Daily Archives

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବରଗଡ, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ…

ଆମପାଣିରେ ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତବିଜୁ ଏକ୍ସପ୍ରେସ ଓ୍ଵେ କେବଳ ରାସ୍ତା ନୁହେଁ, ଏ ଅଞ୍ଚଳ ପାଇଁ ଜୀବନ ରେଖାବିଜୁ ଏକ୍ସପ୍ରେସ ଓ୍ଵେ ବିଜୁ ଅର୍ଥନୈତିକ କରିଡର ରୂପାନ୍ତର ଲକ୍ଷ୍ୟ ହାସଲରେ ମାଇଲଷ୍ଟୋନ ହେବ - ମୁଖ୍ୟମନ୍ତ୍ରୀମିଶନ ଶକ୍ତି ମା'ମାନଙ୍କୁ ୪୨ କୋଟି ଟଙ୍କାର ସହାୟତା  
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ଜିଲ୍ଲାର ପ୍ରଗତି ନିମନ୍ତେ ସମନ୍ଵୟ ରଖି ଯୋଜନାଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ ଓଡ଼ିଶାର ବରପୁତ୍ର ପୂର୍ବତନ
Read More...

ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଦିବସରେ ଲୋକ ସେବା ଦିବସ ପାଳନ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ପ୍ରଶାସନ ତରଫରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ
Read More...

କଣ୍ଟାବାଞ୍ଜି ବିଜେଡି ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ବିଜେଡି ତରଫରୁ କଣ୍ଟାବାଞ୍ଜି ନର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ନେତୃତ୍ୱରେ କଣ୍ଟାବାଞ୍ଜିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜନ୍ମ ଜୟନ୍ତୀ ପାଳନ ଅବସରରେ ହଜାର ହଜାର
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାମାରୋହ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଓଡିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ
Read More...

ବିଜୁ ବାବୁଙ୍କ ସ୍ମୃତିର ଲହରୀକୁ ଲୋକାଭିମୁଖୀ କରିବା ଅର୍ଥେ ବ୍ରହ୍ମପୁରରୁ ବିମାନ ଉଡାଣ ସେବା ଏକ ନିଆରା ପଦକ୍ଷେପ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁ ବାବୁଙ୍କ ସ୍ମୃତିର ଲହରୀକୁ ରୂପନ୍ତରୀଣ କରିବା ଅର୍ଥେ ବ୍ରହ୍ମପୁରରୁ ବିମାନ ଉଡାଣ ସେବା ଏକ ନିଆରା ପଦକ୍ଷେପ ବୋଲି ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମିଳିଛି । ଗଞ୍ଜାମ ଜିଲ୍ଲାର ବୀରପୁତ୍ର ଘୁମୁସର ମାଟିରେ ଜନ୍ମଗ୍ରହଣ କରିଥିବା
Read More...

ଛତ୍ରପୁରରେ କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ସାମାରୋହ ଛତ୍ରପୁରଠାରେ ରବିବାର ପୂର୍ବାହ୍ନରେ ବର୍ଣ୍ଣାଢ଼୍ୟ ସହକାରେ ପାଳିତ ହୋଇଯାଇଛି । ଛତ୍ରପୁର ଲୱେର ବସଷ୍ଟାଣ୍ଡଠାରେ ଆୟୋଜିତ ସକାଳୁଆ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର
Read More...

ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ବିଜୁବାବୁଙ୍କ ଜୟନ୍ତୀ ପାଳନ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଯୋଗଦେଇ
Read More...

ପାଟଣାଗଡ଼ ବନ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଖଇର କାଠ ଜବତ, ବିହାରୀ କାଠ ମାଫିଆ ଗିରଫ୍‌

ପାଟଣାଗଡ, (ସଦାଶିବ ସରାଫ୍‌) : ରେଞ୍ଜ ଅନ୍ତର୍ଗତ ପାଢେଲ ସେକ୍ସନର ଦମେଇପାଲି ଗାଁ ନିକଟ ଜଙ୍ଗଲରୁ ଚାଲାଣ ସମୟରେ କାଠ ବୋଝେଇ ଟ୍ରକକୁ କାବୁ କରିଛି ବନବିଭାଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ରେଞ୍ଜ ଅଧିକାରୀ ଆନନ୍ଦ ବିଶି ଦମେଇପାଲି ଗାଁରୁ ଏକ ଛଅ ଚକିଆ ଟ୍ରକରେ ବରଗଡ ଅଂଚଳକୁ ଖଇର
Read More...

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ହସ୍ତକ୍ଷେପ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ପଦକ୍ଷେପ ପରେ ସ୍ୱଧାରଗୃହରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ଗାନ୍ଧୀନଗରପଡା ଠାରେ ଗତ କିଛି ମାସ ଧରି ଗାଇସିଲେଟ ଅଞ୍ଚଳର ସ୍ୱାମୀ-ସ୍ତ୍ରୀ ତାଙ୍କ ତିନି ମାସର ଶିଶୁକନ୍ୟାକୁ ଧରି ଆସି ରହୁଥିଲେ । ସ୍ୱାମୀ କୌଣସି କାରଣ ବସତଃ ଆତ୍ମହତ୍ୟା କରିଥିବା ବେଳେ ଅସହାୟ ହୋଇ ସ୍ତ୍ରୀ ଓ ଶିଶୁକନ୍ୟା ଏକା
Read More...