Daily Archives

ଲୋୟର ସୁକତେଲ ଡେମ୍‌ରେ ୭୭ତମ ସ୍ୱାଧୀନତା ଦିବସ ପାଳନ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଡେମ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଜିଲ୍ଲା
Read More...

କୃଷି କ୍ରାନ୍ତିକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଗୁଡଭେଲ୍ଲା ବ୍ଲକର ଗମ୍ଭାରୀଗୁଡା, ବିରାମୁଣ୍ଡା, ଘୁନା ଓ ଦେଉଲଗୁଡ଼ି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମସଭାରେ ମୁଖ୍ୟ ଦାବୀଗୁଡିକ ଥିଲା ଅକ୍ଟୋବର ୧୫ ସୁଦ୍ଧା ଦ୍ୱିତୀୟ
Read More...

୮୪ ଘର ଅଘରିଆ ସମାଜ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ କମିଟି ୮୪ ଘର ଅଘରିଆ ସମାଜ ପକ୍ଷରୁ ଆଜି କନ୍ଧପାଲି ସ୍ଥିତ ଅଘରିଆ ଭବନଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କନ୍ଧପାଲି, ଲର୍କିପାଲି ଓ ସଦେଇପାଲି ଗାଁରୁ ବହୁ ମହିଳା ଓ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଉପଦେଷ୍ଟା, ମଣ୍ଡଳ
Read More...

ସ୍ଵାଧୀନତା ଦିବସ ଉପଲକ୍ଷେ “ମୋର ଦେଶ ରଙ୍ଗିଲା” କବିତା ଆସର

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ୧୫ ଅଗଷ୍ଟ ଅପରାହ୍ନରେ ଆଭାସି ମାଧ୍ୟମରେ ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ "ମୋର୍ ଦେଶ୍ ରଙ୍ଗିଲା" କବିତା ଆସର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଷାନ୍‌ର
Read More...

ଦୟାନନ୍ଦ ପ୍ଲେ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲଠାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଲବ ଅଫ୍‌ ସେଣ୍ଟ୍ରାଲ୍‌ର ଶଙ୍କର ଅଗ୍ରୱାଲ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ଦିବସ
Read More...

ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜଳନ୍ଧର ସ୍ମୃତି ସାହିତ୍ୟ ପ୍ରତିଷ୍ଠାନ, ଘୋରଡ଼ିଆ ଆନୁକୂଲ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା ଘୋରଡ଼ିଆ ପରିସରରେ ପ୍ରତିଭା ଅନ୍ୱେଷଣ -୨୦୨୩
Read More...

ଆଗଲପୁର ମାହେଶ୍ୱରୀ ସଂଗଠନ ତରଫରୁ ୨୦୦ ମିଟରର ବିଶାଳ ତ୍ରିରଙ୍ଗା ଯାତ୍ରା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଆଗଲପୁର ମାହେଶ୍ୱରୀ ସଂଗଠନ ତରଫରୁ ଆଗଲପୁର ଅଞ୍ଚଳର ସମସ୍ତ ସ୍କୁଲ, କଲେଜ, ବିଭିନ୍ନ ସଂଗଠନ, ପୋଲିସ ପ୍ରଶାସନ ଓ ଜନସାଧାରଣଙ୍କୁ ନେଇ ଏକ ୨୦୦ ମିଟରର ବିଶାଳ ତ୍ରିରଙ୍ଗା ଯାତ୍ରା କରାଯାଇଥିଲା । ଏହି ବିଶାଳ
Read More...

୭୭ତମ ସ୍ୱାଧୀନତା ଦିବସରେ ଦେଶର ଭାଗ୍ୟ ବଦଳାଇବା ପାଇଁ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କଲେ…

• ପ୍ରସିଦ୍ଧ ଲାଲକିଲାରୁ ସ୍ୱାଧୀନତା ଦିବସ ଉତ୍ସବ ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୫୦ ଜଣ ନର୍ସଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି• କୋଭିଡ୍ ଆମକୁ ଶିଖାଇଛି ଯେ ମାନବ କେନ୍ଦ୍ରିତ ଆଭିମୁଖ୍ୟ ବିନା ବିଶ୍ୱର ବିକାଶ ସମ୍ଭବ ନୁହେଁ• ଜନ ଔଷଧି କେନ୍ଦ୍ର ଗୁଡ଼ିକ ୨୦,୦୦୦
Read More...

ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କୁ…

୧୪୦ କୋଟି ଦେଶବାସୀଙ୍କୁ ତାଙ୍କ ପରିବାରଜନ ବୋଲି କହିଲେ ପ୍ରଧାନମନ୍ତ୍ରୀ ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଭାଷଣ ଦେଇ ତାଙ୍କର ୧୪୦ କୋଟି 'ପରିବାର ସଦସ୍ୟ'ଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ଥିବା
Read More...

ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି

ଦିଲ୍ଲୀ, (ପିଆଇବି) : ମଣିପୁର ଲୋକଙ୍କ ସହ ଭାରତ ଛିଡ଼ା ହୋଇଛି ଏବଂ ସେଠାରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବ ବୋଲି ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲାରୁ କହିଛନ୍ତି । ସେ କହିଛନ୍ତି, ମଣିପୁରରେ କିଛି ଦିନ ହେଲା ଅଶାନ୍ତି, ହିଂସା
Read More...