Monthly Archives

January 2023

ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌

ଆଜି ଫାଇନାଲ୍‌ ଲଢେଇଟପ୍‌ ର‍୍ୟାଙ୍କ ପ୍ଲେଆରମାନଙ୍କ ମଧ୍ୟରେ ଲାଗିବ ବିଜୟ ବାଜି ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସିନିଅର ଚାମ୍ପିୟନସିପ୍‌ର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ସମସ୍ତ ବର୍ଗର ପ୍ରି-କ୍ୱାଟର ଓ
Read More...

ମନରେଗା ପାରିଶ୍ରମିକ ନପାଇବାରୁ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଶ୍ରମିକଙ୍କୁ ବୁଝାଇବାରେ ନାକେଦମ୍‌ ପୋଲିସ…

ଖପ୍ରାଖୋଲ, (ଅଶୋକ ବାଗ) : ମନରେଗା ପାରିଶ୍ରମିକ ନପାଇବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଶ୍ରମିକମାନେ । ଏପରିକି ଅସନ୍ତୁଷ୍ଟ ଶ୍ରମିକମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶ୍ରମିକଙ୍କୁ ବୁଝାଇବାରେ ନାକେଦମ୍‌ ହୋଇଛି ପୋଲିସ ପ୍ରଶାସନ ।
Read More...

ଦେଉଳି ଗାଁରେ ମକର ମେଳା ଉପଲକ୍ଷେ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଂଚାୟତ ଦେଉଳି ଗାଁରେ ୨୫ତମ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୪ ପ୍ରହର ନାମଯଜ୍ଞ ଏବଂ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବେ ଦେବାର ସାହୁ ଓ ଧର୍ମପତ୍ନୀ ମୌନାବତୀ ସାହୁ
Read More...

ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକ ମଧ୍ୟରେ କଥା କଟା କଟି ଘଟଣା, ପ୍ରତିବାଦରେ ପ୍ରଶାସନିକ ଅଧିକାରୀଙ୍କ କଳା ବ୍ୟାଚ୍‌…

ସଇଁନ୍ତଲା, (କେପିଏନ୍‌ଏସ୍‌) : ଗତ କିଛି ଦିନ ତଳେ କଣ୍ଟାବାଞ୍ଜି ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳ ରାଣାଙ୍କ ମଧ୍ୟରେ ବିଜୁ କେବିକେରେ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ବ୍ଲକକୁ ପାଣ୍ଠି କମ୍‌ ଦେଉଥିବା ଅଭିଯୋଗ ନେଇ କଥା କଟା କଟି
Read More...

ଶରତ ଯାଦବଙ୍କ ଶୋକସଭା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାସିକ ପତ୍ରିକା ନବସେତୁ ତରଫରୁ ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ, ବଲାଙ୍ଗିରଠାରେ ସ୍ୱର୍ଗତ ଶରତ ଯାଦବଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ ପଞ୍ଚାୟତ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

କଳା ବ୍ୟାଚ୍‌ ପିନ୍ଧିଲେ ଓଏଏସ୍‌ ସଂଘ ବଲାଙ୍ଗିର ଜିଲ୍ଲାର ସଦସ୍ୟ ସଦସ୍ୟାମାନେ : ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍) : ଗତ ୧୨ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗିର ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ କରିଛି ବଲାଙ୍ଗିର ଜିଲ୍ଲା
Read More...

ଝାଡ଼ଖଣ୍ଡରେ ଓଡ଼ିଆ ମାରଣ ଷଡ଼ଯନ୍ତ୍ର ବିରୁଦ୍ଧରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପୂର୍ବାହ୍ନରେ ପଶ୍ଚିମ ସିଂହଭୂମି ଜିଲ୍ଲାର ବନ୍ଦଗାଁ ବ୍ଲକ ଅନ୍ତର୍ଗତ କୁଡୈକଳା ରାଜକୀୟ ବୁନିଆଦି ବିଦ୍ୟାଳୟ ପ୍ରାଙ୍ଗଣରେ ବହୁସଂଖ୍ୟାରେ ଓଡ଼ିଆ ଭାଷାଭାଷୀମାନେ ଏକତ୍ରିତ ହୋଇ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ଅବହେଳା ବିରୁଦ୍ଧରେ ଏକ ସ୍ଵରରେ
Read More...

ଡେଲାଙ୍ଗରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ପରିବହନ ପ୍ରାଧିକାରୀ, ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ରେଡକ୍ରସ୍ ୟୁନିଟ୍, ଗାଦିବ୍ରହ୍ମ ମହାବିଦ୍ୟାଳୟ, ଡେଲାଂଗର ମିଳିତ ଆନୁକୂଲ୍ୟରେ "ସଡକ ସୁରକ୍ଷା ସପ୍ତାହ-୨୦୨୩" (ଜାନୁଆରୀ ୧୧ରୁ ୧୭ ୨୦୨୩) ଉପଲକ୍ଷେ ମହାବିଦ୍ୟାଳୟର
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଧର୍ମଶାଳା ଜୁନିୟର ମହାବିଦ୍ୟାଳୟ, ଧର୍ମଶାଳା, ସୁବର୍ଣ୍ଣପୁରରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦ୍‌ଘାଟିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଜିଲ୍ଲା ଆତ୍ମ ସୁରକ୍ଷା ତାଲିମ
Read More...