Daily Archives

ଅଳଙ୍କାର ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼ ଅଭିଯୋଗ

ଭୟ କରି ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ : ଅଞ୍ଚଳବାସୀ ଓ ବ୍ୟବସାୟୀଙ୍କୁ ସୁରକ୍ଷା ଦାବୀରେ ରାସ୍ତାରୋକ : ପ୍ରତିଶୃତି ପରେ ହଟିଲା ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଦିନ ଦିପହରେ ଡକାୟତି । ବାଲିଗୁଡ଼ା ବଜାରର ମଧ୍ୟ ଭାଗରେ
Read More...

ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଇସ୍ରୋ ପ୍ରସ୍ତୁତ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ସ୍ୱାଧୀନ ଦାୟିତ୍ୱ), ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ ସଫଳ ଚନ୍ଦ୍ରଯାନ ଅଭିଯାନ ଶେଷ ହେବା ପରେ ଭାରତ ପ୍ରଥମ ସୂର୍ଯ୍ୟ
Read More...

ସମସ୍ତ ଏଲପିଜି ଉପଭୋକ୍ତାଙ୍କ (୩୩ କୋଟି ସଂଯୋଗ) ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରି ସାହସିକ…

● ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭଉଣୀଙ୍କୁ ଏହା ଏକ ଉପହାର : ପ୍ରଧାନମନ୍ତ୍ରୀ● ପିଏମ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କ ଆକାଉଣ୍ଟରେ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଚାଲୁ ରହିବ● ୭୫ ଲକ୍ଷ ଅତିରିକ୍ତ ଉଜ୍ଜ୍ୱଳା ସଂଯୋଗକୁ ମଞ୍ଜୁର କଲେ ସରକାର, ଏହା ମୋଟ ପିଏମୟୁୱାଇ
Read More...

ହର୍ଡାଟାଲ କେନ୍ଦ୍ର କୁଲୁତା ସମାଜ ନିଷ୍ପତି ବିରୁଦ୍ଧରେ ନିନ୍ଦା ଓ ପ୍ରତିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହର୍ଡାଟାଲ କେନ୍ଦ୍ର କୁଲୁତା ସମାଜ ନିଷ୍ପତି ବିରୁଦ୍ଧରେ ନିନ୍ଦା ଓ ପ୍ରତିବାଦ ଜଣାଇଲେ ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ । ସେ କହିଛନ୍ତି ଯେ, ଏକ ଦୈନିକ ଖବରକାଗଜ ପଢି ଅବଗତ ହେଲି ଗତ ୨୭/୦୮/୨୦୨୩ ବଲାଙ୍ଗିର ବ୍ଲକ ହର୍ଡାଟାଲ ସ୍ଥିତ ଶ୍ରୀ ଶ୍ରୀ
Read More...

ବିଇଡି କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ପାଳନ ଅବସରରେ ସ୍ଥାନୀୟ ବିଇଡି କଲେଜରେ ଅଧ୍ୟକ୍ଷ ଅନନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ହେବାକୁ ଟ୍ରେନିଂ ନେବା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ
Read More...

ପାଇକମାଲ ନବୋଦୟ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହକି ତାରକା ମେଜର୍ ଧ୍ୟାନଚାନ୍ଦଙ୍କ ପ୍ରତିଛବିରେ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ଓ ଅନ୍ୟ ଶିକ୍ଷକ
Read More...

ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟାଙ୍କ ଗଞ୍ଜାମ ଏନ୍‌ଏସି ଗସ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟାଙ୍କ ଗଞ୍ଜାମ ଏନ୍‌ଏସି ଗସ୍ତ କରିଥିବା ଜଣାପଡିଛି । ରାଜ୍ୟ ମୁକ୍ତା ଯୋଜନା ରାଜ୍ୟ ଉପଦେଷ୍ଟା ଇସ୍ପିତା ସାହୁ ଗଞ୍ଜାମ ଏନ୍‌ଏସି ସଭାଗୃହଠାରେ ମୁକ୍ତା ଯୋଜନା ସମୀକ୍ଷା କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠୀ ମା'ମାନଙ୍କ ସହ
Read More...

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସ୍ଥାନୀୟ ଟିଟିଲାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପରେ ଉମାକାନ୍ତ
Read More...

ଦିଲ୍ଲୀଠାରେ ଆୟୋଜିତ ଆକାର ଏକ୍ସସିଲେନ୍ସି ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡ଼ର ନିଲମ କେଟରର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକ ଯେତେ ଆଧୁନିକ ହେଉଛନ୍ତି ସେହିପରି ରୀତିନୀତି ଅନୁସାରେ ନିଜର ପର୍ବ ପର୍ବାଣୀ, ବିବାହ, ବ୍ରତ, ଜନ୍ମଦିନ, ବିବାହ ବାର୍ଷିକୀ ପାଳନ ପାଇଁ ନିଜେ ସମୟ ଦେଇ ନ ପାରିବା ଯୋଗୁଁ କାର୍ଯ୍ୟ ତଥା ଆୟୋଜନ କରିବାରେ ହଇରାଣ ହରକତ ହେଉଥିଲେ । ପ୍ରଥମେ
Read More...

ଟିଟିଲାଗଡ ପୌର ପରିଷଦର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦୁଇ ମନ୍ତ୍ରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥିବା ତଥା ଆଗାମୀ ଦିନରେ ହେବାକୁ ଥିବା ନୂତନ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ର ପୌର
Read More...