Monthly Archives

June 2023

ମହୁଲପାଟି ଲାମି ସଂରକ୍ଷିତ ଜଂଗଲରେ ଫେଲମାରିଛି ବୃକ୍ଷ ରୋପଣ : କାମ୍ପା ଯୋଜନାର ୭୦୦୦ ଚାରା ନଷ୍ଟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜ ଅଧିନସ୍ଥ ମହୁଲପାଟି ସେକ୍ସନର ମହୁଲପାଟି ବିଟ୍‌ ଅଧିନସ୍ଥ ଲାମି ସଂରକ୍ଷିତ ଜଂଗଲରେ ୨୦୨୧-୨୨ ଆର୍ଥିକ ବର୍ଷରେ କାମ୍ପା ଯୋଜନା (ଆମ ଗ୍ରାମ୍ୟ ଜଂଗଲ) ୭୦୦୦ ଚାରା ବନୀ କରଣ କରାଯାଇଥିଲା । ଏହି ବନୀ କରଣରେ ନିମ୍ବ
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଡ. ନାରାୟଣ ମିଶ୍ର ପ୍ରକୃତି ମିତ୍ର ୨୦୨୩ ସମ୍ମାନରେ ଭୁବନେଶ୍ୱର ଲୋକସେବା ଭବନ କନଭେନସନ ହଲ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ
Read More...

ଓମ୍‌ ଶାନ୍ତି ଯୋଗପୀଠର ତ୍ରୟୋମାସିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ଓମ୍‌ ଶାନ୍ତି ଯୋଗପୀଠର ତ୍ରୟୋମାସିକ ସଭା ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ପୂର୍ବ ସଭାର ବିଷୟବସ୍ତୁକୁ ଅନୁମୋଦନ କଲା ପରେ ସଭା କାର୍ଯ୍ୟକୁ ଆଗେଇ
Read More...

ଶାନ୍ତିପଡା ଛକରେ ବାଇକକୁ ପିଟିଲା ସ୍କୁଟି : ୩ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ଛକରେ ଏକ ବାଇକକୁ ଏକ ସ୍କୁଟି ଧକ୍କା ଦେବା ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଏକ ପେସନ ପ୍ରୋ ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ଦୁହେଁ କଲେଜ ଛକ ପଟୁ ଆସୁଥିବା ସମୟରେ ଏକ ସ୍କୁଟିରେ ଆସୁଥିବା ଜଣେ
Read More...

ଲକ୍ଷ୍ନୌ କେସରବାଗ କୋର୍ଟ କମ୍ପ୍ଲେକ୍ସରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମହେଶ୍ୱରୀ ଜୀଭାଙ୍କୁ ହତ୍ୟା

ଲକ୍ଷ୍ନୌ : କେସରବାଗ କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆକ୍ରମଣକାରୀ ଜଣେ ଓକିଲଙ୍କ ପୋଷାକରେ ରହି ଗୁଳି କରିଥିବା ଜଣାପଡ଼ିଛି । ସଞ୍ଜୀବ ମହେଶ୍ୱରୀ ମୁଖାର୍ ଅନସାରୀଙ୍କ ନିକଟତମ ଥିଲେ । ବିଜେପି ନେତା ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ
Read More...

୪ ସାଗୁଆନ ଗଣ୍ଡି ସହ ଅର୍ଦ୍ଧ ନିର୍ମିତ କାଠ ସାମଗ୍ରୀ ଜବତ କଲା ସଇଁତଲା ବନ ବିଭାଗ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ ସାଗୁଆନ ଗଣ୍ଡି ସହ ଅର୍ଦ୍ଧ ନିର୍ମିତ କାଠ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ଗତକାଲି ପୂର୍ବାହ୍ନରେ ସଇଁତଲା ରେଞ୍ଜର କର୍ମଚାରୀମାନେ ୪ ଟି ଶାଗୁଆନ ଗଣ୍ଡି ସହିତ ଅଧା ତିଆରି ସୋଫା ସେଟ୍‌, ଅଧା ତିଆରି
Read More...

ପଦ୍ମପୁରରେ ବିଶ୍ୱ କଲ୍ୟାଣ ପାଇଁ ହନୁମାନ ଚାଳିଶା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭକ୍ତ ମଣ୍ଡଳୀ ପକ୍ଷରୁ ବାଲେଶ୍ଵର ବାହାନାଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତଥା ଆହତ ହୋଇଥିବା ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରି ପଦ୍ମପୁର ସହର ଉପକଣ୍ଠସ୍ଥ କଚେରୀ ରୋଡ୍ ସ୍ଥିତ ହନୁମାନ ମନ୍ଦିରରେ ସାମୂହିକ ହନୁମାନ
Read More...

କାହିଁକି ଘଟିଲା ଏତେ ବଡ଼ ଦୁର୍ଘଟଣା, ସିବିଆଇର ତନାଘନା ତଦନ୍ତ

ଭୁବନେଶ୍ୱର : କାହିଁକି ଘଟିଲା ଏତେ ବଡ଼ ଅଘଟଣ, ଏଥିପାଇଁ ଦାୟୀ କିଏ, କାହାର ଦୋଷ ରହିଛି, ମାନବୀୟ ତ୍ରୁଟି ନା’ ଯାନ୍ତ୍ରିକ ତ୍ରୁଟି, ଏହି ଦୁର୍ଘଟଣା ପଛରେ ଅପରାଧିକ ହାତ ରହିଛି କି…. ଏଭଳି ଅନେକ ପ୍ରଶ୍ନ ଭିତରେ ବାହାନଗା ରେଳ ଦୁର୍ଘଟଣା ଛନ୍ଦି ହୋଇଥିବା ବେଳେ ଆଜି ସିବିଆଇ ପକ୍ଷରୁ ତନାଘନା
Read More...

ବାହାନଗାଠାରେ ରେଳ ଦୁର୍ଘଟଣାକୁ ନେଇ ବିଜେପିର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବାଲେଶ୍ୱର ବାହାନଗାଠାରେ ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତଥା ମୃତବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଭାରତୀୟ ଜନତା ପାର୍ଟି ୱେଷ୍ଟ ମଣ୍ଡଳ ତରଫରୁ ୭,୧୭ ଛକ ଠାରେ ସାମୂହିକ ଦୀପ ପ୍ରଜ୍ଜଳନ କରାଯାଇ ଶ୍ରଦ୍ଧାଞ୍ଜଳି
Read More...

ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର କ୍ଷେତ୍ରପାଳ ସମ୍ମାନରେ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀଧର ସ୍ମୃତିଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ସୁବାସ ଚନ୍ଦ୍ର ଲେଙ୍କାଙ୍କ ଦ୍ୱାରା
Read More...