Daily Archives

ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଧାୟିକା ବର୍ଷା ସିଂ ବାରିହାଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବାରିହାଙ୍କୁ ଶନିବାର ଦିନ ଅପରାହ୍ନ ୧ ଘଟିକା ସମୟରେ ଝାରବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି
Read More...

ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଅଭିଭାବକ ଓ ଅଭିଭାବିକା ଅଂଶଗ୍ରହଣ କରିଥିଲେ । ସଭାରେ ପ୍ରଧାନ ଶିକ୍ଷକ
Read More...

ସଂକୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ସଂଧ୍ୟା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ଶ୍ରୀମତୀ ଭାରତୀ ପଟ୍ଟନାୟକ ଦୀପ ପ୍ରଜ୍ୱଳନ ପୂର୍ବକ
Read More...

ଉନ୍ନତ ଚୁଲ୍‌ହା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଡମ କର୍ଲାଖୁଣ୍ଟା ପଞ୍ଚାୟତର ଦୁଲେନ ଉଳିମୁଣ୍ଡା ପାଞ୍ଜିକୁପା ଶ୍ରୀଗୁନ ସର୍ଗିପଲା ଗ୍ରାମର ସମସ୍ତ ମହିଳାଙ୍କୁ ନେଇ ଫାୟାର କ୍ଲାଇମେଟ ଫଣ୍ଡ ଇଣ୍ଡିଆ ସଂସ୍ଥା ଦ୍ୱାରା ଉନ୍ନତ ମାନର ଚୁଲ୍‌ହା ଉପରେ ଏକ ସଚେତନତା
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ମ.ରାମପୁର, (ହେମନ୍‌ନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମରାମପୁର - ଭବାନୀପାଟଣା ରାସ୍ତା ବୁରାଟ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ମ.ରାମପୁର ବ୍ଲକ୍ ଅନ୍ତର୍ଗତ ପଣ୍ଡାକାମାଳ ପଞ୍ଚାୟତ
Read More...

ଇସ୍ପାତ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ

ମେହେର ଜୟନ୍ତୀ, ନାରୀକବି ସମ୍ମିଳନୀ ଏବଂ ବାର୍ଷିକ ଉତ୍ସବ ତାରିଖ ସ୍ଥିରୀକୃତ ହେଲା ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଏବଂ ସାଧାରଣ ସମ୍ପାଦକ
Read More...

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଥମ ଆଞ୍ଚଳିକ ବଲାଙ୍ଗିର ଶାଖାକୁ ମିଳିଲା ଏନ୍‌ଏଏସିର ଏ+ ମାନ୍ୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନର ପରିମାପକ କୁହାଯାଉଥିବା ଏନ୍‌ଏଏସି ବା NATIONAL ASSESSMENT AND ACCREDITATION କମିଟି ଆଜି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଥମ ଆଞ୍ଚଳିକ ବାଲାଙ୍ଗିର ଶାଖାକୁ ଏ+ର ମାନ୍ୟତା ପ୍ରଦାନ କରିଛି । ସୂଚନାଯୋଗ୍ୟ
Read More...

ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ ଓ ପୋଷାକ ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର ଖଟୁଆ କୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ଅଭିଭାବକ ସମ୍ମିଳନୀ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ମହାଲିକଙ୍କ
Read More...

ଗୁଡଭେଲା ସମ୍ଵାଦ ସାହିତ୍ୟର ଆନୁକୂଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ଶନିବାର ଅପରାହ୍ନରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ପରିସରରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନ ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ନେତୃତ୍ୱରେ ଅଁଳା, କରଞ୍ଜ, ନିମ୍ବ, ତେନ୍ତୁଳି, ଆମ୍ବ ପ୍ରଭୃତି
Read More...

କଣ୍ଟାବାଞ୍ଜିରୁ ଅନ୍ୱେଷା ଛାତ୍ରାବାସକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଅନ୍ୱେଷା ଛାତ୍ରାବାସରୁ ଦୈନିକ ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ସ୍କୁଲଗୁଡିକୁ ଯାତାୟାତ କରିଥାନ୍ତି । ଅନ୍ୱେଷା ଛାତ୍ରାବାସରୁ କଣ୍ଟାବାଞ୍ଜି ଯାଇଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିରହିବାରୁ ଯାନବାହାନ ଯିବା
Read More...