Daily Archives

ବ୍ରହ୍ମପୁର ସେଣ୍ଟ୍ରାଲ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୋପାଳପୁର ମେ-ଫେୟାରରେ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ବ୍ରହ୍ମପୁର ସେଣ୍ଟ୍ରାଲର ଅଧିଷ୍ଠାନ ଦିବସ ରବିବାର ସନ୍ଧ୍ୟାରେ ଗୋପାଳପୁର ବେଳାଭୂମି ସହରସ୍ଥିତ ମେ-ଫେୟାର ରିସୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି । ଝରଣା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍‌ପି
Read More...

ଜରି ଗୋଟାଳିକୁ ବାନ୍ଧିଲା ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଅଂଚଳରେ ଜଣେ ଜରି ଗୋଟାଳିକୁ ପାଇକମାଲ ପୋଲିସ ବାନ୍ଧି କୋର୍ଟକୁ ପଠାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ବିବରଣୀରୁ ଜଣାପଡିଛି ଯେ, ପାଇକମାଲର ହାପିଜ ଅକତରଙ୍କ ଘରୁ ଏକ ପାଣି ମଟର ଚୋରି
Read More...

ଫାଇଭ ଟି ସଚିବଙ୍କୁ ଲୋଇସିଂହା ବ୍ଲକ ସରପଞ୍ଚ ସଙ୍ଘର ୮ ଦଫା ଦାବୀପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଞ୍ଚାୟତିରାଜ ବ୍ୟବସ୍ଥାରେ ପଲ୍ଲିସଭା ଓ ଗ୍ରାମସଭା ଆୟୋଜନ କରି ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାଗୁଡିକ ବାବଦରେ ଅବଗତ କରାଇବା କ୍ଷେତ୍ରରେ ସରପଞ୍ଚମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଚଳିତ ବିଧି ବ୍ୟବସ୍ଥାର ସଂଶୋଧନ ପୂର୍ବକ ସରପଞ୍ଚମାନଙ୍କୁ
Read More...

‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ପାଇବେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩ ପାଇବେ ଦେବଶ୍ରୀ ଟେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି । ଓଡ଼ିଶା ଆସେମ୍‌ଲି ଅଫ୍‌ ସ୍ମଲ୍‌ ଏଣ୍ଡ ଏଣ୍ଟର୍‌ପ୍ରାଇଜେସ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୧୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ
Read More...

କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀ ମାଟିରେ ୫-ଟି ସଚିବ

 ରାଣୀପୁର ଝରିଆଲରୁ ହେଲିକେପ୍ଟର ଯୋଗେ ଆସି ଗୁରୁଣ୍ଡାରେ ବିରାଟ ଅଭିଯୋଗ ଶୁଣାଣି ମଂଦିର, ମସଜିଦ, ଗୀର୍ଜା, କମ୍ୟୁନିଟି ସେଂଟର ପାଇଁ ଅନୁଦାନର ଅଭାବ ରହିବ ନାହିଁ, ଭଲ କାମ କଲେ ଆହୁରି ମିଳିବ ଅନୁଦାନ କୃଷକମାନଙ୍କ ପାଇଁ ଅନେକ ଯୋଜନା, କୃଷକ ହସିଲେ ଦେଶ ହସିବ, ବିନା ସୁଧରେ ୫ ଲକ୍ଷ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା
Read More...

ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଗଣତନ୍ତ୍ରର ସୁରକ୍ଷା ପାଇଁ ଛାତ୍ର ସମାଜ ଲଢେଇ ଜାରି ରଖିବ୫-ଟି ସଚିବଙ୍କ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅତି ନିନ୍ଦନୀୟ : ଛାତ୍ର କଂଗ୍ରେସଛାତ୍ରମାନଙ୍କ ଉପରେ ପୁଲିସର ଦମନଲୀଳାକୁ ଛାତ୍ର କଂଗ୍ରେସର ନନ୍ଦା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଭାରତ ବର୍ଷ ହେଉଛି ସର୍ବ ବୃହତ
Read More...

କର୍ଲାମୁଣ୍ଡା ବ୍ଲକର ୮ଟି ଦିବ୍ୟାଙ୍ଗ ପରିବାରକୁ ମିଳିଲା ୨୦ ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନ ରାଶି ସହାୟତା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁର ଆଠଟି ଦିବ୍ୟାଙ୍ଗ ପରିବାରକୁ ଦିବ୍ୟାଙ୍ଗଙ୍କ ବିବାହ ପ୍ରୋତ୍ସାହନ ସହାୟତା ରାଶି ମିଳିଥିବା ଜଣାପଡ଼ିଛି । ସୂଚନା ମତେ ସୋମବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେସା ରେଡି,
Read More...

ମିଲେଟ୍‌ ଶକ୍ତି କାଫେ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ବ୍ଲକ ଛକରେ ବ୍ଲକ ପକ୍ଷରୁ ଆଜି ଏକ ମିଲେଟ ଶକ୍ତି କାଫେ ଉଦ୍‌ଘାଟିତ ହୋଇଯାଇଛି । ମଦର ଟେରେସା ବ୍ଲକ ଲେଭେଲ ଫେଡେରେସନ ଦ୍ୱାରା ପରିଚାଳିତ ଏହି ମିଲେଟ ଶକ୍ତି କାଫେକୁ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୧୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଓ
Read More...