jsm

ବାପୁଜୀ ହାଇସ୍କୁଲ ୧୯୯୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୨ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ବନ୍ଧୁମିଳନ ବଲାଙ୍ଗିର ଜିଲ୍ଲାର ଭୀମପାହାଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭା ହୋଇଥିଲା । ପ୍ରାତମ୍ଭରେ ଇହଧାମ ତ୍ୟାଗ କରିଥିବା ଶିକ୍ଷକ ଓ ସହପାଠୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭିକ ସଙ୍ଗୀତ, ନିଜ ଅନୁଭୂତି ବାଣ୍ଟିଥିଲେ ସହପାଠୀ ମାନେ । ଏଥିରେ ଅତିରିକ୍ତ ବାଣିଜ୍ୟକର କମିଶନର ଲକ୍ଷ୍ମୀକାନ୍ତ ସାହୁ, ଶିକ୍ଷକ ବେଲାର ଚନ୍ଦ୍ର ପୁଟେଲ, କ୍ରୀଡାଶିକ୍ଷକ ଲଲିତ ସାହୁ, ମାର୍କଣ୍ଡ ସାହୁ, କ୍ଷେତ୍ରପତି ଜାଲ, ଜଗଧିଶ ମେହେର, କୃଷ୍ଣଚନ୍ଦ୍ର ବାଗ, ହେମାଦ୍ରୀ ଭୋଇ, ହିମାଂଶୁ ପଧାନ, ମଦନ ମାଝୀ, ସନ୍ତୋଷ ସାହୁ, ସନ୍ତୋଷ ବୁଡେକ, ରାଜକିଶର ସାହୁ, ଦୀପକ ରଣା, ମନୋଜ କୁମାର ସାହୁ, ତ୍ରିଲୋଚନ ବେହେରା, ଶେଷଦେବ ରଣା, ଘାସିରାମ ଧରୁଆ, ଯୁରାଜ ରଣା, ଶରତ ରଣାଙ୍କ ସମେତ ୪୨ ଜଣ ସହପାଠୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ପ୍ରତି ସହଯୋଗ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା ।

yuvodaya
Leave A Reply

Your email address will not be published.