Yearly Archives

2022

ଯୁକ୍ତ ୩ ସ୍ପଟ୍‌ ନାମଲେଖା : ଆଜି ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁକ୍ତ ୩ ସ୍ପଟ୍‌ ନାମଲେଖା ପାଇଁ ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଆଜି ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ । ବୁଧବାରଠାରୁ ଏହି ନାମଲେଖା ମଧ୍ୟ ଆରମ୍ଭ ହେବ । ମନୋନୀତ ଛାତ୍ରୀଛାତ୍ରମାନେ ବୁଧବାର ଅପରାହ୍ନ ୨ଟାରୁ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୫ଟା
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ +୩ ସିଟ୍ ବୃଦ୍ଧି ଓ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦ ଓ ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଯୁବନେତା ଅର୍କେଷ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୁଝାରୀଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନରେ
Read More...

ନାଉଗାଁରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନାଉଗାଁ ଠାରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏକ ଶୋଭାଯାତ୍ରାରେ ବ୍ଲକ ଛକରୁ ନାଉଗାଁ ହାଇସ୍କୁଲ ପର୍ଯ୍ୟନ୍ତ ରଥକୁ ପାଛୋଟି ନେଇଥିଲେ । ଏନେଇ ରାଜ୍ୟ ଓ ଲୋକ
Read More...

ରମ୍ଭାରେ ଅହିଂସା ରଥକୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲା ରମ୍ଭା ଏକ ଐତିହାସିକ ସ୍ଥଳ ଅଟେ । ଗତକାଲି ଅହିଂସା ରଥ ପରିକ୍ରମା ପରିପ୍ରେକ୍ଷୀରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ ହଜାର ହଜାର ଲୋକ ସ୍ମୃତିଚାରଣ କରିଥିଲେ
Read More...

ଛତ୍ରପୁର ଓ ହିଞ୍ଜିଳିକାଟୁରେ ଅନୁଷ୍ଠିତ ବ୍ୟାଙ୍କ ସମନ୍ୱୟ ମେଳାରେ ଜିଲ୍ଲାପାଳଙ୍କ ହସ୍ତରେ ଚେକ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ମିଶନ ଶକ୍ତି ସୌଜନ୍ୟରେ ଏକ ମେଗା ବ୍ୟାଙ୍କ ସମନ୍ୱୟ ମେଳା ମଙ୍ଗଳବାର ସଂଗଠିତ ହୋଇଯାଇଛି । ବିଭିନ୍ନ ମହିଳା ଏସ୍‌ଏଚ୍‌ଜି ଗୃପମାନେ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ । ଏହି ବ୍ୟାଙ୍କ ସମନ୍ୱୟ ମେଳାରେ
Read More...

ନବୋଦୟ ବିଦ୍ୟାଳୟକୁ ଯିବା ରାସ୍ତା ଅବସ୍ଥା ଶୋଚନୀୟ : ମରାମତି କରିବାକୁ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସ୍ଥାନୀୟ ନବୋଦୟ ବିଦ୍ୟାଳୟକୁ ଯିବା ରାସ୍ତା ଉପରେ ଏକ ବିରାଟ ଗାତ ସୃଷ୍ଟି ହୋଇ ଏହି ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ବିଦ୍ୟୁତ କାର୍ଯ୍ୟାଳୟ, ଜଳଛାୟା, ପ୍ରାଣୀ ଚିକିତ୍ସାଳୟ, ହାଇସ୍କୁଲ, ଅଗ୍ନିଶମ, ଉଦ୍ୟାନ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୨୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ
Read More...

ଆଜି ମା’ଙ୍କ ଚନ୍ଦ୍ରଘଣ୍ଟା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜଗତ୍‌ ଜନନୀ ମା’ ଚନ୍ଦ୍ରଘଣ୍ଟା ବେଶରେ ଉଭା ହୋଇଛନ୍ତି । ସହରର ସମଲେଶ୍ୱରୀ ମନ୍ଦିରରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇଛନ୍ତି । ମା’ଙ୍କ ଏଇ ବେଶ ଓ ତାହାର ମହାତ୍ମ୍ୟ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା ପୌରାଣିକ ବିଷୟ ।
Read More...

ଫିକିର ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ ଏବଂ ଡିଜିଟାଲ୍ ଓ ଶିକ୍ଷା ସମ୍ବନ୍ଧୀୟ ଆନ୍ତର୍ଜାତିକ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ

ଦେଶରେ ଡ଼ିଜିଟାଲ୍ ଲାଇଫଷ୍ଟାଇଲ ନୂଆ ରୂପ ନେଉଛି- ଧର୍ମେନ୍ଦ୍ର ପ୍ରଧାନ• ‘ଡିଜିଟାଲ୍ ରୂପାନ୍ତର ଏବଂ ଶିକ୍ଷାର ଆନ୍ତର୍ଜାତୀୟକରଣ’ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଲେ• ଫିକିର ୧୩ତମ ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ• ଦେଶର ଅର୍ଥନୀତିକୁ ଅଧିକ ମଜଭୂତ କରିବା
Read More...

କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାରସ୍ୱତ କାର୍ଯ୍ୟକ୍ରମ

‘ଦେବାଦେବୀଙ୍କ ନାଁରେ ନିରୀହ ପଶୁଙ୍କ ବଳି ବନ୍ଦ ହେଉ’ଅଦ୍ୱୟସିଦ୍ଧି, ପ୍ରଜ୍ଞାଲୋକ ଓ ମନଗହନ ପୁସ୍ତକ ଉନ୍ମୋଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲର ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା, ପରମ୍ପରା ବିଶ୍ୱ ପ୍ରଶିଦ୍ଧ । ଗୋଟିଏ ଭାଷା ଗୋଟିଏ ସଂସ୍କୃତିକୁ ଜନ୍ମ ଦିଏ । କୋଶଲୀ ଭାଷା,
Read More...