Daily Archives

ବଲାଙ୍ଗିର ସହରରେ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ଛତା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଟ୍ରାଫିକ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଟ୍ରାଫିକ ଥାନାର ପୋଲିସ କର୍ମଚାରୀଙ୍କୁ ଆଜି ଶନିବାର ଭୁବନେଶ୍ୱର ସ୍ଥିତ ଆମ୍ବ୍ରି ହସ୍ପିଟାଲ ତରଫରୁ ଛତା ବଣ୍ଟନ କରାଯାଇଛି । ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥ
Read More...

ଆସନ୍ତା ସେପ୍ଟେମ୍ବର ୬ରେ ସତ୍ୟ ନାରାୟଣ ବେହେରାଙ୍କ ଜନ୍ମ ବାର୍ଷିକ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠା ସଦସ୍ୟ ବରିଷ୍ଠ ସାମ୍ବାଦିକ, ସିନେ କଳାକାର ତଥା କବି ଲେଖକ ସ୍ୱର୍ଗତ ସତ୍ୟ ନାରାୟଣ ବେହେରା ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯିବ । ଏଥିପାଇଁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ସତ୍ୟ ନାରାୟଣ ସ୍ମୃତି କମିଟି
Read More...

ନକଲି ପାଉଚ ମଦ କାରଖାନାରେ ଚଢଉ, ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅବକାରୀ ବିଭାଗ ପକ୍ଷରୁ ଏକ ନକଲି ପାଉଚ କାରଖାନକୁ ଠାବ କରି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ସୂବର୍ଣ୍ଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ରଶ୍ମିତା ଲାକ୍ରା, ପଦ୍ମପୁର
Read More...

ବେଲପଡା ବ୍ଳକରେ ଚରମ ସୀମାରେ ଛତୁଆ ଦୁର୍ନୀତି ଅଭିଯୋଗ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଜରିଆରେ ଦେଉଛନ୍ତି । କିନ୍ତୁ ଏଠି ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ସୁପରଭାଇଜର, ଶିଶୁ ପ୍ରକଳ୍ପ
Read More...

ତୁରେକେଲା ବ୍ଲକରେ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ କ୍ଳଷ୍ଟରରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଚଳିତ ମାସର ତୃତୀୟ ଶନିବାର ମାନ୍ଦଲା କ୍ଲଷ୍ଟରର ବୈଠକ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।
Read More...

ଜିଲ୍ଲା ପ୍ରଶାସନ, ବଲାଙ୍ଗିର ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ ମଧ୍ୟରେ ୨ଟି ଚୁକ୍ତି ସ୍ଵାକ୍ଷର

• ୪ କୋଟି ୬୩ ଲକ୍ଷରେ ହେବ ଅନେକ ଉନ୍ନତିମୂଳକ କାର୍ଯ୍ୟ• ମିନିଷ୍ଟାଡିୟମ, କଲ୍ୟାଣ ମଣ୍ଡପ ପାଇଁ ଏମ୍‌ସିଏଲ୍‌ ଦେବ ଏକ କୋଟି ଟଙ୍କା ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ମୁଖ୍ୟାଳୟ କନଫରେନ୍ସ ହଲରେ ଜିଲ୍ଲା ପ୍ରଶାସନ ଏବଂ ମହାନଦୀ କୋଲଫିଲ୍ଡ ଲିମିଟେଡ, ବୁର୍ଲା ମଧ୍ୟରେ ବିଭିନ୍ନ
Read More...

ଏସିଡ ଆକ୍ରମଣର ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡାରେ ଏସିଡ୍‌ ଆକ୍ରମଣର ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରିବା ଦିଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପ୍ରଶଂସନୀୟ ପଦକ୍ଷେପ ନେଇଛି । ବଙ୍ଗୋମୁଣ୍ଡା ଥାନାରୁ ଏସିଡ୍‌
Read More...

ସୁକତେଲ ଡେମ୍‌ରୁ ଗାଇସିଲେଟ ଅଞ୍ଚଳକୁ ପାଣି ଯୋଗାଇ ଦେବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁକତେଲ ଡେମ୍‌ରୁ ଗାଇସିଲେଟ ଅଞ୍ଚଳକୁ ପାଣି ଯୋଗାଇ ଦେବା ପାଇଁ ଦାବୀ ହୋଇଛି । କୁହାଯାଇଛି ଯେ, ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନର୍ଗତ ଚିର ମରୁଡି ଓ ଦାଦନ ପ୍ରବଣ ଅଞ୍ଚଳ ଗାଇସିଲାଟ ବ୍ଲକ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସବୁ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୯ତମ ପ୍ରତିଷ୍ଠା ଦିବସ ପାଳିତ : ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ସଂକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ୩୯ଟି ଦୀପ ପ୍ରଜ୍ୱଳନ, ୩୯ଟି ବୃକ୍ଷ ରୋପଣ ଓ ୩୯ଟି ତୀରନ୍ଦାଜ ସହ ପାଳିତ ହୋଇ ନୂଆପଡା, ବଲାଙ୍ଗିର, କଳାହାଣ୍ଡି,
Read More...

ବଲାଙ୍ଗିର ଟାଉନ୍‌ ଥାନାରେ ଗଦା ଗଦା ବୁଲେଟ୍‌, କଟୁଛି ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ଥାନା ପରିସରରେ ଗଦା ଗଦା ବୁଲେଟ୍‌ ଦେଖିବାକୁ ମିଳିଛି । ଗତକାଲି ୬ଟି ବୁଲେଟ୍‌ କାବୁ କରି ବଲାଙ୍ଗିର ପୋଲିସ ୩୧ ହଜାର ଟଙ୍କା ଫାଇନ୍‌ କାଟିଥିବା ବେଳେ ଆଜି ପୁଣି ୫୦ରୁ ଅଧିକ ବୁଲେଟ୍‌ ପୋଲିସ୍‌ ହାତରେ ଧରାପଡ଼ିଛି । ଜିଲ୍ଲା ପରିବହନ
Read More...