Monthly Archives

January 2023

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ

ପାରାଦୀପ : ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲା । ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ ହୋଇଥିବା ସୂଚନା ମିଳିଛି । ଯୋଗାଯୋଗ ହୋଇଥିବା ନେଇ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ଜେଟି ଅଭିମୁଖେ ଫେରୁଥିବା ସୂଚନା ରହିଛି । ସୂଚନା
Read More...

ଜଙ୍ଗଲରୁ ଅଚିହ୍ନା ଗଳିତ ମୃତଦେହ ଠାବ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ସୁଭଦ୍ରପୁର ଚାରିବାଟିଆ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା କୋଣାର୍କ ଢ଼ାବା ପଛପଟ ବାରୁଣଖବନ୍ତ ପାହାଡ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ
Read More...

ନେପାଳ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ : ୪୫ ଯାତ୍ରୀଙ୍କ ମୃତଦେହ ଉଦ୍ଧାର, ବିମାନରେ ୪ ଭାରତୀୟ ଥିବା ସୂଚନା

ନୂଆଦିଲ୍ଲୀ : ନେପାଳ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଏବେ ସୁଦ୍ଧା ୪୫ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୪ ଭାରତୀୟ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୟେତି ଏୟାରଲାଇନ୍ସର ବିମାନ କାଠମାଣ୍ଡୁରୁ ପୋଖରା ଯିବା ବେଳେ ଦୁର୍ଘଟଣାଗ୍ରସ୍ତ
Read More...

ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଲା ବାଇକ : ୧ ମୃତ, ୧ ଗୁରୁତର

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ନିକଟରେ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହେଲା ବାଇକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଖଲ୍ଲିକୋଟ ମେଡିକାଲରେ ଆହତଙ୍କ ଯୁବକଙ୍କ ଚିକିତ୍ସା ଚାଲିଛି ।
Read More...

ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ବେଳେ ଅଘଟଣରେ ୨ ଭକ୍ତ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାୁଡିଆ) : ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଚାଲୁଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ଓ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇଗଲେ ୨ ଜଣ ଭକ୍ତ । ଆହତଙ୍କୁ ତରନ୍ତ ଉଦ୍ଧାର କରଯାଇ ପୁରୀ ସଦର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
Read More...

ମର୍ମନ୍ତୁଦ ଦୁର୍ଘଟଣା : ୧ ମୃତ, ୧ ଆହତ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳରେ ସଡକ ଦୁର୍ଘଟଣା ଘଟି ଯଶିପୁର ଥାନା ନିୟୁନ୍ତି ପଞ୍ଚାୟତ ନିୟୁନ୍ତି ଗାଁର କରୁଣାକର ନାୟକ (୫୫ ବର୍ଷ)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁମିତ୍ରା ନାୟକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ କରଞ୍ଜିଆ ଚିକିତ୍ସାଳୟରେ ଭର୍ତ୍ତି
Read More...

ଚିଲିକାରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ବାଲୁଗାଁ : ଚିଲିକା ହ୍ରଦ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜରାପଡିଛି । ମୃତକ ଜଣକ ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ବୋଲି ଜଣାପଡିଛି । ମୃତକଙ୍କ ନାମ ଶତ୍ରୁଘ୍ନ ବେହେରା ବୟସ ୬୩ ବର୍ଷ ବୋଲି ଜଣାପଡିଛି ।
Read More...

ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ ହେଉଛି । ଦିଲ୍ଲୀରେ ବିଜେପିର ଦୁଇ ଦିନିଆ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଆଜି ଅପରାହ୍ଣ ୪ଟାରୁ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୩୫ ଜଣ କେନ୍ଦ୍ର
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୨ ମୃତ, ୨ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କଣ୍ଟାମାଳ ମନମୁଣ୍ଡା ୪୧ ନମ୍ବର ରାଜ୍ୟ ରାଜପଥର ଧାନଖଣ୍ଡି ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଦୁଇ ଜଣ ହେଲେ କଣ୍ଟାମାଳର ସୌମ୍ୟ ରଂଜନ
Read More...

ମାଲ୍ୟବନ୍ତ ମହୋତ୍ସବରେ ଦୁଲିକିଲା ମାଲକାନଗିରି ସହର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବର ରବିବାର ହେଉଛି ପ୍ରଥମ ଦିବସ । ଏହି ଅବସରରେ ଜଗନ୍ନାଥ ମନ୍ଦିରରୁ ବିରାଟ କଳସ ଶୋଭାଯାତ୍ରା ବାଦ୍ୟ ନୃତ୍ୟର ତାଳେ ତାଳେ ମାଲ୍ୟବନ୍ତ ମଣ୍ଡପ ନିକଟରେ ପହଁଚିବା ପରେ ଜଗନ୍ନାଥମନ୍ଦିରରେ ଜିଲ୍ଲାପାଳ ବିଶାଲ ସିଂ
Read More...