Daily Archives

ଜେଏସ୍‌ଏମ୍‌ ବାଣିଜ୍ୟ କଲେଜେର ତୃତୀୟ ସ୍ନାତକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେଏସ୍‌ଏମ୍‌ ବାଣିଜ୍ୟ କଲେଜର ୨୦୨୦-୨୩ ବର୍ଷର ପାସ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ତୃତୀୟ ସ୍ନାତକ ଦିବସ ଆୟୋଜନ କରାଯାଇଥିଲା । ଏହା ସକାଳ ୦୮ ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପ୍ର. ଡକ୍ଟର ଅରୁଣ
Read More...

ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବଲାଙ୍ଗିରବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହୀଦ ସୁଧୀର କୁମାର ତ୍ରିପାଠୀଙ୍କ ପାର୍ଥିବ ଶରୀର ବଲାଙ୍ଗିର ପହଞ୍ଚିବା ପରେ ପୂର୍ବତନ ସୈନିକ ସଂଘର ସଦସ୍ୟମାନେ ତାଙ୍କ ଲାଲ୍‌ଟିକ୍ରା ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବ ସୈନିକମାନଙ୍କ ଶୋଭାଯାତ୍ରାରେ ସହୀଦଙ୍କ ପାର୍ଥିବ
Read More...

ବଲାଙ୍ଗିର ଗସ୍ତର ଦ୍ଵିତୀୟ ଦିନରେ ୫-ଟି ସଚିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ବଲାଙ୍ଗିର ଗସ୍ତରେ ଆସିଥିବା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ଆଜି ଦ୍ଵିତୀୟ ଦିନ ଥିଲା । ୫-ଟି ସଚିବ ସକାଳୁ ବଲାଙ୍ଗିରର ସମଲେଇ ମନ୍ଦିରରେ ପୂଜା କରି ଦିନ ଆରମ୍ଭ କରିଥିଲେ । ଏହା ପରେ ମନ୍ଦିର
Read More...

ତାଲପାଲି କଲେଜରେ ସ୍ୱାଗତ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି କଲେଜରେ ଆଜି ସ୍ୱାଗତ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ନୂତନ ଭାବରେ କଲେଜକୁ ଆସିଥିବା ଛାତ୍ରଛାତ୍ରୀ ଫୁଲ ତୋଳା ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଛି । କଲେଜର ସଭାଗୃହଠାରେ ଏକ ବୈଠକ ଅଧ୍ୟକ୍ଷ କ୍ଷୀରୋଦ୍ର
Read More...

ଚେରଙ୍ଗାଝାଞ୍ଜ ଗ୍ରାମ ପାଖରେ ବୁଲୁଛି ଜଙ୍ଗଲୀ ହାତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମ ପାଖରେ ଏକ ଜଙ୍ଗଲୀ ହାତୀ ବୁଲୁଥିବା ଜଣାପଡିଛି । ହାତୀଟି ଗନ୍ଧମାର୍ଦ୍ଦନ ପର୍ବତରୁ ଆସିଥିବା ଅନୁମାନ କରାଯାଉଛି । ହାତୀର ଉପସ୍ଥିତି ଜାଣିବା ପରେ ବନ ବିଭାଗ ହାତୀକୁ ନିଜ
Read More...

ପରିଚାଳନାରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସିପିଏସ୍ଇ ଦ୍ୱାରା ବଡ଼ ଧରଣର ବିବିଧକରଣକୁ ପ୍ରୋତ୍ସାହିତ କରୁଛି କୋଇଲା…

ଏନଏଲ୍ସିଆଇଏଲ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରିବଘାଟମପୁର ତାପଜ ବିଦ୍ୟୁତ୍ କେନ୍ଦ୍ର ଉତ୍ତରପ୍ରଦେଶକୁ ୧୪୭୮.୨୮ ମେଗାୱାଟ ଏବଂ ଆସାମକୁ ୪୯୨.୭୨ ମେଗାୱାଟ ବିଜୁଳି ଯୋଗାଇବ ବୋଲି ଆଶା କରାଯାଉଛିଏନଏଲସିଆଇଏଲ୍ର ଓଡିଶା ସ୍ଥିତ ତଲାବିରା ପ୍ଲାଣ୍ଟ ତାମିଲନାଡୁକୁ ୧୪୫୦ ମେଗାୱାଟ,
Read More...

ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତି ସୁରକ୍ଷା ପାଇଁ ୫ଟି ସଚିବଙ୍କୁ ଭେଟିଲେ ସ୍ମୃତି କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇ ସହିଦ ହୋଇଥିବା ଆଟଗାଁ ଜମିଦାର ସହିଦ ଧରମସିଂମାଝୀ ମାନଧାତାଙ୍କ ସ୍ମୃତି ରକ୍ଷା କରିବାକୁ ଆଟଗାଁ ମହଲର ପୁନଃଉଦ୍ଧାର, ପୁଡାପାଠ ମନ୍ଦିରର ରୂପାନ୍ତରିକରଣ କରିବା ଦାବୀ ହୋଇଆସୁଛି । ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀର
Read More...

ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପି. ଆର. ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ଷ୍ଟାଡିୟମଠାରେ ଇଷ୍ଟଜୋନ୍‌ ଚମ୍ପିଆନସିପ୍‌ ପାଇଁ ଓଡିଶା ଦଳ ଚୟନ ଶିବିର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରର ଉଦ୍‌ଘାଟନ କରିଥିଲେ ।
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା : ବଙ୍ଗୋମୁଣ୍ଡାରେ ପ୍ରଭାବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ପ୍ରଭାବ ଦେଖିବାକୁ ମିଳିଛି । ୨୨
Read More...

ମଣିପୁରରେ ହିଂସା ବନ୍ଦ କରାଯିବାକୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଣିପୁରରେ ହିଂସା ବନ୍ଦ କରାଯିବାକୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଗଠନ ସଭାନେତ୍ରୀ ସବିତା ନନ୍ଦଙ୍କ ନେତୃତ୍ୱରେ ସଂଗଠନର
Read More...
error: Content is protected !!