିଦର୍ଶନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ଅବସରରେ ସେ
Read More...

ଆସନ୍ତା ୧୮ରେ ବଙ୍ଗୋମୁଣ୍ଡା ବ୍ଲକ ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ରାଜ୍ୟରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସହ ୯ ଦଫା ଦାବୀ ନେଇ ଆସନ୍ତା ୧୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଘେରାଉ କରାଯିବ ବୋଲି ଆଜି କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରସ୍ତୁତି
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ତିନି ମୋବାଇଲ ଲୁଟେରା ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କରଠାରେ ଶ୍ରଦ୍ଧାଳୁଙ୍କଠାରୁ ମୋବାଇଲ ଲୁଟ କରୁଥିବା ଗ୍ୟାଙ୍ଗକୁ ଖପ୍ରାଖୋଲ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ଗିରଫ ମୋବାଇଲ ଲୁଟେରାମାନେ ହେଲେ ପାଟଣାଗଡ ଥାନା ବାଞ୍ଜିଝାଲ ଗାଁର ଉତ୍ତମ ଓରଫ
Read More...

ସିଆର୍‌ପିଏଫ୍‌ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ “ହର ଘର ତିରଙ୍ଗା” ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବାଲାଙ୍ଗିର ସହରର ୧୮୯ ବାଟାଲିୟନ, ସିଆର୍‌ପିଏଫ୍‌ ପକ୍ଷରୁ ହର ଘର ତିରଙ୍ଗା ବାଇକ୍ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲି ସିଆର୍‌ପିଏଫ୍‌ ମୁଖ୍ୟାଳୟରୁ ଆରମ୍ଭ ହୋଇ ଦୈନିକ ବଜାର, ସମଲେଶ୍ୱରୀ ମନ୍ଦିର, ପାଟନା ଛକ୍, ଜିଲ୍ଲାପାଳଙ୍କ
Read More...

ନେହେରୁ ଯୁବ କେନ୍ଦ୍ରର ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ କଲ୍ୟାଣ ମଣ୍ଡପଠାରେ ସୋମବାର ନେହେରୁ ଯୁବ କେନ୍ଦ୍ର ବରଗଡ଼ (କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାର) ଓ ଇନକ୍ଲୁସିଭ ଏକ୍ସନର ମିଳିତ ସହଯୋଗରେ ଅନୁଷ୍ଠିତ
Read More...

ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନାର ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରପାଲି ତହସିଲଦାରଙ୍କୁ ଦାବୀ କରିଲା ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନା ବରପାଲି ବ୍ଲକ୍ କମିଟି । ଏହି ଅବସରରେ ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନାର ବରପାଲି ବ୍ଲକ୍ ସଭାପତି ତ୍ରିଲୋଚନ ଭୁଏ, ଅଜିତ୍ ରାଏ, ଗଜିନ୍ ଭୁଏ, କୁମର ଭୁଏ, ଯୁଧିଷ୍ଠିର ମାଝୀ,
Read More...