Daily Archives

ଅର୍ଦ୍ଧ ଶତକ କଳାକାରଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ଯୁବ କଳାକାର ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ଘ.୧୦ ଟା ସମୟରେ ବଲାଙ୍ଗିର ପି.ପି.ଏକାଡେମୀଠାରେ ଜିଲ୍ଲା ଯୁବ କଳାକାର ମହାସଂଘ ବଲାଙ୍ଗିର ତରଫରୁ ପଶ୍ଚିମ ଓଡିଶାର (କୋସଲାଞ୍ଚଳ)ର ବିଭିନ୍ନ କଳାକାର କେନ୍ଦ୍ର ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟରୁ ପାଇଥିବା ସ୍କୋଲାରସିପ୍‌, ଫେଲୋସିପ୍‌ ପ୍ରାୟ ଦଶ
Read More...

ମ. ରାମପୁର ଉର୍ଲାଦାନୀରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପ୍ରଶାସନ ଓ ସିଆର୍‌ପିଏଫ୍‌ ବି.୬୪ ବାଟାଲିୟନଙ୍କ ମିଳିତରେ ଭାରତ ମାତା ଏବଂ ବୀର ଯବାନଙ୍କ ନାମରେ ନାରା ଦେଇ କ୍ୟାମ୍ପରୁ ଉର୍ଲାଦାନୀ ଗ୍ରାମ
Read More...

ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ଯୋଜନା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଆଦର୍ଶପଡା ବଲାଙ୍ଗିରର ଏକ ଯୋଜନା ବୈଠକ ଭାରତୀ ନୀଡ଼, ପ୍ରକୋଷ୍ଠରେ ଡା.ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ କାର୍ଯ୍ୟକ୍ରମର ସମୀକ୍ଷା, ଆୟବ୍ୟୟ ହିସାବ ଓ ଆଗାମୀ
Read More...

ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଲେଖିକା ବାଗ୍ମୀ ଜୟଲକ୍ଷ୍ମୀ ସେଠୀଙ୍କ କୁନି କୁନି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋୟେଲ ସିରିଜ ଓ ସମଗ୍ର ଶିକ୍ଷା ଓଡ଼ିଶା ତଥା ଭାଷା ପ୍ରକାଶନ ଦ୍ୱାରା ସଦ୍ୟ ପ୍ରକାଶିତ ବିଶିଷ୍ଟ ଲେଖିକା ବାଗ୍ମୀ ଜୟଲକ୍ଷ୍ମୀ ସେଠୀଙ୍କ କୁନି କୁନି ପିଲାଙ୍କ ପାଇଁ "ଗପ ପଢ଼ ହୁଅ ବଡ଼" ରାଜଭବନ ପରିସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ
Read More...

ସାଂସଦ ନିରଞ୍ଜନ ବିଶିଙ୍କ ଟିଟିଲାଗଡ ଗସ୍ତ : ବର୍ଷାରେ ଭିଜି ଭିଜି ଦେଖିଲେ ଗୋଶାଳା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଟିଟିଲାଗଡ ଗସ୍ତରେ ଆସି ଟିଟିଲାଗଡ ସର୍ଗିଗୁଡ଼ାଠାରେ ଥିବା ସତ୍ୟ ନାରାୟଣ ମନ୍ଦିର ପୂଜାରେ ଯୋଗ ଦେଇଥିଲେ । ଗୁଜରାତି ସମାଜ ଦ୍ୱାରା ପରିଚାଳିତ ହେଉଥିବା ଏହି ବହୁ ପୁରାତନ ମନ୍ଦିରରେ ସମାଜର ସଦସ୍ୟଙ୍କ ସହିତ ସାକ୍ଷାତ
Read More...

‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ର ତୃତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ, ବଲାଙ୍ଗିର ଜିଲ୍ଲାର ଅଗ୍ନିବୀରମାନେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨୩ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ର ତୃତୀୟ ବାର୍ଷିକୋତ୍ସବ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ଆଦିବାସୀ ଦମ୍ପତ୍ତିଙ୍କୁ ଆସିଲା ଦିଲ୍ଲୀରୁ ଡାକରା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ଯୁବଚାଷୀ ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତିଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ସ୍ୱାଧୀନତା ଦିବସରେ ଆଦିମ ଜନଜାତି ସମ୍ପ୍ରଦାୟରୁ
Read More...

ପୁଣ୍ୟଭୂମି ଭାରତ ପ୍ରଚାର ସମିତି ତରଫରୁ ପୁଣ୍ୟଭୂମି ଭାରତ ଉପରେ ପରୀକ୍ଷା ଏବଂ ଆଲୋଚନାଚକ୍ର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣ୍ୟଭୂମି ଭାରତ ପ୍ରଚାର ସମିତି ବଲାଙ୍ଗିର ତରଫରୁ ବଲାଙ୍ଗିରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ମଧ୍ୟରେ ପୁଣ୍ୟଭୂମି ଭାରତ ଉପରେ ପରୀକ୍ଷା ଏବଂ ଆଲୋଚନାଚକ୍ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପି.ପି.
Read More...

ଟ୍ରାକ୍ଟର ଧକ୍କାରେ ମୋଟର ସାଇକେଲ ଚାଳକ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବିଜୁ ଏକ୍ସପ୍ରେସ ରାସ୍ତା ସିନାପାଲି ନିକଟସ୍ଥ ମହଗାଁ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁସାରେ ରେଜିଷ୍ଟ୍ରେସନ ନମ୍ବର ଓଡି ୨୬ ଇ ୪୦୫୬ ଟ୍ରାକ୍ଟରଟି ମୋଟର ସାଇକେଲ ନମ୍ବର ଓଡି ୨୬
Read More...

ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଶ୍ରୀମତୀ ଭାରତୀ ପଟ୍ଟନାୟକ (ଏନ୍‌ଏସି ଉପାଧ୍ୟକ୍ଷା) ଉଦ୍‌ଘାଟନ କରି ପ୍ରତିଭାଗୀ ଶିଶୁମାନଙ୍କୁ ଉତ୍ସାହିତ କରିଥିବା ବେଳେ
Read More...