Yearly Archives

2022

ଟୁର୍ ଡି କଳିଙ୍ଗ ଟିମକୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆମ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଜାତୀୟ ତଥା ବିଶ୍ୱ ସ୍ତରରେ ପରିଚିତ କରାଇବା ସହ ବିଭିନ୍ନ ସଚେତନତା ବାର୍ତ୍ତା ନେଇ ସାରା ରାଜ୍ୟ ଭ୍ରମଣ କରୁଛି ଟୁର୍ ଡି କଳିଙ୍ଗ ଟିମ୍ । ପ୍ରକୃତି ଓ ଆଡଭେଞ୍ଚର ପ୍ରେମୀ ୨୦ ଜଣିଆ ଯୁବଗୋଷ୍ଠୀ ସାଇକେଲ୍…
Read More...

ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ୩୪୦ ଲିଟର ଦେଶୀ ମଦ ଜବତ

ବେଗୁନିଆ : ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଅସରଳା ଓ କୋଟସିଂ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ପାଇଁ ଥିବା ୬ହଜାର ଲିଟର ପୋଚକୁ ନଷ୍ଟ କରାଯିବା ସହ ୩୪୦ ଦେଶୀ ରନ୍ଧା ମଦ ସହିତ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି । ଏହାର…
Read More...

କାଣିଗୁମା ଏବଂ ବାଗଡିଆଣିରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟିତ

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ଥୁଆମୂଳ ରାମପୁର ବ୍ଲକ ଗସ୍ତରେ ଆସି ବିଧାୟକ ପ୍ରଦୀପ କୁମାର ଦିଶାରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଧାୟକ ଶ୍ରୀ ଦିଶରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୋମବାର ବ୍ଲକର କାଣିଗୁମା ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହ…
Read More...

ଭୁବନେଶ୍ୱର ରେଳ ଷ୍ଟେସନର ଭିତ୍ତିଭୂମି ବିକାଶ କାର୍ଯ୍ୟ ତଦାରଖ ପାଇଁ କ୍ୟାମ୍ପ ଅଫିସ୍ ଆରମ୍ଭ

ଭୁବନେଶ୍ୱର, (କେପିଏନଏସ୍‌) : ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ୟ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ…
Read More...

ରଘୁନାଥ ନୋଡାଲ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ଭୋଗରାଇ : ଦେଶ ଗଠନ ଓ‌ ବିକାଶରେ ଶିକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେଉଁ ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ଯେତେ ଅଗ୍ରଣୀ ସେହି ଅଞ୍ଚଳ ସେତେ ଉନ୍ନତ ଓ ବିକଶିତ । ଏଣୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ସୁଦୃଢ କରିବା ଆବଶ୍ୟକ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର…
Read More...

୫ ଦଫା ଦାବୀ ନେଇ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରିର ରାଜ୍ୟ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ଦୀର୍ଘଦିନ ଧରି ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଉଛି । କିନ୍ତୁ ସେଗୁଡିକ ପୂରଣ ହେଉ ନଥିବାରୁ ରାଜ୍ୟ ସଂଘର ଆବାହନ କ୍ରମେ ମାଲକାନଗିରି ଜିଲ୍ଲା ସଂଘ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ୫…
Read More...

ପକ୍ଷାଘାତରେ ଶିକାର ହୋଇଥିବା ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପକ୍ଷାଘାତରେ ଶିକାର ହୋଇଥିବା ନିଜ ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ରତାଖଣ୍ଡି ଗ୍ରାମର ଜନକ ବାରିକ । ଜନକ ବାରିକଙ୍କ କହିବାନୁସାରେ, ସ୍ତ୍ରୀ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ବେଳେ ଏ ବୃଦ୍ଧ ବୟସରେ…
Read More...

ନିଆଁ ଲାଗି ଜଳିଗଲା ବସ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ବସ (ନଂ ଓଆାର ୦୫ଇ୨୨୬୫)ରେ ନିଆଁ ଲାଗି ଜଳିଯାଇଥିବା ସୂଚନା ମିଳିଛି । ବସରେ ନିଆଁ ଲାଗିଥିବା ଖବର ପାଇ ସଚିବାଳୟ ଅଗ୍ନିଶମ ବାହିନୀ ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମିଳିତ ଭାବେ…
Read More...

ରେଢ଼ାଖୋଲରେ କଲରାପତରିଆ ବାଘ ଶିକାର କରି ୨ ଗିରଫ

ସମ୍ବଲପୁର : ରେଢ଼ାଖୋଲରେ କଲରାପତରିଆ ବାଘ ଶିକାର । ବାଘ ମୁଣ୍ଡ ଜବତ ସହ ୨ ଜଣ ଗିରଫ ହୋଇଛନ୍ତି । ରେଢ଼ାଖୋଲ ବନ ବିଭାଗ ଚଢ଼ାଉ କରି ଖୋଲ ଗଡ଼ ସଂରକ୍ଷିତ ଜଙ୍ଗଲରୁ ଶିକାର ହୋଇଥିବା ଏକ ବାଘର ଗଳିତ ମୁଣ୍ଡକୁ ଜବତ କରାଯାଇଛି । ଏ ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ…
Read More...

ଗଞ୍ଜାମ ଏନଏସି କାଉନସିଲର ବୈଠକ ବାତିଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାଉନସିଲର ବୈଠକ ସୋମବାର ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଏନଏସି ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଛତ୍ରପୁର ବିଧାୟକ ମଧ୍ୟ ବୈଠକରେ ଯୋଗ ଦେବା ପାଇଁ…
Read More...