Monthly Archives

January 2023

ମନରେଗା ଯୋଜନାରେ ଦୁର୍ନୀତି ଥମୁ ନାହିଁ, ପାରିଶ୍ରମିକ ପାଇଁ ବ୍ଲକ ଅଫିସରେ ଭଙ୍ଗାରୁଚା କଲେ ଶ୍ରମିକ

ଲିଖିତ ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ ସବୁବେଳେ । ସେଠି ଯେତେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ନେଇ ପ୍ରଶାସନ ସବୁବେଳେ ଚୁପଥିବା ସର୍ଗିପାଲି ଗ୍ରାମବାସୀ
Read More...

ଦୀପ ଫାଟି ୪ ଆହତ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବନ୍ଧାଗୋଚ୍ଛା ଗ୍ରାମରେ ଦୀପ ଲଗାଇବା ବେଳେ ଦୀପ ଫାଟି ୪ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଳେ ଧୋବୁଣି ନାଇକ, ଛବି ନାଇକ, ସୁଷମା ନାଇକ ଓ ତାଙ୍କ ଝିଅ ଅଞ୍ଜଳି ନାଇକ ( ୬) । ସୁଷମା ଓ ଅଞ୍ଚଳିଙ୍କ ଅବସ୍ଥା ଗୁରୁତର ରହିଥିବା
Read More...

ମାଲ୍ୟବନ୍ତ ମହୋତ୍ସବ ଦ୍ବିତୀୟ ସନ୍ଧ୍ୟା : ଦର୍ଶକଙ୍କ ମନ ମୋହିଲା ଆସାମର ବିହୁ ନୃତ୍ୟ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଆସମର ବିହୁ, କୋଲକତାର ନୁପୁର ନୃତ୍ୟଦଳ ଦର୍ଶକମାନଙ୍କ ମନ ମୋହିଛନ୍ତି । ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ
Read More...

ଯୁବକକୁ ଉଦ୍ଧାର କରିବାକୁ ଯାଇ କୋମନା ପୋଲିସ ହଟହଟା

ନୂଆପଡା, (ନିରାକାର ମେହେର) : ଯୁବକକୁ ଉଦ୍ଧାର କରିବାକୁ ଯାଇ କୋମନା ପୋଲିସ ହଟହଟା । ଏହା କୋମନା ଥାନା ରଜନା ଗାଁର ଘଟଣା । ସୂଚନା ଅନୁସାରେ ରଜନାଠାରେ ସୋମବାର ସାପ୍ତାହିକ ବଜାର ଥିବା ବେଳେ ଖରିଆର ଅଞ୍ଚଳର ଜଣେ ଯୁବକ ଏକ ବାଇକକୁ ଚୋରୀ ଉଦ୍ୟମ କରୁଥିବା ଦେଖି ଲୋକେ ଚୋରକୁ ଧରି ମାଡ
Read More...

୩୩ କେଭି ଗ୍ରୀଡ଼ ସବଷ୍ଟେସନ ଲୋକାର୍ପିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଠାରେ ନବନିର୍ମିତ ଗ୍ରୀଡ୍ ସବଷ୍ଟେସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି । ଲୋକାର୍ପଣ ସମୟରେ ଜିଲ୍ଲାପାଳ ବିଶାଲ ସିଂ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , କାଲିମେଳା ସମିତି ଅଧ୍ୟକ୍ଷ ।
Read More...

ଲୁହା ଗ୍ରୀଲ ଖସିପଡ଼ି ୩ ଶିଶୁ ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଝିଗିଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମୁଖରେ ପଞ୍ଚାୟତ କାର୍ଯ୍ୟାଳୟ ପାଚେରୀର ଲୁହା ଗ୍ରୀଲ ପଡ଼ି ୩ ବାଳକ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି
Read More...

ଘର ଉପରକୁ ମାଡ଼ିଗଲା ଆମ୍ବୁଲାନ୍ସ : ଡ୍ରାଇଭର ଫେରାର, ଗାଡ଼ି ଜବତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ୱର ଥାନା ଗାଡ଼କଣରେ ଘଟିଛି ଏକ ଦୁର୍ଘଟଣା । ରୋଗୀ ଛାଡ଼ି ଫେରୁଥିବା ଏକ ଆମ୍ବୁଲାନ୍ସ ଭାରସ୍ୟାମ ହରାଇ ଏକ ଘର ଉପରେ ଚଢ଼ିଯାଇଛି । ଫଳରେ ଘରଟି କ୍ଷତିଗ୍ରସ୍ତ ହୋଇଛି । ଏହାପରେ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି ।
Read More...

ରାସ୍ତା କଡରେ ବସିଥିବା ଲୋକଙ୍କ ଉପରେ ଚଢିଗଲା କାର୍‌, ୧ ମୃତ

ଦେବଗଡ : ରାଞ୍ଚି-ବିଜୟୱାଡା ରାସ୍ତାରେ ଅଘଟଣ ଘଟିଥିବା ଜଣାପଡିଛି । ସାମନ୍ତରାପାଲି ଗ୍ରାମରେ ରାସ୍ତା କଡରେ ବସିଥିବା ଲୋକଙ୍କ ଉପରେ କାର୍‌ ଚଢିଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏଥିରେ ଜଣେ ଅବସରପ୍ରାପ୍ତ ସିଆଇଏସଏଫ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଶୁଶିଲ
Read More...

ଲୋକମହୋତ୍ସବରେ ନୃତ୍ୟ ପରିବେଷଣ କରି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାପାଳ

କଥକରେ କହିଲେ କନ୍ୟା ସନ୍ତାନଙ୍କ କଥା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଉତ୍ସବ ସୁବର୍ଣ୍ଣ ଲୋକମହୋତ୍ସବ ଏବେ ଚର୍ଚ୍ଚାରେ । ଚର୍ଚ୍ଚା, ଏଠିକାର ଜିଲ୍ଲାପାଳ ଅବୋଲି ନରୱାଣେଙ୍କ ଏକକ କଥକ ନୃତ୍ୟ ପାଇଁ । ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ପ୍ରାଶାସନିକ
Read More...

‘ସୋଆ’କୁ ପ୍ରଥମ ଇନୋଭେଟର ଆୱାର୍ଡ : ଷ୍ଟାର୍ଟଅପ୍‌ ମେଳାରେ ୱିୱେର ପୁରସ୍କୃତ

ଭୁବନେଶ୍ୱର, (କେପଏନ୍‌ଏସ୍‌) : ଜାତୀୟ ଷ୍ଟାଟ-ଅପ୍‌ ଦିବସ ଅବସରରେ ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଆୟୋଜିତ ଷ୍ଟାର୍ଟଅପ୍‌ ମେଳାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧୀନ ଏଆଇସି-ସିଜିୟୁର 'ୱିୱେର ଷ୍ଟାର୍ଟଅପ୍‌' ଛାତ୍ରଛାତ୍ରୀଙ୍କୁ ପ୍ରଥମ 'ଷ୍ଟୁଡେଣ୍ଟ ଇନୋଭେଟରସ୍‌, ଷ୍ଟୁଡେଣ୍ଟ
Read More...