Yearly Archives

2022

ଅଣ-ମୁଖ୍ୟ କାର୍ଯ୍ୟ ପାଇଁ ୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ)…

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ।ଏହି
Read More...

୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ନିମନ୍ତେ ଯୋଜନା

ନୂଆଦିଲ୍ଲୀ, (ପିଆଇବି) : ୨୦୨୨-୨୩ରେ ପୁଞ୍ଜି ବିନିଯୋଗ ଲାଗି ରାଜ୍ୟମାନଙ୍କୁ ସ୍ବତନ୍ତ୍ର ସହାୟତା ନିମନ୍ତେ ଭାରତ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ, ପୁଞ୍ଜି ବିନିଯୋଗ ପ୍ରକଳ୍ପ ପାଇଁ ୫୦ ବର୍ଷ ଲାଗି ସୁଧମୁକ୍ତ ଋଣ ଆକାରରେ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା
Read More...

ଲୁହାସିଂହା ଗ୍ରୀଡକୋ ସମ୍ମୁଖରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରାମର ଧନୁ ବୁଲ୍ଲା ନାମକ ଜଣେ ୪୦ବର୍ଷିୟ ବ୍ୟକ୍ତି ବାଇକ୍‌ ଯୋଗେ ଆସୁଥିବା ସମୟରେ ବାଇକ୍‌ର ଭାରସାମ୍ୟ ହରାଇ ଲୁହାସିଂହା ଗ୍ରୀଡକୋ ସମ୍ମୁଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛ । ସ୍ଥାନୀୟ ଲୋକଙ୍କ
Read More...

ଡିବିଟି ସରକାରଙ୍କ ସବୁଠାରୁ ବଡ ସଫଳତା, ଏହା ଲୋକଙ୍କୁ ମଧ୍ୟସ୍ଥିଙ୍କ କବଳରୁ ମୁକ୍ତ କରିଛି : ପୂର୍ବତନ ଉପରାଷ୍ଟ୍ରପତି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁସଲିମ ମହିଳାଙ୍କ ମୁକ୍ତିଦାତା ଭାବେ ସ୍ମରଣ କରାଯିବ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନପ୍ରଧାନମନ୍ତ୍ରୀଙ୍କ ଚୟନିତ ବକ୍ତୃତା ସଂଗ୍ରହକୁ ନେଇ ପ୍ରସ୍ତୁତ ପୁସ୍ତକ ‘ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ' କୁ ଉନ୍ମୋଚନ କରିଛନ୍ତି ଏମ୍ ଭେଙ୍କୟା
Read More...

ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରି ବିଜେପି ଯୁବନେତା ଯୁଧିଷ୍ଠିର ମେହେର ଦେଖାଇଲେ ମହାନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହଯୋଗ କରିଛନ୍ତି ଯୁବନେତା ଯୁଧିଷ୍ଠିର ମେହେର । ଏଠାରେ ସୂଚନା ଯୋଗ୍ୟ ଯେ, ଯୁଧିଷ୍ଠିର ମେହେର ଭାରତୀୟ ଜନତା ପାର୍ଟିର ନୀତି ଆର୍ଦଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ।
Read More...

ବେଲପଡାରେ ସୁନେତ୍ର କାର୍ଯ୍ୟକ୍ରମ ଆରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ସୁନେତ୍ର ଯୋଜନାରେ ଚକ୍ଷୁ ଚିକିତ୍ସା ଶିବିର ଧୂମାଭଟା ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି । ବେଲପଡା ବ୍ଲକ ବିଇଓ ଚତୁର୍ଭୁଜ ମିର୍ଦ୍ଧାଙ୍କ ସଭାପତିତ୍ୱରେ
Read More...

ବଲାଙ୍ଗିର ଯୋଗର୍ସ ପାର୍କ ସମ୍ମୁଖରେ ମମନ୍ତୁଦ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯୋଗର୍ସ ପାର୍କ ସମ୍ମୁଖରେ ମମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଯୋଗର୍ସ ପାର୍କ ସମ୍ମୁଖରେ ଏକ ଅଜଣା କାର୍‌ ଦୃତଗତିରେ ଆସୁଥିବା ବେଳେ ବଲାଙ୍ଗିର ଇନ୍ଦ୍ରିରାନଗରର ଜଣେ ଯୁବକଙ୍କୁ ଯୋଗର୍ସ ପାର୍କ ସମ୍ମୁଖରେ ଧକ୍କା
Read More...

ଭାଙ୍ଗିଲା ଦାମେଇପାଲି ପୁରୁଣା ସ୍କୁଲ ଘର : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ, ଘଟଣା ସ୍ଥଳ ପରିଦର୍ଶନ କଲେ ବିଡ଼ିଓ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଦମେଇପାଲି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଘର ଶୁକ୍ରବାର ମଧ୍ୟାହ୍ନରେ ଆକସ୍ମିକ ଭାବେ ଭାଙ୍ଗି ଯିବାରୁ ଏକ ବଡ଼ ବିପଦ ଟଳି ଯାଇଛି । ଏହି ଅଘଟଣରୁ ଛାତ୍ରଛାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ମଧ୍ୟାହ୍ନରେ
Read More...

ପୋଷ୍ଟମର୍ଟମ ହୋଇଥିବାରୁ ଶବକୁ କାନ୍ଧ ଦେଲେନି ଜାତି ଭାଇ : ଛୁଇଁବାକୁ ମନା କଲେ ଗ୍ରାମବାସୀ

ମୋଟର ସାଇକେଲରେ ମଶାଣିକୁ ନେଇ ଶବ ସତ୍କାର କଲେ ସରପଞ୍ଚଙ୍କ ସ୍ୱାମୀ ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶ ସ୍ଵାଧୀନ ହେବା ୭୫ ବର୍ଷ ହେଲା । ଏ ବର୍ଷ ଆମେ ସମସ୍ତେ ଅମୃତ ମହୋତ୍ସବ ପାଳନ କରୁଛୁ କିନ୍ତୁ ଛୁଆଁ ଅଛୁଆଁ ଜାତି ପ୍ରଥା ଆଜି ବି ଗାଁ ସହର ସମସ୍ତ ଜାଗାରେ ଭରି ରହିଛି । ଯାହାର
Read More...

ଅହିଂସା ରଥକୁ ଗଞ୍ଜାମ ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିର ଜନଜାଗରଣ କରିବା ପୂର୍ବକ ସାରା ଓଡ଼ିଶା ପରିକ୍ରମା କରୁଥିବା ଅହିଂସା ରଥକୁ ସସମ୍ମାନ ପ୍ରଦାନ କରାଯାଉଛି, ଗଞ୍ଜାମ ଜିଲ୍ଲାରେ ବିପୁଳ ସମ୍ବର୍ଦ୍ଧନାର ସହ ରଥକୁ ସ୍ୱାଗତ
Read More...