Monthly Archives

January 2023

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେବେଜୀବନଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି - ମୁଖ୍ୟମନ୍ତ୍ରୀବିଦ୍ୟୁତ ଅପଚୟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନOCPL ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ
Read More...

ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଲା ବାଲୁକାଶିଳ୍ପୀ ସୁଦର୍ଶନଙ୍କ ହକି ଷ୍ଟିକ୍

ପୁରୀ : ସାରା ରାଜ୍ୟରେ ହକି ଫିଭର ଲାଗି ରହିଥିବା ବେଳେ ସେହି ସମୟରେ ବିଶ୍ୱ ରେକର୍ଡରେ ନାଁ ଲେଖାଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । କଟକ ମହାନଦୀ ତଟରେ ସୁଦର୍ଶନ ବାଲୁକା କଳାରେ କରିଥିବା ହକି ଷ୍ଟିକକୁ ବିଶ୍ୱ ରେକର୍ଡ଼ରେ ସ୍ଥାନ ମିଳିଛି ।
Read More...

ଭାନପୁର ଠାରେ ସିଆର୍‌ପିଏଫ୍‌ର ୧୮୯ ବାଟାଲିୟନ ଦ୍ୱାରା କମ୍ବଳ ବଣ୍ଟନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁର ପଞ୍ଚାୟତ ଠାରେ ସୋମବାର ସିଆର୍‌ପିଏଫ୍‌ର ୧୮୯ ବାଟାଲିୟନ ଦ୍ୱାରା ଲୋକମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ମାଓ ପ୍ରବଣ ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ
Read More...

ସମ୍ଭାଗସ୍ତରୀୟ ବାର୍ଷିକ ଖେଳକୁଦ ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମରେ ଛତ୍ରପୁର ସଂକୁଳସ୍ତରୀୟ ସଂଯୋଜକ ରବୀନ୍ଦ୍ର ନାଥ ଦାଶ, ସଂକୁଳ ପ୍ରମୁଖ ଡ଼. ଜେ. କୁର୍ମା ରାଓଙ୍କ ତତ୍ୱାବଧାନରେ ଓ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଦକ୍ଷିଣ-ପୂର୍ବ ସମ୍ଭାଗ
Read More...

ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରର କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ସ୍ଥିତ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସୋମବାର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ହୋତା ଯୋଗ ଦେଇଥିବା ବେଳେ
Read More...

ଦେଓଗାଁ କଲେଜରେ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୦୨୨-୨୩ ବର୍ଷର ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗଙ୍କ ସଭାପତିତ୍ବରେ ଇଂରାଜୀ ଅଧ୍ୟାପକ ଦେବଦତ୍ତ ଗୁରୁ
Read More...

କଳାହାଣ୍ଡି ଉତ୍ସବ ଉପଲକ୍ଷେ ‘କଳାହାଣ୍ଡି ସେଦିନର ଓ ଆଜିର’ ଶୀର୍ଷକ ସଂପାନ ଅନୁଷ୍ଠିତ

କଳାହାଣ୍ଡି ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବାର ସମୟ ଆସିଛି କଳାହାଣ୍ଡି, (ପି.କେ.ସାହୁ) : ମନସ୍ତାତ୍ତ୍ୱିକ ବିଚାରଧାରାର ପରିବର୍ତ୍ତନ କଳାହାଣ୍ଡି ଜିଲ୍ଲାକୁ ସମଗ୍ର ଦେଶରେ ଆଗୁଆ କରି ଗଢ଼ି ତୋଳିବ । ଆଜି ଏ ଜିଲ୍ଲା ସାରା ଦେଶରେ ଭାତହାଣ୍ଡିର ପରିଚୟ ପାଇଛି ସତ ତେବେ ଜିଲ୍ଲାବାସୀଙ୍କ
Read More...

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୨୦୨୩ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସଡକ ସୁରକ୍ଷା ସପ୍ତାହର ଷଷ୍ଠ ଦିବସରେ ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ତରଫରୁ ଆଜି ଦିବା ୧୦ ଘଣ୍ଟା ସମୟରେ ବିନିକା ବ୍ଲକର ସରକାରୀ ବଳକା ଉଚ୍ଚ ବିଦ୍ୟାଳୟରେ ଏକ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ସଚେତନତା
Read More...

ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ : କଳାହାଣ୍ଡି ଉତ୍ସବ ଘୁମୁରା

ନୃତ୍ୟଗୀତର ଆଖି ଝଲସା କାର୍ଯ୍ୟକ୍ରମରେ ଉତ୍ସବ ପଡିଆ ଲୋକାରଣ୍ୟକମିଲା ଦୂରତା, ଜମିଲା ବେପାର କଳାହାଣ୍ଡି, (ପି.କେ. ସାହୁ) : ପ୍ରାଣ ପ୍ରାଚୁର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ, ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ରୌପ୍ୟ
Read More...

କେନ୍ଦୁପତ୍ର କର୍ମଚାରୀମାନଙ୍କ ମାରାଥନ ରେସ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କେନ୍ଦୁପତ୍ର ବନ କର୍ମଚାରୀମାନେ ଓଡିଶାରେ ଚାଲିଥିବା ହକି ବିଶ୍ୱ କପ ଏବଂ ଭାରତୀୟ ହକି ଦଳକୁ ପ୍ରତ୍ସାହିତ କରିବା ପାଇଁ ଏକ ମିନି ମାରାଥନ କରିଥିଲେ । ଏହା ବଲାଙ୍ଗିର କେନ୍ଦୁପତ୍ର ଡିଭିଜନ ଅଫିସରୁ ବାହାରି ସାର୍କିଟହାଉସ, ରୁଗୁଡିପଡା ଛକ,
Read More...