Daily Archives

‘ବ୍ୟାସଦେବ ସୃଜନ ଚିନ୍ତନ’ର ଦ୍ଵିତୀୟ ଅର୍ଘ୍ୟ ‘ଅଗ୍ନିମୀଳେ ପୁରୋହିତମ୍’ ଶୀର୍ଷକ ଉପରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସକୁ ତୀର୍ଥକ୍ଷେତ୍ରରେ ପରିଣତ କରିବା ତଥା ବେଦବ୍ୟାସଙ୍କ ଜୀବନ ଦର୍ଶନ ତଥା ତାଙ୍କ ସୃଷ୍ଟି ସମ୍ଭାରର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅଗ୍ନିମୀଳେ ପୁରୋହିତମ୍ ଶୀର୍ଷକ ଉପରେ ଆଲୋଚନାଚକ୍ର ବାସନ୍ତୀ କଲୋନୀ ସ୍ଥିତ ବାସନ୍ତୀ ପାଠାଗାରରେ ଅନୁଷ୍ଠିତ
Read More...

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଉତ୍କଳ ସ୍ନେହୀ ମହିଳା ସମିତି' ଆନୁକୂଲ୍ୟରେ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସଭାଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସଭ୍ୟା ସୁପ୍ରୀୟା ମହାନ୍ତି ଏବଂ ଅଜୟ
Read More...

ରାଜ୍ୟସ୍ତରୀୟ ଟାଇକଣ୍ଡୋ ଖେଳାଳିଙ୍କୁୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଟାଇକଣ୍ଡୋ ସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗତ ଜାନୁୟାରୀ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ପୁରୀର ସତିରାନୀଘାଟ ସ୍ଥିତ ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ
Read More...

ସଡକ ଦୁର୍ଘଟଣା : ଯୁବକ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ରେଙ୍ଗାଲୀ ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ ଚାଳକ ଆହତ ହୋଇଥିବା ଜଣାପହିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ରେଙ୍ଗାଲୀ ଗାଁର ଦୀପକ ପୋଢ(୩୨) ନାମକ ଜଣେ ଯୁବକ ବାଇକ୍‌ରେ ଗାଧୋଇବା ପାଇଁ ଯାଉଥିବା ବେଳେ ରେଙ୍ଗାଲୀ ଛକ
Read More...

ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୪ଟି କ୍ୟାବିନ୍ ପୋଡିଯାଇଛି । କ୍ୟାବିନ୍ ପଛପଟ ଅଳିଆ ଗଦାରୁ ଏହି ନିଆଁ ବ୍ୟାପିଥିଲା । ତେବେ ଏଥିରେ ଅଧିକ କ୍ଷୟ କ୍ଷତି ହୋଇ ନଥିବା ଜଣାପଡିଛି ।
Read More...

ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ ହୋଇଛି । ଅନୁପମ ଖେର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସତିଶଙ୍କ ନିକଟତମ ବନ୍ଧୁ ଅନୁପମ ଖେର ସୋସିଆଲ
Read More...

ରାଧାକୃଷ୍ଣ ମନ୍ଦିର ପେଲେସ ଲାଇନଠାରେ ୧୩ତମ ହରିହର ଭେଟ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘କିରଣ’ ଓ ରାଧାକୃଷ୍ଣ ମନ୍ଦିର ତରଫରୁ ୧୩ତମ ହରିହରଙ୍କ ଭେଟ ଓ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ଦିନ ସନ୍ଧ୍ୟା ଘ.୬ଟା ସମୟରେ ସୁସଜ୍ଜିତ ବିମାନ ଯୋଗେ ଦେବ ଦେବ ମହାଦେବ ଶ୍ରୀହର
Read More...

ବିଶ୍ୱ ମହିଳା ଦିବସ ଓ ହୋଲି ଉତ୍ସବକୁ ନିଆଁରା ଢଙ୍ଗରେ ପାଳିଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୂର୍ଯ୍ୟନଗର ସ୍ଥିତ ସ୍ୱଧାର ଗୃହର ଅନ୍ତେବାସୀଙ୍କ ଗହଣରେ ବିଶ୍ୱ ମହିଳା ଦିବସ ଓ ହୋଲି ଉତ୍ସବ ବହୁ ହସଖୁସିରେ ପାଳନ କରାଯାଇଛି । ମାହେଶ୍ୱରୀ ସଂଗଠନ ମହିଳା ଶାଖାର ସହ ସଂଯୋଜିକା କ୍ରିତିକା ଅଗ୍ରୱାଲଙ୍କ ତତ୍ୱାବଧାନରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ
Read More...

ପୁରୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲିଭାଇବାକୁ ୧୨ ଫାୟାର ଗାଡି, ୧୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ

ପୁରୀ : ପୁରୀ ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ନିଆଁ ଲାଗିବା ଘଟଣା । ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ୧୨ଟି ଫାୟାର ଗାଡି, ୧୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
Read More...

ସୋହେଲାର ତାଣ୍ଡୋଲ ଗ୍ରାମଠାରେ ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ

ସୋହେଲା/ବରଗଡ : ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ଇତି ମଧ୍ୟରେ ପ୍ରଥମ ବର୍ଷ ପାଇଁ ପ୍ରଥମ କରି ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ସୋହେଲା
Read More...
error: Content is protected !!