Daily Archives

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାର୍ଚ୍ଚ ପରଠାରୁ ଗୋଟିଏ ପରେ ଗୋଟିଏ ଚିତାଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ୁ‌ଥିବା ବେଳେ ଅଗଷ୍ଟ ୨ ତାରିଖ ଗୁରୁବାର ଦିନ ଆଉ ଚିତାର ମୃତ୍ୟୁ ହୋଇଛି । ଏହାକୁ ମିଶାଇ କୁନୋରେ ଚିତା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି
Read More...

ବନ୍ୟା ଅଞ୍ଚଳ ବୁଲି ଦେଖିଲେ ବିଧାୟକ

ବୀରମହାରାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବୀରମହାରାଜପୁର ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳରେ ନାହିଁ ନଥିବା ବନ୍ୟାସ୍ଥିତି ଉପୁଜିଥଲା । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କ ଘରର କାନ୍ଥ ଭାଙ୍ଗିଯାଇଥିବା ସହ ଅନେକ ସ୍ଥାନକୁ ଯାତାୟାତ
Read More...

ଲଗାଣ ବର୍ଷାରେ ଭୂଷୁଡି ପଡିଲା ଘର

ବାଉଁଶୁଣୀ : ବୌଦ୍ଧ ତହସିଲ ବାଉଁଶୁଣୀ ରାଜସ୍ୱ ସର୍କଲ ଅନ୍ତର୍ଗତ ସିଙ୍ଗାରୀ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ନେଇ ଦୁଇଟି ପରିବାର ଆଜି ସହାୟତା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ତହସିଲ ସିଙ୍ଗାରୀ ଗ୍ରାମର ରମେଶ ମାଝି ଓ
Read More...

ହାତୀ ଆକ୍ରମଣରେ ଗୁରୁତର ହୋଇ ପ୍ଲାଣ୍ଟଟେସନ୍‌ ୱାଚର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଂଜି ରେଂଜ ଅନ୍ତର୍ଗତ ତୁରେକେଲା ପଟେଲମୁଣ୍ଡାଠାରେ ହାତୀ ଆକ୍ରମଣରେ ଆଜି ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରତର ବ୍ୟକ୍ତି ଜଣକ ତୁରେକେଲା ସେଲ୍‌ମା ଗ୍ରାମର ନିବାସୀ ତଥା ବନ
Read More...

ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ସ୍ୱାଭିମାନ ପରିବାର ପାଟଣାଗଡ଼ ଶାଖା ଦ୍ଵାରା ସ୍ୱାଭିମାନ ପରିବାରର ସକ୍ରିୟ ସଦସ୍ୟ ରୁଦ୍ରମଣି କର୍ସେଲଙ୍କ ପୁତ୍ର ଅର୍ଣିତ ଖର୍ସେଲଙ୍କ ଜନ୍ମଦିନ ଅବସରରେ ଲରମ୍ଭାଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ
Read More...

ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ବନ୍ଦ ଡାକରା : ବଲାଙ୍ଗିରରେ ଅଖଚକ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ସହରର ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ କାର୍ଯ୍ୟାଳୟକୁ
Read More...

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ ଭୁବନେଶ୍ୱର : ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ
Read More...

କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଅଗଷ୍ଟ ୯ ରାଜଧାନୀ ସମାବେଶକୁ ସଫଳ କରିବାକୁ ଆହ୍ୱାନ : ଏଚ୍‌ଏମ୍‌ଏସ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି ବିରୋଧରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଡ଼ାକରାରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)ର ସହବନ୍ଧିତ
Read More...

ସୁକତେଲ ଜଳ ଭଣ୍ଡାରରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ବୁଡି ତିନୋଟି ପଞ୍ଚାୟତ ଅନ୍ଧାରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଜଳପ୍ରକଳ୍ପକୁ ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବେଳେ ଏବେ ଏହା ଉପରମୁଣ୍ଡରେ ଥିବା ରେଙ୍ଗାଲି, ରତାଖଣ୍ଡି ଗ୍ରାମ ପଞ୍ଚାୟତର ଦଶାଧିକ ଗାଁ ପାଇଁ ଅଭିଶାପ ପାଲଟି ଯାଇଛି । ଉକ୍ତ ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକୁ ଚୁଡାପାଲି ସେକ୍ସନରୁ
Read More...

ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡରେ ମଧ୍ୟ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ବିଭିନ୍ନ ହିନ୍ଦୁ ସମାଜର କର୍ମକର୍ତ୍ତାଙ୍କ ଦ୍ଵାରା ସହର ସାରା ବୁଲି ବୁଲି ପିକେଟିଂ କରି ଦୋକାନ ବଜାର, କୋର୍ଟ, ବ୍ୟାଙ୍କ, ଡାକ ଘରକୁ ବନ୍ଦ
Read More...
error: Content is protected !!