Daily Archives

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା : ଜଣେ ଗୁରୁତର, ଜଣେ ଆହତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି
Read More...

ଓଡ଼ିଶା ଯୋଡ-ବଲାଙ୍ଗିର ଛାଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପସଭାପତି ପ୍ରସନ୍ନ କୁମାର ମିଶ୍ର ସୂଚନା ଦେଇଥିଲେ ଯେ ଗତ
Read More...

ମା’ ଭଗବତୀ, ମା’ ମଙ୍ଗଳା ଓ ମା’ ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

5T ଉପକ୍ରମରେ କାର୍ଯ୍ୟକାରୀ ହେବ ଯୋଜନା ଭୁବନେଶ୍ୱର : ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତିପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ମା' ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି । ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ । ମା'ଙ୍କର ଚୈତ୍ର
Read More...

ବିଦ୍ୟୁତ୍ ଆବଣ୍ଟନ ସଂସ୍କାର କମିଟି ଦ୍ୱାରା ୬୨୮୩ କୋଟି ଟଙ୍କା ଯୋଜନା ଅଟକଳ ଅନୁମୋଦନ

ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ପ୍ରତିରୋଧ କ୍ଷମତା ସଂପନ୍ନ ବିଦ୍ୟୁତ୍ ନେଟ୍ୱାର୍କ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ଆବଣ୍ଟନ ସଂସ୍କାର କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଟିଟିଲାଗଡ଼ ଥାନାରେ ଜବତ ହୋଇଥିବା ୪୭ ଗୋଟି ମୋଟର ସାଇକେଲର ହେବ ନିଲାମ : ବିଜ୍ଞପ୍ତି ଜାରି କଲେ ଥାନାଧିକାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନାରେ ଗତ ୩୧.୧୨.୨୦୨୧ ମସିହା ଠାରୁ ୪୭ ଗୋଟି ଦାବିହୀନ ମୋଟର ସାଇକେଲ ଜବତ ହୋଇ ଟିଟିଲାଗଡ଼ ଥାନା ପରିସରରେ ରଖା ଯାଇଛି । ଆଜି ପର୍ଯ୍ୟନ୍ତ ସେହି ମୋଟର ସାଇକେଲ ଗୁଡ଼ିକର କୌଣସି ଦାବିଦାର ନ ଆସିବାରୁ ଏସ୍‌ଡିଏମ୍‌
Read More...

ଡେଲାଙ୍ଗରେ ପଖାଳ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ । ପଖାଳ ଓଡିଶାର ଘରେ ଘରେ ଏକ ସୁପରିଚିତ ଓ ସମସ୍ତଙ୍କର ଆଦରଣୀୟ ଖାଦ୍ୟ । ଏଥିରେ ଅନେକ ଔଷଧୀୟ ଓ ସ୍ୱାସ୍ଥ୍ୟଗତ ପ୍ରାକୃତିକ ଆବଶ୍ୟକତା ରହିଛି । ଓଡିଶାରେ ଏପରି କୌଣସି ଘର
Read More...

ବାଇକ୍‌କୁ ଧକ୍କା ଦେଲା ବୋଲେରୋ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ବର୍ଲା ଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଛି ବୋଲେରୋ । ଫଳରେ ଜଣେ ମହିଳା ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ମହିଳା
Read More...

ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁଠାରେ ସଙ୍କୀର୍ତ୍ତନ ଦଳର ପାଣ୍ଠି ସଂଗ୍ରହକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେଇଛି । ପୁରୁଣା ଦଳର ପାଣ୍ଠି ସଂଗ୍ରହ ଖାତାକୁ ଅନ୍ୟ ଏକ ନୂଆ ସଙ୍କୀର୍ତ୍ତନ ଦଳ ଚୋରି କରି ନେଇଥିବା ସେମାନେ ଅଭିଯୋଗ
Read More...

କଣ୍ଟାବାଞ୍ଜି ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଂଟାବାଞ୍ଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଆମ୍ବେଦକର ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ଜୟନ୍ତୀ ମହୋତ୍ସବ ପାଇଁ କମିଟି ଚୟନ କରାଯାଇଥିଲା । ତେବେ ସର୍ବ ସମ୍ମତିକ୍ରମେ ସାମ୍ବାଦିକ ସୁରଦାସ ବାଗ ସଭାପତି
Read More...

ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟଙ୍କ ପର୍ବତାରୋହଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟମାନେ ବଲାଙ୍ଗିର ନିକଟସ୍ଥ ଏକ ପାହାଡକୁ ଯାଇ ପର୍ବତାରୋହଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଏନ୍‌ସିସି କେଡେଟମାନେ ସକାଳ ପ୍ରାୟ ୮ ଟାରୁ ମଠଖାଇ ପାହାଡ଼ ଚଢ଼ିବାକୁ
Read More...