Daily Archives

ୟୁଥ ହଷ୍ଟେଲ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ହଷ୍ଟେଲ ରାଉରକେଲା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୩ ସ୍ଥିତ ମାନବ ସେବା ସଦନଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ଜାତୀୟ କାଉନସିଲ ସଭ୍ୟ ନିରଞ୍ଜନ ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି
Read More...

ହାପି ମୋମେଣ୍ଟସ ଓ ଆଇବିଡବ୍ଲୁଏ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହାପି ମୋମେଣ୍ଟସ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି
Read More...

ଓଡିଶା ଥିଏଟର ଏକାଡ଼େମୀ ଓ ପରିଚୟ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଥିଏଟର ଏକାଡ଼େମୀ ଓ ନାଟ୍ୟାନୁଷ୍ଠାନ ପରିଚୟର ମିଳିତ ଆନୁକୂଲ୍ୟରେ ଆଦର୍ଶ ସାହିତ୍ୟ ଘର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ଡଃ ସମର ମୁଦାଲିଙ୍କ ସଭାପତିତ୍ବ ଓ ପରିଚୟର ସଂପାଦକ ପଞ୍ଚାନନ
Read More...

ଇଣ୍ଡିଆ ଫାଉଣ୍ଡେସନ୍‌ ତରଫରୁ ମହିଳା ଦିବସ ପାଳିତ

ନର୍ଲା : ଇଣ୍ଡିଆ ଫାଉଣ୍ଡେସନ୍‌ ଫର୍ ହ୍ୟୁମାନି ଷ୍ଟିକ୍ ଡେଭଲପମେଣ୍ଟ (ଆଇଏଫ୍‌ଏଚ୍‌ଡି) ତରଫରୁ ନର୍ଲା ବ୍ଲକ ଅନ୍ତର୍ଗତ ଘୁପ୍ଟି ଗ୍ରାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଆଇଏଫ୍‌ଏଚ୍‌ଡିର ଆଞ୍ଚଳିକ ସଂଯୋଜକ ଗନ୍ଧର୍ବ ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ
Read More...

୨୭ତମ ଯାଦବ ସମାଜର ଦୋଳ ମହୋତ୍ସବ ଉଦ୍‌ଯାପିତ

ଗାଁ ବାଡି ଖେଳରେ ଦୁଳୁକିଲା ବଲାଙ୍ଗିର ସହର ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌରାଞ୍ଚଳ ଯାଦବ ସମାଜ ଆନୁକୂଲ୍ୟରେ ଗତ ଦୁଇ ଦିନ ଧରି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସକାଳ ୭ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ୯ଟାରେ ଶେଷ ହୋଇଥିଲା । ରୀତିନୀତି ମଧ୍ୟରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି
Read More...

ସିସିଏଫ୍‌ଏ କ୍ଲବର ନୂତନ କାର୍ଯ୍ୟକାରୀ କମିଟି ଗଠନ

ସଭାପତି ସୁରେନ୍ଦ୍ର ନାଗ ଓ ସଂପାଦକ ହେମନ୍ତ କୁମାର ବେହେରା ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବ ପୁରାତନ ସିସିଏଫ୍‌ଏ କ୍ଲବ, କଲେଜ ଛକ ବଲାଙ୍ଗିରର ନୂତନ କାର୍ଯ୍ୟକର୍ତ୍ତା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୨ ବର୍ଷ ପରେ ସିସିଏଫ୍‌ଏ କ୍ଲବର ପୁର୍ନଃଗଠନ
Read More...

ସ୍ମରଣୀୟ ଭାରତ ଗସ୍ତକୁ ନେଇ ସାମାଜିକ ଗଣମାଧ୍ୟମରେ ଅନୁଭୂତି ବାଣ୍ଟିଲେ ବିଲ ଗେଟ୍ସ

● ‘‘ପ୍ରତି ଥରର ଭାରତ ଗସ୍ତରେ ଅନେକ କିଛି ଶିଖିବା ଓ ନୂଆ ଅନୁଭୂତି ହାସଲ ପାଇଁ ସୁଯୋଗ ମିଳିଛି’’● ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ସମ୍ମାନର ବିଷୟ; ସ୍ୱାସ୍ଥ୍ୟ, ଆର୍ଥିକ ଅନ୍ତର୍ଭୂକ୍ତିକରଣ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଡିଜିଟାଲକରଣ କ୍ଷେତ୍ରରେ ନେତୃତ୍ୱ
Read More...

ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଉଦ୍ଦେଶ୍ୟମୂଳକ, ପକ୍ଷପାତିତାପୂର୍ଣ୍ଣ ଏବଂ ଅପରିପକ୍ୱ ଆଶଙ୍କା କରାଯାଉଛି : ଏସବିଆଇ…

● ଶେଷ ତ୍ରୈମାସର ଜିଡିପି ପରିସଂଖ୍ୟାନକୁ ଆଧାର କରି ଦେଶର ବିକାଶ ହାରକୁ ୮୦ ଦଶକ ପୂର୍ବର ରାଜ କ୍ରିଷ୍ଣାଙ୍କ ପରିଭାଷିତ ଅଭିବୃଦ୍ଧି ହାର ସହିତ ତୁଳନା କରିବା ଅନୁଚିତ୍● ଗତ ତିନି ବର୍ଷ ମଧ୍ୟରେ ଭାରତର ହାରାହାରି ଜିଡିପିରେ ୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅଭିବୃଦ୍ଧି ପରିଲକ୍ଷିତ● ବିଗତ
Read More...

ହରିହର ଭେଟ ଅବସରରେ ଫଗୁଣ କବିତା ପାଠ ଓ ଶିଶୁ କବିତା ଗୁଚ୍ଛ କଳିକା ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିହର ଭେଟ ଅବସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ କବିତା ଆସର ଏବଂ ଶିଶୁ ସାହିତ୍ୟିକ ମଦନ ମୋହନ ରଥଙ୍କ ଚତୁର୍ଥ ଶିଶୁ କବିତା ଗୁଚ୍ଛ କଳିକାର ଉନ୍ମୋଚନ ସମାରୋହ ସଂସଦର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ମୁଖ୍ୟ
Read More...

ଛତ୍ରପୁର ପ୍ରେସକ୍ଲବ ପରିସରରେ ନିଆରା ଢଙ୍ଗରେ ହୋଲି ଖେଳର ଆସର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ପ୍ରେସକ୍ଲବ ପରିସରରେ ହୋଲି ଦିନର ସକାଳେ ମିଠା ଖୁଆଖୋଇ ହୋଇ ପରସ୍ପରକୁ ଆଲିଙ୍ଗନ କରି ଭାଇଚାରାର ପର୍ବ ଭାବେ ପାଳନ କରିଥିଲେ । ଛତ୍ରପୁର ଥାନା କର୍ତ୍ତୃପକ୍ଷଙ୍କ ନିମନ୍ତ୍ରଣରେ ସେଠାକୁ ଯାଇ ଥାନା କର୍ମଚାରୀ,
Read More...