Monthly Archives

January 2023

ଭିଜିଲାନ୍ସ ଜାଲରେ ଖଡ଼ିଆଳ ବିଡିଓ ନାରାୟଣ ସାହୁ

ନୂଆପଡ଼ା, (ନିରାକାର ମେହେର) : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି । ନୂଆପଡ଼ା ଓ ବଲାଙ୍ଗିର ସମେତ ୫ଟି ସ୍ଥାନରେ ରେଡ୍ ହେଉଛି ।
Read More...

ଶ୍ରୀମନ୍ଦିରରେ ବଦଳିଲା କଣ୍ଟା ପିଟା ସାମଗ୍ରୀ : ମହାପ୍ରଭୁଙ୍କ ସେବାରେ ଲାଗିଲା ନୂତନ ଖଟୁଲି, ପିଢ଼ା

ପୁରୀ : ଶ୍ରୀବିଗ୍ରହଙ୍କ ପୂଜାରେ ଲାଗୁଥିବା କଣ୍ଟାପିଟା ସରଞ୍ଜାମ ବଦଳାଯାଇଛି । ମହାପ୍ରଭୁଙ୍କ ପୂଜାରେ ଲାଗିଛି ନୂଆ ଖଟୁଲି ଓ ପିଢ଼ା । ସାଲ ବିନ୍ଧ ହୋଇ ୩ଟି ଲେଖା ଖଟୁଲି ଓ ପିଢ଼ା ଠାକୁରଙ୍କ ପୂଜାରେ ଲାଗିଛି । ଦାରୁଦିଅଁଙ୍କ ସେବାରେ ଲାଗୁଥିବା ବିଘ୍ନ ସାମଗ୍ରୀ ହଟିବାରେ ସେବକ ସନ୍ତୋଷ
Read More...

ଆଜିଠୁ ୨ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୧୭ ଏବଂ ୧୮ ତାରିଖରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧୭ ତାରିଖରେ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,
Read More...

ବରୁଣେଶ୍ୱର ମହୋତ୍ସବ ଉଦ୍‌ଘାଟିତ

ଯାଜପୁର : ଯାଜପୁର ବିଞ୍ଝାରପୁର ବ୍ଲକ ଅରେଇରେ ବରୁଣେଶ୍ୱର ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ
Read More...

କୂଳକୁ ଫେରିଲେ ନିଖୋଜ ୧୩ ମତ୍ସ୍ୟଜୀବୀ

ପାରାଦୀପ : ୮ ତାରିଖରୁ ସମୁଦ୍ରକୁ ଯାଇଥିବା ୨ଟି ବୋଟ୍‌ର ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ । ତାଙ୍କୁ ସୋମବାର ମଧ୍ୟାହ୍ନରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି । ସେମାନଙ୍କ ବୋଟ୍‌ ସହିତ ଆସି ପାରାଦୀପ ମାଛଧରାବନ୍ଦର ପୋତାଶ୍ରୟରେ ପହଞ୍ଚିଛନ୍ତି । ଉଦ୍ଧାର ବୋଟର ଡ୍ରାଇଭର ଅଶୋକ
Read More...

ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ

ନୂଆପଡ଼ା, (ନିରାକାର ମେହେର) : ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହାସମାରୋହରେ
Read More...

ହିରୋକପ୍ ହକି ପ୍ରତିଯୋଗିତା ସମ୍ପନ୍ନ

ଏସଏନଜି ବ୍ରଦର ଚାମ୍ପିୟନ ଓ ବିଜାଡିହି ସେଲେମ ଯୋଡି ରନର୍ସ ଅପ ରାଉରକେଲା, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକ ଅନ୍ତର୍ଗତ କିରାଲଗା ଗ୍ରାମରେ ହକି ବିଶ୍ୱକପ୍ ପ୍ରତିଯୋଗିତାକୁ ଆଖି ଆଗରେ ରଖି ଏକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାର ମୁଖ୍ୟ ଆୟୋଜକ
Read More...

ଚିତ୍ରଶିଳ୍ପୀ ବାସୁଦେବ ମେହେରଙ୍କ ପେଣ୍ଟିଂ ସ୍ଥାନିତ ହେଲା ଚଳିତ ବର୍ଷ ବଲାଙ୍ଗିର ଲୋକଉତ୍ସବର ବେନର ଓ ପୋଷ୍ଟରରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିତ୍ରଶିଳ୍ପୀ ବାସୁଦେବ ମେହେରଙ୍କ ପେଣ୍ଟିଂ ଚଳିତ ବର୍ଷ ବଲାଙ୍ଗିର ଲୋକଉତ୍ସବର ବେନର ଓ ପୋଷ୍ଟରରେ ସ୍ଥାନିତ ହୋଇଥିବା ଜଣାପଡିଛି । ଏଥିପାଇଁ ଚିତ୍ରଶିଳ୍ପୀ ଶ୍ରୀ ମେହେରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି । ଚିତ୍ରଶିଳ୍ପୀ ଶ୍ରୀ
Read More...

ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହେଲା ୧୩୨/୩୩ କେ.ଭି. ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରୀଡ଼ ସବଷ୍ଟେସନ

ଉପଖଣ୍ଡରେ ଉନ୍ନତ ମାନର ବିଦ୍ୟୁତ ସେବା ପାଇବେ ଉପଭୋକ୍ତା- ବିଧାୟକ ପଦ୍ମନାଭ ବେହେରା ବୀରମହାରାଜପୁର, (କେପିଏନ୍‌ଏସ୍‌) : ରାଜ୍ୟବାସୀଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରାଣୀପୁର ଠାରେ ୧୩୧/୩୩ କେ.ଭି. ବୀରମହାରାଜପୁର
Read More...

ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ କଳାହାଣ୍ଡି ଉତ୍ସବ ଘୁମୁରା

ନୃତ୍ୟଗୀତର ଆଖି ଝଲସା କାର୍ଯ୍ୟକ୍ରମରେ ଉତ୍ସବ ପଡିଆ ଲୋକାରଣ୍ୟକମିଲା ଦୂରତା, ଜମିଲା ବେପାର କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରାଣ ପ୍ରାଚୁର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ, ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ରୌପ୍ୟ
Read More...