Daily Archives

ପାଟଣାଗଡ଼ ଲାୟନ୍ସ ହୋମ କ୍ଲବ ତରଫରୁ ୩୨୨ ସି ୨ର ଭିଡ଼ିଜି ୧କୁ ସମ୍ବର୍ଦ୍ଧିତ

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ଼ ଲାୟନ୍ସ କ୍ଳବ ପକ୍ଷରୁ ଗୋକୁଳ ରେଷ୍ଟୁରାଣ୍ଟରେ ଲାୟନ୍ସ କ୍ଳବ ସଭାପତି ଲାୟନ କେଶବ ଛାପାଡ଼ିଆଙ୍କ ସଭାପତିତ୍ୱରେ ଏକ ସଭାରେ ନୂତନ କରି ନିର୍ବାଚିତ ହୋଇଥିବା ଲାୟନ ୩୨୨ ସି୨ର ଭିଡିଜି ଏମ୍‌ଜେ ଏଫ୍‌ ପ୍ରଦୀପ କୁମାର ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ନୂଆପଡ଼ା ରେଞ୍ଜ୍ ଦର୍ଲ୍ଲିମୁଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି । ଗୁରୁତର ଯୁବକ ଜଣକ ହେଲେ ମହେଶ ରାଉତ । ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ନୂଆପଡ଼ା ରେଞ୍ଜ୍ ଦର୍ଲ୍ଲିମୁଣ୍ଡା
Read More...

ହସ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ହସ ଦିବସ' ପ୍ରତିବର୍ଷ ମାର୍ଚ୍ଚ ୧୯ରେ ପାଳନ କରାଯାଏ । ଏହା ଏକ ଅନୌପଚାରିକ ପାଳନ ଦିବସ ଯାହା ଲୋକଙ୍କୁ ହସିବାକୁ ଏବଂ ହସର ଲାଭ ଉପଭୋଗ କରିବାକୁ ଉତ୍ସାହିତ କରେ । ଡାକ୍ତରୀ ଅଧ୍ୟୟନରୁ ଜଣାପଡେ ଯେ, କିଛି ମିନିଟର ହସ ରକ୍ତଚାପକୁ ହ୍ରାସ କରିପାରେ,
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚୁଡାପାଲି ନିକଟସ୍ଥ କୟାଘାଟ ନଦୀପଠାରେ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଲୋଇସିଂହା,
Read More...

ବସ୍ ସହିତ ହାଇୱା ଧକ୍କା, ୨ ଗୁରୁତର ୫ ଆହତ

ଚଣ୍ଡିଖୋଲ : ବସ୍ ସହ ଧକ୍କା ହେଲା ହାଇୱା । ୧୬ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ବ୍ଲକ୍ ଚୁଡାଖିଆ ଛକ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ କଟକରୁ କଲିକତା ଅଭିମୁଖେ ଏକ ଘରେଇ ବସ୍ ଯାଉଥିବା ବେଳେ ଚଣ୍ଡିଖୋଲରୁ କୁଆଖିଆ ଆଡ଼କୁ ଯାଉଥିବା ଏକ ହାଇୱା
Read More...

ବାଘ, କୁଟୁରା ଓ ହରିଣ ଛାଲ ଜବତ : ଶିକାରୀ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଛାଲ ଜବତ ସହ ଶିକାରୀକୁ ଏସ୍‌ଟିଫ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସ୍‌ଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା
Read More...

ବଲାଙ୍ଗିର ସହରର ବିଭିନ୍ନ ୱାର୍ଡର ପେଭର ବ୍ଲକରେ ନୂତନ ନିର୍ମିତ ରାସ୍ତାର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ରାସ୍ତା ଗୁଡ଼ିକର ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇ ରାସ୍ତାଗୁଡ଼ିକର ଉଦ୍‌ଘାଟନ
Read More...

କୁମ୍ଭୀର ଆକ୍ରମଣରେ ମହିଳା ମୃତ

ମହାକାଳପଡ଼ା : କୁମ୍ଭୀର ଆକ୍ରମଣରେ ଶନିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ୩ ଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାଶି ଗାଁ ୬ନଂ. ୱାର୍ଡର କୌଶଲ୍ୟା ମଣ୍ଡଳ(୪୨) । ତାଙ୍କ ସହିତ ମାଛ ଧରିବାକୁ
Read More...

ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି, ଠାକୁରଙ୍କ ଗୁପ୍ତ ନୀତି ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ସୋମବାର ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ୩ ଘଣ୍ଟାରୁ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତିପରେ ଏହି ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହେବ । ଏଣୁ ଅପରାହ୍ଣରୁ ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ
Read More...

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ, ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରି ଫରେଷ୍ଟ ସେକ୍ସନର ଜଡ଼ିପଦା ନିକଟରେ ଶନିବାର ରାତି ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶନିବାର ରାତି କାଳମାଟି-ବସନ୍ତପୁର ରାସ୍ତାର ଜଡିପଦା(ପ୍ରୋ ମିନେରାଲ ଛକ) ପାଖ
Read More...