Daily Archives

ବରଗଡ଼ର ବିକାଶ ଆବାସିକ ବିଦ୍ୟାଳୟର ୨ ପୂର୍ବତନ ଛାତ୍ରୀ ଏବଂ ବିକାଶ ହାୟର୍ ସେକେଣ୍ଡାରୀ ସ୍କୁଲର ଜଣେ ପୂର୍ବତନ ଛାତ୍ର…

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ୩୧ ଜୁଲାଇ ୨୦୨୩ରେ ପ୍ରକାଶିତ ଓପିଏସ୍‌ସି ୨୦୨୧ ଫଳାଫଳରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ୨ ପୂର୍ବତନ ଛାତ୍ରୀ ଓ ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ଜଣେ ପୂର୍ବତନ ଛାତ୍ର ଓପିଏସ୍‌ସି ୨୦୨୧ ତାଲିକାର ଶୀର୍ଷ ୨୦୦ ରେଙ୍କରେ ରହି ବିକାଶ ଶିକ୍ଷାନୁଷ୍ଠାନ
Read More...

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଖେଳ ପଡିଆଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳନ କରାଯିବା ନିମନ୍ତେ ବାଲିଗୁଡା ଉପ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ
Read More...

ଟ୍ରକ ଓ କାର ମଧ୍ୟରେ ଧକ୍କା : ୧ ମୃତ, ୩ ଆହତ

ବଣାଇ, (ନାରାୟଣଚନ୍ଦ୍ର ବେହେରା) : ବୁଧବାର ଅପରାହ୍ନ ସମୟରେ ଦେବଗଡ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଗୁଣ୍ଡେଇମରା ନିକଟରେ ଟ୍ରକ ଓ କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଥିବା ଖବର ମିଳିଛି । ଆହତମାନେ ସମସ୍ତେ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ
Read More...

ହାପି ମୋମେଣ୍ଟସ ପକ୍ଷରୁ ସମ୍ବଲପୁରୀ ଦିନ୍‌ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ରାଉରକେଲା କ୍ଲବଠାରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୃଷ୍ଣଚନ୍ଦ୍ର ତ୍ରିପାଠୀ,
Read More...

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସମ୍ବଲପୁରୀ ଦିନ ପାଳନ ତଥା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ
Read More...

ବାଳସୁଧାର ଗୃହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବାଳସୁଧାର ଗୃହଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଅନ୍ତେବାସୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହା ସହିତ ଦୁଇଟି ସିଲେଇ ମେସିନ ପ୍ରଦାନ କରାଯାଇ ତଥା ଷ୍ଟିଲ ସିଟି ତରଫରୁ ଏକ ସିଲେଇ
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସୁବର୍ଣ୍ଣପୁର
Read More...

ବଙ୍ଗୋମୁଣ୍ଡାରେ ଶ୍ରୀମଦ୍‌ ଭାଗବତ କଥା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଆଜିଠାରୁ ସପ୍ତାହ ବ୍ୟାପି ଚାଲିବ ଭାଗବତ କଥା ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରହ୍ମପୁର ଓ ସାର୍ବଜନୀନ ଭାଗବତ ସପ୍ତାହ କମିଟି ବଙ୍ଗୋମୁଣ୍ଡା ସହଯୋଗରେ ବଙ୍ଗୋମୁଣ୍ଡାଠାରେ ଆରମ୍ଭ ହେବାକୁ ଥିବା ଶ୍ରୀମଦ ଭାଗବତ କଥା ପାଇଁ କଳସ ଯାତ୍ରା ଅନୁଷ୍ଠିତ
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ବଳଦ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡ ଗ୍ରାମରେ ଆଜି ୧୧.୩୦ସମୟରେ ଭେରୁଆମୁଣ୍ଡ ଗ୍ରାମର ଦୟାନନ୍ଦ ମାଝୀଙ୍କ ଗୋଟିଏ ବଡ ବଳଦ ଆନୁମାନିକ ୩୦ହଜାର ପାଖାପାଖି ହେବ ଘରକୁ ଫେରୁଥିବା ସମୟରେ ଗ୍ରାମର ବିଦ୍ୟୁତ୍ ଟ୍ରାନସଫର୍ମରରେ ଲାଗି
Read More...

ବନ୍ୟା ବିପନ୍ନ ଅଞ୍ଚଳ ଅନୁଧ୍ୟାନ ପାଇଁ ପହଞ୍ଚିଲା ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁଇଦିନ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ଲଗାଣ ଦୁଇ ଦିନରେ ଗାଇସିଲେଟ ବ୍ଲକରେ ୨୧୦ମିମି ବର୍ଷା ରେକର୍ଡ
Read More...