Monthly Archives

May 2023

କରଙ୍ଗାକଁଟା ବନ୍ଧର ପୁନଃଉଦ୍ଧାର ନକଲେ ଚରମ ପଦକ୍ଷେପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରଙ୍ଗାକଁଟା ବନ୍ଧ ବଲାଙ୍ଗିରର ସର୍ବ ପୁରାତନ ବନ୍ଧ ମଧ୍ୟରୁ ଅନ୍ୟତମ । ସମୟ ଥିଲା ଲୋକେ ଏଠାକାର ପାଣି ପିଇବା ପାଇଁ ବ୍ୟବହାର କରୁଥିଲେ । ଆଜିର କରଙ୍ଗାକଁଟାକୁ ଦେଖିଲେ ତାହା ଅନ୍ୟ କେଉଁ ଯୁଗର କାହାଣୀ ଭଳି ମନେହୁଏ । ଏ ବନ୍ଧର ପାଣି ଆଜି ମଣିଷ ପିଇବା ତ…
Read More...

ତୁଷୁରାର ନମିତାରାଣୀ ଭୋଇ ପାଇଲେ ଓଇଏସ୍

ତୁଷୁରା, (କେପିଏନ୍‌ଏସ୍‌) : ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ୍ (ଓପିଏସ୍‌ସି) ମାଧ୍ୟମରେ ଅନୁଷ୍ଠିତ ଓଡିଶା ଏଜୁକେସନ୍ ସର୍ଭିସ୍ (ଓଇଏସ୍)ର ସାକ୍ଷାତକାରର ଫଳ ଗତ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ ତୁଷୁରାର ସୁଶ୍ରୀ ନମିତାରାଣୀ ଭୋଇ ୧୪୪ ନଂ ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଗୁଡଭେଲା ବ୍ଲକ୍…
Read More...

ଚାଉଲ ବୋଝେଇ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

କଂଟାବାଂଜି, (ଗୁରୁଦାୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହର ବଙ୍ଗୋମୁଣ୍ଡା ରେଲ ଫାଟକ ନିକଟସ୍ଥ ସତନାମିପଡା ନିକଟରେ ବୁଧବାର ଅପରାହ୍ନ ସାଢେ ଚାରଟା ସମୟରେ ଏକ ଚାଉଳ ବୋଝେଇ ଟ୍ରକ ଚାପାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଂଟାବାଂଜି…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଟିଟିଲାଗଡ଼ ଟାଙ୍ଗରପଡା ବିସ୍ଥାପିତଙ୍କୁ ପ୍ରଶାସନ ଦେଲା ସହାୟତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ସରିବା ପରେ ଓଭର ବ୍ରିଜ ନିକଟସ୍ଥ ଚିହ୍ନଟ ହୋଇଥିବା ସ୍ଥାନକୁ ପୌର ପରିଷଦ ପକ୍ଷରୁ ପ୍ରଶାସନର ସହାୟତାରେ ସୋମବାର ଦିନ ଜବରଦଖଲ ଉଚ୍ଛେଦ କରାଯାଇଥିଲା ।…
Read More...

ସାନ ଆର୍ଯ୍ୟପଲ୍ଲୀ ଐତିହାସିକ ଠାକୁରାଣୀଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅପରାହ୍ନରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏହି ଐତିହାସିକ ଯାତ୍ରା ଦୀର୍ଘ ର୍ବର୍ଷ ପରେ…
Read More...

ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମାଜରେ ପରସ୍ପରକୁ ସାହାଯ୍ୟ ସହଯୋଗ, ଶାନ୍ତି, ମୈତ୍ରୀ, ସୌହାର୍ଦ୍ଧ ବାଣ୍ଟିବା ପାଇଁ ବିଶିଷ୍ଠ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଏହି ସ୍ୱତନ୍ତ୍ର ଓ ଅଭିନବ ପ୍ରାୟସ ୨୦୧୩ ମସିହା ମେ' ୧୭ ତାରିଖରେ ଆରମ୍ଭ…
Read More...

ଆପୋସ ସମ୍ପର୍କ ସ୍ଥାପନ କରିବାରେ ସଂସ୍କୃତିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୀନାକ୍ଷୀ ଲେଖୀ

ଭୁବନେଶ୍ୱରରେ ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ପରିଦର୍ଶନ କଲେ ଜି-୨୦ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ପ୍ରତିନିଧିବ୍ୟାପକ ବିଚାର ବିମର୍ଶ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆଜି ଉଦଯାପିତ ହେଲା ଜି-୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀର ଚାରିଦିନିଆ ବୈଠକ ଭୁବନେଶ୍ୱର, (ପିଆଇବି) :…
Read More...

ମ.ରାମପୁରଠାରେ ୧୦ତମ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ସମାରୋହ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବୁରାଟ ସ୍ଥିତ ସେବା ଜଗତ ଆଦିବାସୀ ତାଲିମ କେନ୍ଦ୍ରରେ ଆଜି ୧୦ତମ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ସମାରୋହ ଅନୁଷ୍ଠିତ ହୋଇଯାଇଛି । କିଟ୍‌ ଓ କିସ୍‌ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ଜିଲ୍ଲାର ସାଂସଦ…
Read More...

ଓଇଏସ୍‌ ପରୀକ୍ଷାରେ ରାଜସ୍ୱ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ଅଳାତରା ଗ୍ରାମର ବିଜୟ ଲକ୍ଷ୍ମୀ ନାଗ ଓଡ଼ିଶା ଶିକ୍ଷା ସେବା (ଓଇଏସ୍‌)ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବାପା ପୂର୍ଣ୍ଣଚନ୍ଦ୍ର ନାଗ ଓ ମାତା ପୁଷ୍ପଲତା ନାଗଙ୍କ ଝିଅ ହେଉଛନ୍ତି ଲକ୍ଷ୍ମୀ । ସେ ବର୍ତ୍ତମାନ ମଦନପୁର ରାମପୁର…
Read More...

ଚାଉଳ ବୋଝେଇ ଟ୍ରକ୍‌ ଧକ୍କାରେ ଯୁବକ ମୃତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଚାଉଳ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତାରେ ରହିଥିବା ରେଳ ଫାଟକରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ମୃତକ ଜଣକ କଣ୍ଟାବାଞ୍ଜି ନିବାସୀ ଦୂତୀକୃଷ୍ଣ…
Read More...