Daily Archives

ନିଫା ଆନୁକୂଲ୍ୟରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଜି୨୦ ସମିଟ ଭାରତରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ଏହି ଅବସରରେ ନିଫା ତରଫରୁ ସାରା ଦେଶରେ ପାଞ୍ଚଶହ ଜାଗାରେ ଆଜି ବସୁଧୈବ କୁଟୁମ୍ବକମର ନାରାଦେଇ ଗ୍ଳୋବାଲ ସାଇକେଲ ରାଇଡିଙ୍ଗ କରିବାର ନିଷ୍ପତ୍ତି ନିଆଯାଇଥିଲା ।
Read More...

ଆଗଲପୁର ନୂତନ ଥାନା ଅଧିକାରୀଙ୍କୁ ମା’ ଛେଲିଆପାଟ ସେବା ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଗ୍ରାମର ମା' ଛେଲିଆପାଟ ସେବା ସଂଗଠନ ତରଫରୁ ଆଗଲପୁର ନୂତନ ଥାନା ଅଧିକାରୀ ବାସୁଦେବ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ମା' ଛେଲିଆପାଟ ସେବା ସଂଗଠନ ସଦସ୍ୟ
Read More...

ଅସହାୟ ଅବସ୍ଥାରେ ପଡି ରହିଥିବା ବୃଦ୍ଧଙ୍କୁ ସହାୟ ହେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ବୃଦ୍ଧ ବ୍ୟକ୍ତି ଅସହାୟ ଅବସ୍ଥାରେ ଗେଟସରୋବର ବନ୍ଧ ନିକଟରେ ପଡି ରହିଥିବାର ସୂଚନା ପାଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ପାଇ ସଂଗଠନର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପଚରାଉଚରା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ
Read More...

ମ୍ୟୁଜିକ ସର୍କଲରେ ମାସିକ ନୃତ୍ୟ ସଙ୍ଗୀତ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସଂଭ୍ରାନ୍ତ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ପରିସରରେ ନିୟମିତ ରୂପେ ନୃତ୍ୟ, ସଂଗୀତ, ଚିତ୍ରକଳା ପ୍ରଭୃତି ଶିକ୍ଷାଦାନ କରାଯାଇଥାଏ । ଚଳିତ ଅଗଷ୍ଟ ମାସ ୨୫ ତାରିଖ ଦିନ ଅନୁଷ୍ଠାନର ମାସିକ ଆସର ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧା ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦପଡା ହନୁମାନ ମନ୍ଦିର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁଦପଡା ହନୁମାନ ମନ୍ଦିର ନିକଟରେ ରେଲୱେ ଓଭର୍ ବ୍ରିଜ୍‌କୁ ସଂଯୋଗ କରୁଥିବା
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍କଳ ନଗର ସ୍ଥିତ ଏସ୍‌ଏଚ୍‌ଜି ଗୃହଠାରେ ନାରୀ ଶକ୍ତି ସଂଗଠନ ବଲାଙ୍ଗିର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣାରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଅନେକଙ୍କର ପରୀକ୍ଷା ସମ୍ପର୍ଣ୍ଣ କରାଯାଇ ୧୫ଜଣଙ୍କ ମାଗଣାରେ
Read More...

ଯୁବତୀଙ୍କୁ ବ୍ଲାକ୍‌ମେଲ୍ କରିବା ପଡିଲା ମହଙ୍ଗା : ଯୁବକଙ୍କୁ ଗିରଫ କଲା ସାଇବର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହଙ୍ଗା ପଡ଼ିଲା ଯୁବତୀଙ୍କୁ ବ୍ଲାକମେଲ କରିବା । ବ୍ଲାକମେଲର୍‌କୁ ଗିରଫ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ସାଇବର ପୁଲିସ । ଗତ ଗୁରୁବାର ରାତିରେ ଜଣେ ଯୁବତୀଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହ୍ୱାର୍ଟସ୍‌ଆପରେ ଭିଡିଓ କଲ୍ ଓ ଅଡିଓ କଲ୍ କରି ଅସଭ୍ୟ ମେସେଜ
Read More...

ଓହୋ ଆପ୍‌ ଓ କମ୍ପ ଏଜୁଟେ୍‌କ ଆପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦ୍ରଶେଖରନଗର ସ୍ଥିତ କେବିଭିଟିଆଇ ତରଫରୁ ୮ମ ପ୍ରତିଷ୍ଠା ଦିବସ ଅବସରରେ ଓହୋ ଆପ୍‌ ଓ କମ୍ପ ଏଜୁଟେ୍‌କ ଆପ୍‌ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଜେଡ଼ିର ପ୍ରଦୀପ ଗୁରୁ, ଅଲ୍‌ ଓଡ଼ିଶା ଟେକ୍ସ ବାର୍‌ ଏସୋସିଏସନ୍‌ର ଜଏଣ୍ଟ ସେକ୍ରେଟାରୀ
Read More...

୫ମ ବଲାଙ୍ଗିର ମ୍ୟୁନିସିପାଲିଟିସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଜ୍ଞାନ ମିଶନ୍‌ ଆନୁକୂଲ୍ୟରେ ସରକାରୀ ମହିଳା ମହାବିଦ୍ୟାଳୟଠାରେ ୫ମ ବଲାଙ୍ଗିର ମ୍ୟୁନିସିପାଲିଟିସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ଶ୍ରୀମଦ୍‌ ଭଗବତ ଗୀତାର ତୃତୀୟ
Read More...

କୁଲତା ସମାଜର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହର୍ଡାଟାଲଠାରେ କୁଲତା ସମାଜର ଜିଲ୍ଲାସ୍ତରୀୟ ସାଙ୍ଗଠନିକ ସଭା କୁଲତା ସମାଜ, ହର୍ଡାଟାଲ କେନ୍ଦ୍ରର ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରାମଚଣ୍ଡି ପୀଠ, ହର୍ଡାଟାଲ କେନ୍ଦ୍ରର ସଭାଗୃହରେ
Read More...