Monthly Archives

January 2023

କେନ୍ଦୁପତ୍ର ତୋଳାଳିମାନଙ୍କୁ ଚେକ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କେନ୍ଦୁପତ୍ର ଡିଏଫ୍‌ଓ ରଞ୍ଜିତ ମଲ୍ଲିକଙ୍କ ଆନୁକୂଲ୍ୟରେ କେନ୍ଦୁପତ୍ର ତେଳାଳି ଓ ବନ୍ଧାଳି କଲ୍ୟାଣ ପାଣ୍ଠିରୁ ମୃତ୍ୟୁକାଳୀନ ସହାୟତା ରାଶି ପାଇଥିବା ହିତାଧିକାରୀମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍‌ ବଣ୍ଟନ କରାଯାଇଥିଲା । ବଲାଙ୍ଗିର
Read More...

ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବସ୍‌ ଟର୍ମିନାଲ ସ୍ଥିତ ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର
Read More...

ମୋହନଗିରି ଠାରେ ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଦ୍ୱିତୀୟ ଦିନରେ କଳାହାଣ୍ଡି ୧୦୪ ରନ୍‌ରେ ବିଜୟୀ କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସୋମବାର ଦ୍ୱିତୀୟ ଦିନ
Read More...

ଓସଡମା ପକ୍ଷରୁ କଲ୍ୟାଣପୁର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଛଡିଆ) : ପୁରୀ ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସଂସ୍ଥା (ଓସଡମା) ମିଳିତ ଅନୁକୂଲ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଲ୍ୟାଣପୁର ଗ୍ରାମ ପଂଚାୟତରେ କଲ୍ୟାଣପୁର ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀଠାରେ ପରିଚାଳନା କମିଟି ମେମ୍ବର
Read More...

ସାନସାହାଜବାହଲରେ କ୍ରିକେଟ କପ୍‌ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୨ତମ ବିଏନ୍‌ବି ମେମୋରିଆଲ କ୍ରିକେଟ କପ୍‌ ୨୦୨୩ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ସାନସାହାଜବାହଲଠାରେ ଅନୁଷ୍ଠିତ ହୋଇଯାଇଛି । ୧୧ରୁ ୧୫ ଯାଏଁ ପାଞ୍ଚଦିନ ଧରି ଚାଲିଥିବା ଏହି ଖେଳରେ ୧୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ସେହି ଦଳ ମଧ୍ୟରୁ ଲରମ୍ଭାମୁଣ୍ଡା
Read More...

ଶିଶୁପ୍ରେମୀ ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନ ଶିଶୁପ୍ରେମୀ ତଥା ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ପ୍ରବୀଣ କୁମାର ମିଶ୍ରଙ୍କ ୩୬ତମ ଶ୍ରାଦ୍ଧ ସମାରୋହ ଶିଶୁ ବିକାଶ କେନ୍ଦ୍ରର ଉପଦେଷ୍ଟା ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରବୀଣ ମିଶ୍ରଙ୍କ ଫଟୋଚିତ୍ରରେ
Read More...

ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜୁଥିବା ଶିକ୍ଷକ ଦିବସ କୁମାର ସାହୁଙ୍କୁ ମିଳିବ “ରିୟଲ ହିରୋ”…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ଶିକ୍ଷକତା କରୁଥିବା ତଥା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ମୂଳ ବାସିନ୍ଦା ଯୁବ ଶିକ୍ଷକ ଦିବସ କୁମାର ସାହୁଙ୍କୁ ମିଳିବ ସମ୍ମାନ ଜନକ "ରିୟଲ ହିରୋ" ସମ୍ମାନ । ଅନେକ ଥର ଦୁର୍ଘଟଣାରେ ଆହତ ମାନଙ୍କୁ
Read More...

ବାପୁଜୀ ହାଇସ୍କୁଲ ୧୯୯୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ବଲାଙ୍ଗିର ଜିଲ୍ଲାର ଭୀମପାହାଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭା ହୋଇଥିଲା । ପ୍ରାତମ୍ଭରେ
Read More...

ଓଡିଶା ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ୫ମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଉପଖଣ୍ଡସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ, ପାଟଣାଗଡ ଆନୁକୂଲ୍ୟରେ ଓଡିଶା ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ପଶ୍ଚିମ ଓଡିଶା ଅସ୍ପୃଶ୍ୟ ଦଳିତ ମହାସଭା ପାଟଣାଗଡ ଠାରେ ଉପଖଣ୍ଡର ସଭାପତି ଦିକସନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ମକର ସଂକ୍ରାନ୍ତିରେ ନୟାପାଲିରେ ସାପ୍ତାହିକ ହାଟ ଉଦ୍‌ଘାଟିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମର ଗତ ଶନିବାର ଅପରାହ୍ନରେ ସାପ୍ତାହିକ ହାଟ ମୁଖ୍ୟ ଅତିଥି ବ୍ଲକ୍ ଉପାଧ୍ୟକ୍ଷା ମିନାରାଣୀ ସାସମଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାପାଲି ଗ୍ରାମର ସଭାପତି ତରୁଣ
Read More...