Daily Archives

ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ମାଘ ସପ୍ତମୀ ମେଳା

ନୀଳଗିରି : ପବିତ୍ର ମାଘ ସପ୍ତମୀରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଠାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ୯ ଦିନ ଧରି ଚାଲୁ ରହିବ । ହୋମଯଜ୍ଞ, କୀର୍ତ୍ତନ, ଅଷ୍ଟପ୍ରହରୀ ପୂଜାର୍ଚ୍ଚନା କରାଯାଇଛି । ଏଥିରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୩ ଗୁରୁତର

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ ଦଶପଲ୍ଲା ରାସ୍ତାର ତୁଳସୀ ପଲ୍ଲୀ- ସାହାଣପଲ୍ଲୀ ଗ୍ରାମ ମଧ୍ୟ ଭାଗରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗୋଲାପଡା ଗ୍ରାମର ଯୁବ ବ୍ୟବସାୟୀ ଭୋଳା…
Read More...

ଦାରିଙ୍ଗବାଡିରେ ମୃଦୁ ଭୂମିକମ୍ପ ଅନୁଭୂତ

ଦାରିଙ୍ଗବାଡି : ଦାରିଙ୍ଗବାଡି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାତ୍ର ୯ଟା ୪୯ ମିନିଟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ହେବା ଫଳରେ ଲୋକେ ଘର ବାହାରକୁ ବାହାରି ପାଟି କରିବା ସହ ଘଣ୍ଟ ପିଟିଥିଲେ । ଦାରିଙ୍ଗବାଡି ସମେତ ସୀମନବାଡି, ଶ୍ରାନିକେତା, କିରୀକୁଟି,…
Read More...

ଅଂଶୁମାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ : ଆଠଗଡ଼ ଷ୍ଟାର୍ କ୍ରିକେଟ କ୍ଲବ ଚାମ୍ପିୟନ

ତିଗିରିଆ : ପ୍ରସନ୍ନମଣି କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ମୁନଲାଇଟ ଖେଳ ପଡିଆରେ ଚାଲିଥିବା ଷଷ୍ଠ ଅଂଶୁମାନ ସ୍ମାରକୀ କପ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇ ଚାମ୍ପିୟନ ହେବା ସହିତ…
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡା ପଂଚାୟତର ଢେପ ଗୁଡାର ନର୍ସରୀ ଠାରେ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ନାଗେଶ୍ୱରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ରାଜ୍ୟ…
Read More...

ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ରକ୍ତମାଟି ସଂପର୍କରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଆଲୋଚନାଚକ୍ର 'ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ନାଟକ ରକ୍ତମାଟି' ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରୟାସର ମୁଖ୍ୟ…
Read More...

ଗାଡି ନ ଅଟକାଇବାରୁ ଫୁଟିଲା ଗୁଳି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଲିଫ୍ଟ ମାଗିବା ପରେ ଗାଡ଼ି ନ ଅଟକାଇବାରୁ ଫୁଟିଲା ଗୁଳି । ଅଭିଯୋଗ ଅନୁସାରେ, ଡୁମେରପାଣି ଗାଁର ମଙ୍ଗଳ ସଗରିଆ ବାଇକ୍‌ରେ ଦରଲିପଡା ଯାଉଥିଲେ । ବାଟରେ ଦରଲିପଡ଼ାର ହୃଷିକେଶ ମାଝୀ ନାମକ…
Read More...

ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ

ଧୋଡ୍ରା : ଧୋଡ୍ରାସ୍ଥିତ ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଛି । ଖବରପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । କିଛି ସ୍ଥାନୀୟ ବ୍ୟକ୍ତି ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଯିବା ସମୟରେ ଏଟିଏମ୍ ମେସିନ ଭଙ୍ଗା ହୋଇ ଥିବା ଦେଖିବାକୁ ପାଇଥିଲେ ।…
Read More...

ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ

ଓଡ଼ିଶାର ଚିନାବାଦାମ ଚାଷୀଙ୍କ ପାଇଁ ଗୁଜୁରାଟ ଯାତ୍ରା ବେଶ୍‌ ସହାୟକ ହେବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରସୋଆ ଏବଂ ଲାଇଭ୍‌ଲିହୁଡ ଅଲ୍‌ଟରନେଟିଭ୍‌ ପକ୍ଷରୁ ଚାଷୀଙ୍କୁ ସହଯୋଗ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚିନାବାଦାମ ଚାଷର ଉପାୟ, ଉତ୍ପାଦନ ଓ ଜ୍ଞାନକୌଶଳ ନେବାପାଇଁ ଓଡ଼ିଶାର କିଛି…
Read More...

ଆସନ୍ତା ୫ରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତା ୫ ତାରିଖ ରବିବାର ପବିତ୍ର ମାଘ ପୂର୍ଣ୍ଣମୀରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ସେଥିପାଇଁ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍‌ରେ ବେଶ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୟଣା ମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ…
Read More...