Monthly Archives

January 2023

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୨୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ୦୫ ଗୋଟି ଅଭିଯୋଗର ତୁରନ୍ତ ସମାଧାନ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ
Read More...

ମାଲପଡା ଠାରେ ସ୍ତ୍ରୀକୁ ଛୁରା ମାଡ କଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ମାଲପଡା ଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଛୁରାରେ ଆକ୍ରମଣ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ମାଲପଡା ନିବାସୀ ମଗଶୀର ସେଲ୍‌ମା (୬୦) ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟହ ମଦ ପିଇ
Read More...

ଗୁଳି ଚାଳନାରେ ବ୍ରୋଞ୍ଚ ହାସଲ କଲେ ଦଶମ ଶ୍ରେଣୀ ଛାତ୍ରୀ ଶ୍ରେଷ୍ଠ ଶର୍ମା

ଭୁବନେଶ୍ୱର : ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପରେ ବ୍ରୋଞ୍ଜ ହାସଲ କଲେ ଶ୍ରେଷ୍ଠ ଶର୍ମା । ରାଞ୍ଚିରେ ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପ ଆୟୋଜିତ ହୋଇଥିଲା । ନିଜ ଦକ୍ଷତା ଅନୁସାରେ ଗୁଳି ଚାଳନା କରି ବିଜୟୀ ହୋଇଛନ୍ତି ୧୭ ବର୍ଷର ଝିଅ ଶ୍ରେଷ୍ଠ ଶର୍ମା । ଭୁବନେଶ୍ୱରର ଆଦିତ୍ୟ
Read More...

ହାଇୱା ଧକ୍କାରେ ଶିଶୁ ମୃତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ସୋମବାର ପୂର୍ବାହ୍ନରେ ହାଇୱା ଧକ୍କାରେ ଜଣେ ୪ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ଜଣକ ହେଲେ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ । ମିଳିଥିବା ସୂଚନା ଅନୁଯାୟୀ, ହିଂଜିଳି
Read More...

ହୃଷିକେଶ ରାୟ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ପ୍ରାୟୋଜିତ ଛାତ୍ରୀ ଆତ୍ମ କୌଶଳ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉଦ୍‌ଯାପିତ ହୋଇଯାଇଛି । ଚଳିତ ମାସ ୪ ତାରିଖରେ ଏହି କାର୍ଯ୍ୟକ୍ରମଟି
Read More...

କୁଶଙ୍ଗରେ ମକର ମିଳନ ଉତ୍ସବ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମରେ ମା’ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ ଆନୁକୂଲ୍ୟରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି, ନିହାର ରଞ୍ଜନ ବେହେରା, ସରପଞ୍ଚ ଲିଲିମା ବେହେରା,
Read More...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଗୁହାଳ ଘର, ୩ ଗାଈ ମୃତ

ଦଶରଥପୁର : ଦଶରଥପୁର ତହସିଲ ଅନ୍ତର୍ଗତ କମାରଢ଼ିହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ପାଉଁଶ ହୋଇଯାଇଛି ଗୁହାଳ ଘର । ଗୁହାଳରେ ବନ୍ଧା ହୋଇଥିବା ୩ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ପଡୋଶୀଙ୍କ ଗୁହାଳ ଭିତରୁ ୨ ଟି ଗାଈଙ୍କୁ ଉଦ୍ଧାର କରିଥିବା ଜଣାପଡିଛି
Read More...

ଆଜିଠୁ ଅଜିତ୍‌ ନାଟ୍ୟ ମହୋତ୍ସବ-୨୦୨୩

ଭୁବନେଶ୍ୱର : ବିଶିଷ୍ଟ ଅଭିନେତା ସ୍ୱର୍ଗତ ଅଜିତ୍‌ ଦାସଙ୍କ ହାତଗଢ଼ା ଅନୁଷ୍ଠାନ ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର(ଅଜିତ୍‌) ପକ୍ଷରୁ ସୋମବାରଠୁ ଆରମ୍ଭ ହେଉଛି ୧୧ତମ ଅଜିତ୍‌ ନାଟ୍ୟ ମହାତ୍ସବ-୨୦୨୩ । ରବିବାର ପୂର୍ବାହ୍ନରେ ୟୁନିଟ୍‌-୫ ସ୍ଥିତ କର୍ମଚାରୀ ଭବନଠାରେ ଆୟୋଜିତ
Read More...

ଆଠଗଡ଼ ପୋଲିସକୁ ମିଳିଲା ବଡ଼ ସଫଳତା : ଗାଡି ଚୋର ଗ୍ୟାଙ୍ଗ ଗିରଫ

ଆଠଗଡ଼ : ଆଠଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ଼ ଗାଁ ମୁଣ୍ଡରେ ଲୁଟେରାମାନେ ଗ୍ରାହକ ଅପେକ୍ଷାରେ ଥିବା ବେଳେ ଚଢାଉ କଲା ପୋଲିସ । ଚଢାଉ ବେଳେ ୪ ନାବାଳକ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଚୋରା ଗାଡି ଜବତ ହୋଇଛି । ସୂଚନାନୁଯାୟୀ, ଗତ କିଛି ଦିନ ଧରି
Read More...

ସଡ଼କ ସୁରକ୍ଷା ସଚେତନତା ରଥ ଉଦଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସଡ଼କ ସୁରକ୍ଷା ଓ ନିଜେ ସତର୍କ ରହିଲେ ମୂଲ୍ୟବାନ ଜୀବନ ଅକାଳରେ ରାସ୍ତାରେ ଝଡିଯିବ ନାହିଁ । ତେଣୁ ପ୍ରତ୍ୟେକ ସଡ଼କ ସୁରକ୍ଷା ନିୟମକୁ ଅନୁପାଳନ କରିବାକୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ
Read More...