Daily Archives

ଫାଇଭ୍‌ ଟି ସଚିବଙ୍କ ଉପରେ କାଳି ମାଡ଼, ପଣତକାନିରେ ମୁହଁରୁ କାଳି ପୋଛିଦେଲେ ଜଣେ ମା’

ପୁରୀ : ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପରେ ଜଣେ ଦୁର୍ବୃତ୍ତ କାଳି ମାଡ଼ କରିଥିବା ବେଳେ ପାଖରେ ଉପସ୍ଥିତ ଜଣେ ମା' ନିଜ ପଣତ କାନିରେ ଫାଇଭ୍‌ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛି ଦେଉଥିବାର ଏକ ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି
Read More...

ଶଶିଭୂଷଣ ଗହୀର ସହକାରୀ ପ୍ରଫେସର ପରୀକ୍ଷାରେ କୃତକାର୍ଯ୍ୟ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଂହା ଗ୍ରାମର ଶଶିଭୂଷଣ ଗହୀର ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ସହକାରୀ ପ୍ରଫେସର ପଦବୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଖୁସିର ଲହର
Read More...

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ସାଇବର କ୍ରାଇମ ଏୱାରନେସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଦୁନିଆରେ ଇଣ୍ଟରନେଟ ସେବା ଦ୍ୱାରା ସବୁ କାର୍ଯ୍ୟ କରାଯାଉଛି । ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବଢିବା ସହିତ ସମସ୍ତେ ଏଥିରେ ଅଭ୍ୟସ୍ତ ହୋଇଗଲେଣି । ମୋବାଇଲ ହେଉ କି କମ୍ପ୍ୟୁଟର ହେଉ ଏହା ଜରିଆରେ ନେଟ୍‌ ବ୍ୟବହାର କରି ଦୁନିଆର ସବୁ ଜିନିଷ
Read More...

ପଶ୍ଚିମ ଓଡ଼ିଶାର ମହାନ୍‌ ପର୍ବ ନୂଆଁଖାଇ ନିମନ୍ତେ ବଲାଙ୍ଗିରବାସୀଙ୍କ ପାଇଁ ବାହାରିଲା ଲଗ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ମହାନ୍‌ ପର୍ବ ନୂଆଖାଇଁ ପଡ଼ୁଥିବା ବେଳେ ଆଜି ପରମ୍ପରା ଅନୁଯାୟୀ ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଲଗ୍ନ ଘୋଷଣା କରିଛନ୍ତି ରାଜ ପୁରୋହିତ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ଦିନ ୧୦ଟା
Read More...

ଭତ୍ତା ଟଙ୍କା ବଢାଅ ନ ହେଲେ ଭୋଟ ଦେବୁନାହିଁ : ଲର୍କା ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ବଜାର ଦର ବଢୁଛି, ହେଲେ ଆମକୁ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କା । ଏଇ ପାଞ୍ଚଶହ ଟଙ୍କାରେ କିଏ ମାସେ ପର୍ଯ୍ୟନ୍ତ ଚଳିବ । ଚିନି ଚା' କିଣିବା ବେଳକୁ ତ ସବୁ ସରିଯାଉଛି । ଆଉ ରହୁଛି କ'ଣ ଯେ ଆମେ ଚଳିବୁ । ଭତ୍ତା ପଇସା ବଢାଅ ନ ହେଲେ ଭୋଟ ଦେବୁନି ବୋଲି
Read More...

୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୧୦୫ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସହରର ସ୍ୱେଛାସେବୀ ସଂଗଠନ ଇକୋ ୱାରିୟର ପରିବାର ପକ୍ଷରୁ ଭାରତୀ ବିଦ୍ୟାପୀଠ ସଭା ଗୃହଠାରେ ମଙ୍ଗଳବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି
Read More...

ମାଡପିଟ କେସରେ କେନ୍ଦୁପତ୍ର ଚେକର କୋଷାରାମ ନାୟକ ପଦ୍ମପୁର ଜେଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ମହିଳାଙ୍କୁ ମାଡପିଟ କରି ଟଣା ଓଟରା କରିଥିବା ଅଭିଯୋଗରେ ଝାରବନ୍ଧ ଥାନାରେ ବିଲାସପୁର ଗ୍ରାମ ସ୍ଥିତ ଲାଲମାଟିଆର କେନ୍ଦୁପତ୍ର ଚେକର କୋଷାରାମ ନାୟକଙ୍କୁ ଝାରବନ୍ଧ ପୋଲିସ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ସେ
Read More...

୯ ଦଫା ଦାବୀ ନେଇ ବ୍ଲକ ଘେରାଉ କଲେ ବିଭିନ୍ନ ଅଞ୍ଚଳର କଂଗ୍ରେସ କର୍ମୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ୧୯ ଗୋଟି ଗ୍ରାମ ପଞ୍ଚାୟତର ଗତକାଲି ବିଭିନ୍ନ ଗାଁଗୁଡ଼ିକର କଂଗ୍ରେସ କର୍ମୀ ୯ ଦଫା ଦାବୀ ନେଇ ବ୍ଲକ ଘେରାଉ କରିଥିଲେ । କପ୍ସଗ୍ରେସ କର୍ମୀଙ୍କ ଦାବୀ ମୁତାବକ ରାଜ୍ୟର ବିଭିନ୍ନ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ
Read More...

ବାରାଣସୀର ରୁଦ୍ରାକ୍ଷ ଆର୍ନ୍ତଜାତିକ ସହଯୋଗ ଓ କନ୍‌ଭେନସନ୍ ସେଣ୍ଟରରେ ୱାଇ-୨୦ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଉତ୍ସବ…

ନୂଆଦିଲ୍ଲୀ, (ପିଆଇବି) : ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନ୍‌ଭେସସନ ସେଣ୍ଟର (ଆର୍‌ଆଇସିସିସି)ରେ ଯୁବ-୨୦(ୱାଇ-୨୦) ଶିଖର ସମ୍ମିଳନୀର ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହୋଇଛି । ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କେନ୍ଦ୍ର ସୂଚନା ଓ
Read More...

କଂଗ୍ରେସ ପକ୍ଷରୁ ୯ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା ବ୍ଲକ ଘେରାଉ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକକୁ କଂଗ୍ରେସ ପକ୍ଷରୁ ଘେରାଉ କରାଯାଇଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ହୋଇଥିଲା । ପ୍ରଥମେ ବଙ୍ଗୋମୁଣ୍ଡା ସାପ୍ତାହିକ ବଜାର ଠାରୁ
Read More...
error: Content is protected !!