Daily Archives

ବଜ୍ରାଘାତରେ ବୃଦ୍ଧ ମୃତ

ଆନନ୍ଦପୁର : ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗାଁର ଜଣେ ବୃଦ୍ଧ ବଜାରରୁ କାମ ସାରି ଘରକୁ
Read More...

ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ଵର : ଆସନ୍ତା ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଦିନ ୧୦ଟା ବେଳେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ଫଳ ପ୍ରକାଶ ପାଇବ । ଦିନ ୧୨ଟାରେ ​‌ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ମାର୍କ । ମଙ୍ଗଳବାର ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍ ରେଜଲ୍ଟ ତାରିଖ ଘୋଷଣା କରିଛି । ଏହି
Read More...

ବନ ବିଭାଗ ପକ୍ଷରୁ ୧ କିମି ରାସ୍ତାରେ ୮ ଲକ୍ଷ ଟଙ୍କାର ଚାରା ରୋପଣ : ଅଧିକାରୀ ଦୁର୍ନୀତି କରି ଟଙ୍କା ଆତ୍ମସାତ ଅଭିଯୋଗ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ରାଜ୍ୟ ରାଜପଥ ପାର୍ଶ୍ଵରେ ସବୁଜ ସୁନ୍ଦର ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାରା ରୋପଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଅନେକ ଗଛ ନଷ୍ଟ ହେବାରେ ଲାଗିଛି । ବିନା ସୂଚନା ଫଳକରେ ୧ କିମି ରାସ୍ତାରେ ୮ ଲକ୍ଷ ଟଙ୍କାର ଚାରା
Read More...

ଭୁବନେଶ୍ୱରରୁ ଦୁବାଇକୁ ଉଡିଲା ଇଣ୍ଡିଗୋ ବିମାନ : ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଦୁବାଇ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ଉଡାଣ ଭରିଛି । ଏହି ବିମାନର ପ୍ରଥମ ଯାତ୍ରାରେ କ୍ରୁ ମେମ୍ବରଙ୍କ ସହ ମୋଟ ୧୭୦ ଜଣଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ଏହି ବିମାନ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି ।
Read More...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦ୍ୟ ପ୍ରକାଶିତ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା - ୨୦୨୩ର ଫଳାଫଳରୁ ଜଣାପଡିଛି ଯେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ (ନଂ.୦୨) ବଲାଙ୍ଗିରର ଛାତ୍ର ଅମିତ ଅଭ୍ୟୁଦୟ ମିଶ୍ର ବାଣିଜ୍ୟ ବିଭାଗରେ ୯୨.୮% ମାର୍କ ରଖି କୃତକାର୍ଯ୍ୟ ହେବା ସହ ବିଦ୍ୟାଳୟର ଟପ୍ପର ହେବାର
Read More...

ଚୋର ଲେଖିଲା ପଶ୍ଚାତାପ ଚିଠି : ୯ ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ

ବାଲିପାଟଣା : ଚୋର ଲେଖିଲା ପଶ୍ଚାତାପ ଚିଠି । ୯ବର୍ଷ ପରେ ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ । ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋପୀନାଥପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି । ସୂଚନା ଅନୁଯାୟୀ ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ ଠାକୁରଙ୍କ ରୂପା ଅଳଙ୍କାର ଚୋରି ହୋଇଥିଲା । ଠାକୁରଙ୍କ
Read More...

ବ୍ୟବସାୟୀଙ୍କୁ ଗୁଳିମାଡ଼ : ୨ ଅଭିଯୁକ୍ତ ଫେରାର, ୧ ଅଟକ

ରାଇରଙ୍ଗପୁର : ବ୍ୟବସାୟୀଙ୍କୁ ଗୁଳି କଲେ ତିନି ଦୁର୍ବୃତ୍ତ । ଏପରି ଅପରାଧି କାଣ୍ଡ ଭିଆଇ ଦୁଇ ଜଣ ଫେରାର ହୋଇଯାଇଛନ୍ତି ଓ ଜଣେ ଦୁର୍ବୃତ୍ତକୁ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି । ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବହଳଦା ଅଞ୍ଚଳରେ ଘଟିଥିବା ଜଣାପଡିଛି । ଅନ୍ୟପଟେ
Read More...

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି : ଅପରାହ୍ଣରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ବୁଧବାର ଅପରାହ୍ଣରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ନୀତି ପାଇଁ ଭକ୍ତମାନେ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ ।
Read More...

ବଡ଼ମାଳ ଗୋଳାବାରୁଦ କାରଖାନାକୁ ସଂସଦ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ପରିଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଳ ଗୋଳାବାରୁଦ କାରଖାନାକୁ ପ୍ରତିରକ୍ଷା ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ପରିଦର୍ଶନରେ ଆସି ଫେରି ଯାଇଥିବା ଜଣାପଡିଛି । ଏଥିରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ଏହି ଷ୍ଟାଣ୍ଡିଂ କମିଟିରେ ୧୧ ଜଣ ସହ
Read More...

ପ୍ରବଳ ଖରା ତାତିରେ ଚାଲିଛି ବିଦ୍ୟାଳୟରେ ପାଠପଢ଼ା : ଦ୍ଵନ୍ଦରେ ଅଭିଭାବକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗତରୁଆ ଭାବେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକୁ ଛୁଟି ଘୋଷଣା କରିଛନ୍ତି । ହେଲେ ପାଇକମାଲ ବ୍ଲକ ସହିତ ବରଗଡ଼ ଜିଲ୍ଲାର ଅନେକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପଢ଼ିବାକୁ ଆସୁଥିବାର ଦେଖା
Read More...