Daily Archives

ଛୋଟା ହାତି ଗାଡ଼ିରେ ଯାଉଥିବା ୪୫ ଟି ଶାଳ ସାଇଜକୁ ଦମକିପାଲି ଗ୍ରାମରେ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କଲା ବନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଦମକିପାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଛୋଟା ହାତି ଗାଡ଼ି (ଓଡ଼ି ୦୩ୱାଇ ୨୫୭୮)କୁଜବତ କରିବା ସହ ଗାଡ଼ିରେ ଚାଲାଣ ହେଉଥିବା ୪୫ଟି ଶାଳ ସାଇଜକୁ ମଧ୍ୟ ଜବତ କରିଛି ବନ ବିଭାଗ । ଏହା ସହ ଏହି
Read More...

କଣ୍ଟାବାଞ୍ଜି ବିଧାୟକ ଓ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଧିନରେ ଥିବା ସମସ୍ତ ଏସବିଆଇ ସିଏସପି ପରିଚାଳକ/ପରିଚାଳିକା ବିଗତ ୧୦ ବର୍ଷରୁ ଅଧିକ ହେବ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ବ୍ୟାକିଂ ସେବା ପ୍ରଦାନ କରିଆସୁଛନ୍ତି । ଗ୍ରାମ ପଞ୍ଚାୟତ ସ୍ତରରେ ଥିବା
Read More...

ଗୋଛାଡେଙ୍ଗେନ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦଘାଟନୀ ଉତ୍ସବ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ. ରାମପୁର ବ୍ଲକ ଗୋଛାଡେଙ୍ଗେନ ଠାରେ ଆଜି ସରପଞ୍ଚ ତଥା କଲେଜ ଅଧ୍ୟକ୍ଷ ଡକ୍ଟର ସୁରେଶ କୁମାର ପଧାନଙ୍କ ସଭାପତିତ୍ୱରେ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ବାବା ଦିଶା ଶହେ କୁଲୁତା ସମାଜ ବଲାଙ୍ଗିର ଜିଲ୍ଲାର ଏକ ଜିଲ୍ଲାସ୍ତରୀୟ ସାଂଗଠାନୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାବା ଦିଶା ଶହେ କୁଲୁତା ସମାଜ ବଲାଙ୍ଗିର ଜିଲ୍ଲାର ଏକ ଜିଲ୍ଲାସ୍ତରୀୟ ସାଂଗଠାନିକ ବୈଠକ ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ପୀଠ ହର୍ଡାଟାଲଠାରେ ଅନୁଷ୍ଠିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ଶ୍ରୀ ଶ୍ରୀ
Read More...

ଗଞ୍ଜାମ ଏନଏସି ସ୍ୱାୟତ୍ତ ଶାସନ ପାଇଁ ବକୃତା, ଚିତ୍ରଙ୍କନା, ଝୋଟି ପ୍ରତିଯୋଗିତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସିରେ ପରିସରରେ ଖୁସିର ମହଲ । ମହା ଆଡମ୍ବରରେ ପାଳନ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଏନଏସି ପକ୍ଷରୁ ବିଭିନ୍ନ ୱାର୍ଡର ମହିଳା ସ୍ୱଚ୍ଛ ସାଥୀ ଓ ସ୍ୱଂୟ ସହାୟକ ମହିଳା ଗୋଷ୍ଠୀଙ୍କୁ ନେଇ ସୋମବାର ଝୁଟି ପ୍ରତିଯୋଗିତା, ସହ
Read More...

ବୋଲବମ୍ ଭକ୍ତଙ୍କ‌‌ ପାଇଁ ଅନ୍ନଛତ୍ର ବ୍ୟବସ୍ଥା କଲେ ବିକାଶ ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅଡାପାଣି ଗ୍ରାମର ବିକାଶ ପ୍ରଧାନ ଶ୍ରାବଣ ମାସରେ ପ୍ରତି ବର୍ଷ ଗୋଟିଏ ଦିନ ଅନ୍ନଛତ୍ର ବ୍ୟବସ୍ଥା କରୁଥିବାର ଦେଖିବାକୁ ମିଳିଛି । କୁମୀର ଗ୍ରାମର ଛକଠାରେ ଶ୍ରାବଣ ମାସରେ ବୋଲବମ୍ ଭକ୍ତଙ୍କ‌‌
Read More...

ଘୋରଡିଆର ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଶନିବାର ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଏହା ପାଚଂ ଦିନ ଧରି
Read More...

ଚମକିବ ବାରପାହାଡ ଦେବୀପୀଠ : ବିକାଶ ପାଇଁ ୨୮ଲକ୍ଷ ୮୯ହଜାର ଟଙ୍କାର ଅନୁଦାନ

ତରଭା : ରାଜ୍ୟ ସରକାର ବିଭିନ୍ନ ଧର୍ମାନୁଷ୍ଠାନଗୁଡିକର ଉନ୍ନତିକରଣ ପାଇଁ ଅନୁଦାନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କଠାରୁ ଆପତ୍ତି ଅଭିଯୋଗ ଶୁଣିଥିଲେ । ସେଥିରେ ତରଭା ବ୍ଲକ ଅନ୍ତର୍ଗତ ପାଇକ ବାହାଲ ଗ୍ରାମ ପଞ୍ଚାୟତ
Read More...

ରାଜସ୍ୱ ଗ୍ରାମ ଘୋଷଣା ଦାବୀରେ ରାଜରାସ୍ତାରେ ଗ୍ରାମବାସୀ

ପାଟଣାଗଡ : ଗାଁ ମୂଳ ଗ୍ରାମରୁ ଅଲଗା ହେବ । ପଡ଼ାକୁ ମିଳିବ ଗାଁ ପରି ସୁବିଧା ଏପରି ଅନେକ ବିଷୟ ନେଇ ଗ୍ରାମବାସୀ ସ୍ୱପ୍ନ ଦେଖୁଥିବା ବେଳେ ଦୀର୍ଘ ୨୧ ବର୍ଷ ସଙ୍ଘର୍ଷ କରି ଆସୁଛନ୍ତି ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବା ପାଇଁ । କୌଣସି ନା କୌଣସି ବାହାନା କରି ପ୍ରଶାସନ ଶେଷ
Read More...

ବଲାଙ୍ଗିର ଜିଲ୍ଲା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ଦିବ୍ୟମ୍‌ ଓ ସମ୍ପଦାଙ୍କୁ ତ୍ରିମୁକୁଟମନୋରଞ୍ଜନ ଭେଟେରାନ ସିଙ୍ଗଲ୍ସ ଓ ମାନସ, ଅମ୍ବିକା ଡବଲ୍ସ ବିଜେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି
Read More...