Daily Archives

ପାଟଣା ଇଷ୍ଟଦେବୀ ବର୍ଷା ପାଣିରେ ଉବୁଟୁବୁ : ଦେବାଳୟ ଅସୁରକ୍ଷିତ, ସୁରକ୍ଷା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହ୍ୟ ସମ୍ପର୍ଣ୍ଣ ବଲାଙ୍ଗିର ସହର ଏଠି କେଉଁ ଆଦିମ କାଳରୁ ଦେବାଦେବୀ ପୂଜା ପାଇ ଆସୁଛନ୍ତି । ଏଠିକାର ଲୋକେ ଦେବାଦେବୀଙ୍କ ଆସ୍ଥାକୁ ଘୋର ବିଶ୍ୱାସ ରଖନ୍ତି । କିନ୍ତୁ ବଲାଙ୍ଗିର ସ୍ଥିତ ଦେବାଳୟର ଅବସ୍ଥା ଅସୁରକ୍ଷିତ ଥିବାରୁ ଭକ୍ତମାନଙ୍କ ଭିତରେ ଉଦ୍‌ବେଗ
Read More...

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ୨୯ ଓ ୩୦ ଜୁଲାଇ ଦୁଇ ଦିନ ଧରି ହୋଇଥିବା ୭ତମ ଆର୍ନ୍ତଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆ ଚେଲେଞ୍ଜର କପ ୨୦୨୩ରେ ଭାରତ ସହିତ ବଙ୍ଗଳାଦେଶ, ଶ୍ରୀଲଙ୍କା, ଭୁଟାନ, ମାଲେସିଆ, ନେପାଳ, ଇରାନ, ସାଉଦି ଆରବ ୮ ଗୋଟି ଦେଶରୁ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ ରକ୍ତ ସଂଗୃହୀତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ଭରସୁଜା ଗ୍ରାମ ପଞ୍ଚାୟତ ବିନ୍ଧାପାଲି ଗ୍ରାମରେ ସମ୍ବଲପୁରୀ ଦିନ୍‌ ପାଳନ କରାଯାଇଛି । ଆଗଲପୁର ଓ ଗାଇସିଲେଟ ବ୍ଲକର ମିଳିତ ଆନୁକୂଲ୍ୟରେ ଏହି ଉପଲେକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରକୁ
Read More...

ବିନ୍ଧାପାଲି ଗ୍ରାମରେ ସମ୍ବଲପୁରୀ ଦିନ୍‌ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ଭରସୁଜା ଗ୍ରା.ପ ବିନ୍ଧାପାଲି ଗ୍ରାମରେ ସମ୍ବଲପୁରୀ ଦିନ୍‌ ପାଳନ କରାଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେଡି
Read More...

ଆଗଲପୁର ବିଡିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ବ୍ଲକ ଉପାଧ୍ୟକ୍ଷା ଓ ବ୍ଲକ ବିଜେଡି ସଭାପତି

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ସମସ୍ତ ପଂଚାୟତ ଗୁଡିକର ସମସ୍ୟାକୁ ନେଇ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ ଏବଂ ବ୍ଲକ ବିଜେଡି ସଭାପତି ପଂଚୁ ପଧାନ ବିଡିଓଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିବା ଜଣାପଡିଛି । ଆଗଲପୁର ବ୍ଲକ ଭରସୁଜା ପଂଚାୟତ ସହ
Read More...

ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ, ତଦନ୍ତ ଦାବୀ କଲେ ଗ୍ରାମବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥିପାଇଁ
Read More...

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଅଧିକ ପଞ୍ଚାୟତ ଅନ୍ଧାରରେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି । ଏପରି ସ୍ଥଳେ ମଙ୍ଗଳବାର ଅପରାହ୍ନରେ ୫୯ନଂ. ଜାତୀୟ ରାଜପଥର
Read More...

କ୍ରୀଡା ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରଠାରେ ଗତକାଲି ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ୱରେ କ୍ରୀଡା ଶିକ୍ଷୟତ୍ରୀ କସ୍ତୁରୀ ରଥଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ରଥ ଦୀର୍ଘ
Read More...

ଡ.ସଦାନନ୍ଦ ଅଗ୍ରୱାଲଙ୍କ ୬ଷ୍ଠ ଶ୍ରାଦ୍ଧଦିବସ ପାଳିତ

ସୋନପୁର ଇତିହାସ(୨)ର ୨ୟ ସଂସ୍କରଣ ଉନ୍ମୋଚିତ“ଡ.ସଦାନନ୍ଦ ଅଗ୍ରୱାଲ ଜଣେ ମାନବବାଦୀ ବିଚାରାଧାରାର ମଣିଷ ଥିଲେ” ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ପ୍ରଖ୍ୟାତ ଐତିହାସିକ, ଗବେଷକ, ଲିପିତତ୍ୱବିଦ୍‌, ସାମ୍ବାଦିକ, ଗାଳ୍ପିକ ତଥା ମହିମାଭକ୍ତ ମହିମାଶ୍ରୀ ଡ.ସଦାନନ୍ଦ ଅଗ୍ରୱାଲ
Read More...

ଆମ୍ବଲାନ୍ସ ଧକ୍କାରେ ପରିବା ବ୍ୟବସାୟୀ ଗୁରୁତର

କଂଟାବାଂଜି, (ଗୁରୁଦୟାଲ ହଂସ) : ବେପରୁଆ ଗାଡି ଚାଳନା ଏବଂ ଅସାବଧାନତା ଯୋଗୁଁ ପରିବା ବ୍ୟବସାୟୀଙ୍କୁ ସୋମବାର ସକାଳେ ଆମ୍ବୁଲାନ୍‌ସ ପଛପଟୁ ଧକ୍କା ଦେଇଥିଲା । ପୁଣି ଗୁରୁତର ପରିବା ବ୍ୟବସାୟୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା କରିବା ପରିବର୍ତ୍ତେ
Read More...