Daily Archives

ସାବନ ହରିୟାଲି ତିଜ ମହୋତ୍ସବ ଧୁମଧାମରେ ପାଳିତ

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଟିଟିଲାଗଡ ଶକ୍ତିଧାମ ରାଣୀସତୀ ମନ୍ଦିରରେ ସାବନ ହରିୟାଲି ତିଜ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଗତ ବୁଧବାର ୧୬ ଅଗଷ୍ଟରେ ଏହି ଅବସରରେ ରାଜସ୍ଥାନୀ ମାରୱାଡି ସମାଜର ମହିଳା ମାନେ ବହୁତ ହର୍ଷଉଲ୍ଲାସରେ ମଣି ଦୋଳି ଝୁଲିଥିଲେ । ରାଜସ୍ଥାନୀ ବେଶଭୂଷା
Read More...

ଲୋଇସିଂହା ପୋଲିସ ଦ୍ୱାରା ଚାଉଳ ବୋଝେଇ ଟ୍ରକ ଜବତ, ଦୁଇ ଅଟକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିକଟସ୍ଥ ସାଲେଭଟା ନିକଟରେ ଏକ ଚାଉଳ ବୋଝେଇ ଟ୍ରକ (ନଂ-ଓଡ଼ି-୧୫ ସି ୪୦୬୨)କୁ ଜବତ କରି ଲୋଇସିଂହା ପୋଲିସ ଥାନାକୁ ଆଣିଥିବା ଜଣାଯାଇଛି । ଉକ୍ତ ଟ୍ରକଟି ସାଲେଭଟା ନିକଟସ୍ଥ ମୁରଶୁଣ୍ଡି ପଟୁ ବରଗଡ଼ ଜିଲ୍ଲା ପଦ୍ମପୁରକୁ ଯିବାର ଥିଲା ବୋଲି
Read More...

ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ ଜିଲ୍ଲା କମିଟିର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀନୃସିଂହନାଥଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ପ୍ରତିଷ୍ଠାତା ଲଢୁଆ ନେତା ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ ଯୋଗଦାନ
Read More...

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

● “ପରବର୍ତ୍ତୀ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ”● “ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଏକ ସାର୍ବଜନୀନ ପଦକ୍ଷେପ”● “ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ଆମେ ଯକ୍ଷ୍ମା
Read More...

୯ ଦଫା ଦାବୀ ନେଇ କଂଗ୍ରେସ ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ ଓ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଜିଲ୍ଲା ସଭାପତି ରମେଶ
Read More...

ଶବ୍ଦ ପ୍ରଦୂଷଣ କରୁଥିବା ୬ ବୁଲେଟ୍ ଜବତ କଲା ବଲାଙ୍ଗିର ପୋଲିସ, ୩୧ ହଜାର ଟଙ୍କା ଫାଇନ୍‌ ଆଦାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ଟାର୍ଗେଟରେ ଏବେ ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍ । ପୋଲିସକୁ ଖୋଲମ୍‌ଖୋଲା ଚ୍ୟାଲେଞ୍ଜ ଦେଇ ଦିନରାତି ସହର ଭିତରେ ଦ୍ରୁତ ଗତିରେ ବୁଲେଟ୍ ଚଳାଇ ଶବ୍ଦ ପ୍ରଦୂଷଣ କରି ଲୋକଙ୍କୁ ହଇରାଣ କରୁଥିବା ବୁଲେଟ୍‌କୁ ଏବେ କାବୁ କରିଛି ପୋଲିସ । ଏ
Read More...

ବିଭିନ୍ନ ସମସ୍ୟା ନେଇ କଂଗ୍ରେସ ତରଫରୁ ଖପ୍ରାଖୋଲ ବିଡ଼ିଓଙ୍କ ଜରିଆରେ ଓଡିଶା ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସାରା ଓଡିଶାର ୩୧୪ଟି ବ୍ଲକ ସାମ୍ନାରେ କଂଗ୍ରେସ ତରଫରୁ ଧାରଣା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ
Read More...

ବିଭିନ୍ନ ଦାବୀ ନେଇ କଂଗ୍ରେସର ଆଗଲପୁର ବ୍ଲକ ଘେରାଉ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବୀକୁ ନେଇ ବ୍ଲକ ଅଫିସ ଘେରାଉ କରାଯାଇଛି । ଆଗଲପୁର ବ୍ଲକର ଶହ ଶହ କର୍ମୀ ଏକ ଶୋଭାଯାତ୍ରାରେ ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର କେରକେଟାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା
Read More...

ଦେବାଳୟ ସୁରକ୍ଷା କମିଟି ସହ ଆଲୋଚନା କଲା ପ୍ରଶାସନ

ମା' ପାଟଣେଶ୍ୱରୀ ଓ ସମଲେଶ୍ଵରୀଙ୍କ ବିଗ୍ରହକୁ ନ ଛୁଇଁ ହେବ ନବୀକରଣ କାର୍ଯ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ସହର ପାଟଣା ରାଜ୍ୟ ସମୟର ଇଷ୍ଟ ଦେବୀ ମା' ପାଟଣେଶ୍ୱରୀ ମା' ସମଲେଶ୍ଵରୀ ମନ୍ଦିର ଓ ଗୋପାଳଜୀ ମନ୍ଦିର ବିଭିନ୍ନ ସମୟରେ ବେଶ୍ ଚର୍ଚ୍ଚିତ ରହୁଥିଲା ।
Read More...

ସଦର ଓ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ବ୍ଲକ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡିଶାର ସମସ୍ତ ୩୧୪ଟି ବ୍ଲକ ଅଫିସ ସମ୍ମୁଖରେ ରାଜ୍ୟର ବିଭିନ୍ନ ବ୍ଲକ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନା ଦୁର୍ନୀତି, ଅହେତୁକ ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି,
Read More...