pr

କୁଶଙ୍ଗରେ ମକର ମିଳନ ଉତ୍ସବ

dr. purohit

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମରେ ମା’ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ ଆନୁକୂଲ୍ୟରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି, ନିହାର ରଞ୍ଜନ ବେହେରା, ସରପଞ୍ଚ ଲିଲିମା ବେହେରା, ସଂଘର ସଭାପତି ତ୍ରିଲୋଚନ ସେଠ୍‌, ସୁବଳ ଖଟୁଆ, ସୋମନାଥ ପଟେଲ, ଭବାନୀ ଶଙ୍କର ଭୋଇ, ଜ୍ୟୋତି ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.