Monthly Archives

January 2023

ଡ୍ରାଇଭିଂ ଲାଇସେନ୍ସର ନବୀକରଣ : ଜାନୁୟାରୀ ୨୬ରୁ ଅନ୍‌ଳାଇନ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

କଟକ : ସିଏମ୍‌ଭିଆର୍‌, ୧୯୮୯ ଅନୁଯାୟୀ, ୪୦ ବର୍ଷରୁ ଅଧିକ ଆବେଦନକାରୀଙ୍କ ପାଇଁ ଫର୍ମ ୧ଏରେ ଏକ ଡାକ୍ତାରୀ ପ୍ରମାଣପତ୍ର ବାଧ୍ୟତାମୂଳକ ଏବଂ ନୂତନ ଏଲ୍‌ଏଲ୍‌ଆର କିମ୍ବା ଡିଏଲ୍‌ର ନବୀକରଣ ପାଇଁ ଆବେଦନ କରିବା ବାଧ୍ୟତାମୂଳକ ଅଟେ । ଯେକୌଣସି ନୂତନ ପରିବହନ ଡିଏଲ୍‌ ପାଇଁ ଆବେଦନ କରୁଥିବା
Read More...

ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ

ଶିକ୍ଷାର ବିକାଶରେ ଅଞ୍ଚଳର ବିକାଶ ହେବ - ମନ୍ତ୍ରୀ ନିରଂଜନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତରଭା ବ୍ଲକ ମେଣ୍ଡା ସ୍ଥିତ ମହିର୍ଷି ବୁଦ୍ଧରାମ ମହାବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥଙ୍କ ସଭାପତିତ୍ୱ ଓ ଅଧ୍ୟାପକ ପ୍ରିୟବ୍ରତ
Read More...

ବିଧାୟକ ଓ ଜିଲ୍ଲାପାଳ ମୁହାଁମୁହିଁ ଘଟଣା : ଓଏସ ସଂଘର ପ୍ରତିବାଦ ନିଷ୍ପତ୍ତି ପରେ କଂଗ୍ରେସ ପକ୍ଷରୁ ବିଭିନ୍ନ ବ୍ଲକ…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗତ ୧୨ ତାରିଖ ଦିନ ବଲାଙ୍ଗିର ଠାରେ ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ଘଟଣାକୁ ନେଇ ଓଏସ ସଂଘର ପ୍ରତିବାଦ କରି କଳା ବ୍ୟାଚ ପରିଧାନ ପାଇଁ ନିଷ୍ପତ୍ତି ନିଆଯିବା ପରେ
Read More...

ହିନ୍ଦ୍‌ ମଜଦୁର ସଭାକୁ ଅଧିକ କ୍ରିୟାଶୀଳ କରାଯିବ : ରବି ରଥ

ରାଉରକେଲା, (କେପିଏନ୍‌ଏସ୍‌) : ଭାରତ ବର୍ଷର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ରାଜ୍ୟ ଉପସଭାପତି ରବି ରଥ ଗୁରୁତ୍ୱାରୋପ କରିଛନ୍ତି । ସ୍ଥାନୀୟ ପାନ୍ଥ ନିବାସଠାରେ ଏଚ୍‌ଏମ୍‌ଏସ୍‌ ସହ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ସଚେତନତା ସଭା

ତୁରେକେଲା, (କୈଳାସ ସଗ୍ରିଆ) : ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସପ୍ତାହର ଶେଷ ଦିବସରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା
Read More...

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଲି ସହିତ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସଡକ ଦୁର୍ଘଟଣାର ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଆହୁରି ମଧ୍ୟ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବି ବଢ଼ି ଚାଲିଛି । ଦେଖିଲେ ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମରେ ହିଁ କେବଳ ଧନ ଜୀବନ
Read More...

ପାଇକମାଲ ବ୍ଲକରେ କୃଷକ ସଙ୍ଗଠନର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଚେତନା ଶ୍ରମିକ ସଂଗଠନ ପକ୍ଷରୁ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପାଇକମାଲ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀ ସଂଗଠକ, ନେତୃବୃନ୍ଦ, କର୍ମୀ ଓ ଚାଷୀମାନେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ
Read More...

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଗଜରାଜ ପାତ୍ରଙ୍କ ସଭାପତିତ୍ୱରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ ଆଞ୍ଚଳିକ ପରିବହନ ଅଧିକାରୀ ସବୁଆ ମାଝି ଏବଂ ସର୍ବ ଭାରତୀୟ ମାନବ
Read More...

ବଲାଙ୍ଗିର କନଜରଭେଟ ଅଫିସ ସାମନାରେ ସପରିବାର ଆମରଣ ଅନଶନ କରିବେ ବୋଲି ନୋଟିସ ଜାରି କଲେ କେନ୍ଦୁପତ୍ର ଶ୍ରମିକ ଲୁଚନ…

ବରଗଡ, (ନିରୋଜ କୁମାର ପାଣୀ) : ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଦୀର୍ଘ ୩୭ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଝାରବନ୍ଧ କେନ୍ଦୁପତ୍ର ପୂର୍ବ ରେଞ୍ଜରର ହେଡଚେକର ଲୁଚନ ମୁନା ଆସନ୍ତା ଜାନୁୟାରୀ ୨୭ ତାରିଖ ଦିନ ବଲାଙ୍ଗିର ସ୍ଥିତ ଚିଫ କନଜରଭେଟର ଅଫ ଫରେଷ୍ଟ କେନ୍ଦୁଲିଫ ଅଫିସ ସମ୍ମୁଖରେ
Read More...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍‌ : ୧ ମୃତ

ବାଲିଗୁଡ଼ା/ସାରଙ୍ଗଡ : ଭାରସାମ୍ୟ ହରାଇ ୧୫ ଫୁଟ ପୋଲ ତଳକୁ କାର୍ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ୪ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୋମବାର ସକାଳେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପଦାସାହି
Read More...