Yearly Archives

2022

ଘରୋଇ ଏଲପିଜିରେ କ୍ଷତି ପାଇଁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକୁ ୨୨ ହଜାର କୋଟି ଟଙ୍କାର ଏକକାଳୀନ ଅନୁଦାନକୁ…

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ପିଏସୟୁ ଓଏମସି)ଗୁଡ଼ିକୁ ଏକକାଳୀନ ଅନୁଦାନ ଆକାରରେ ୨୨ ହଜାର କୋଟି ଟଙ୍କା ଯୋଗାଇ ଦେବା ଲାଗି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି
Read More...

ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ ୨ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ବଲାଙ୍ଗିର ଓ ପାଟଣାଗଡ ବ୍ଲକ ଓ ବାଳିକା ବିଭାଗରେ ବଲାଙ୍ଗିର ଓ ସଇଁତଳା ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ
Read More...

ଅଜଣା ରୋଗରେ ପୀଡିତ ଧନୁ ଭୁଏ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ଅନୁରୋଧ

ପାଟଣାଗଡ, (ଗୋରେଖନାଥ ବରିହା) : ଅଜଣା ରୋଗରେ ପୀଡିତ ଧନୁ ଭୁଏ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ କଲୋନୀପଡ଼ାରେ ସରକାର ଯୋଗାଇ ଦେଉଥିବା ଜାଗାରେ
Read More...

ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ କେରିଅର ଗଠନ କରିବା ପାଇଁ ଏକ ଅପୂର୍ବ ସୁଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭୁବନେଶ୍ୱରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା
Read More...

ଫୁଁସବନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶ୍ରୀମତୀ ପ୍ରେରଣା ବାଗ କଟା ଓ ସ୍ୱାମୀ ଦେବେନ୍ଦ୍ର କୁମାର କଟାଙ୍କର ଫୁଁସବନ ସଂସ୍କାର କାର୍ଯ୍ୟ ବଲାଙ୍ଗିର ଟିକ୍ରାପଡ଼ାସ୍ଥିତ ପିତ୍ରାଳୟରେ ଗାୟତ୍ରୀ ଶକ୍ତିପୀଠ ବଲାଙ୍ଗିରର ପରିଜନ ତଥା ପରିବ୍ରାଜକ ଲମ୍ବୋଦରଙ୍କର ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାିଛି ।
Read More...

ସାମ୍ବାଦିକ ସୁନୀଲ ମିଶ୍ର ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବାଦ ସମ୍ବଲପୁର ସଂସ୍କରଣର କର୍ତବ୍ୟ ପରାୟଣ ତଥା ଶେଷ୍ଠ ସାମ୍ବାଦିକ ଭାବରେ ବିଜେପୁର ବ୍ଲକର ସୁନୀଲ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମଙ୍ଗଲବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ସମ୍ବାଦ ଓ କନକ ଟିଭିର ବାର୍ଷିକୋତ୍ସବରେ ଉକ୍ତ ସମ୍ବର୍ଦ୍ଧନା
Read More...

ଆଜିଠୁ ଖୋଲିବ ଓଟି କମ୍ପ୍ଲେକ୍ସ

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ ଅଧିକ୍ଷକଙ୍କ ଚାମ୍ବରରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଓ ଡ଼ିନ ଡା. ଅବନୀକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସେହିପରି ବିଭିନ୍ନ ବିଭାଗୀୟ
Read More...

ଓଡ଼ିଶାକୁ ମିଳିଲା ଆଉ ୩ ରୌପ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୁଜରାଟରେ ଚାଲିଥିବା ୩୬ତମ ନ୍ୟାଶନାଲ ଗେମ୍ସରେ ଓଡ଼ିଶା ମଙ୍ଗଳବାର ୩ଟି ପଦକ ଜିତିବାରେ ସମର୍ଥ ହୋଇଛି । କାୟାକିଂ ମହିଳା କେ-୧ ୨୦୦ମିଟରରେ ଓଇନାମ ବିଦ୍ୟା ଦେବୀ ଓ ପୁରୁଷ କେ-୧, ୨୦୦ ମିଟରରେ ଟମ୍‌ଥିଲ୍‌ଙ୍ଗାବା ଟମ୍‌ଥିଲ୍‌ଙ୍ଗାବା ଏଙ୍ଗାସେପମା ଏବଂ ମହିଳା
Read More...

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ତଡ଼ବାଡ଼ି ଗ୍ରାମ ମୁଖ୍ୟରାସ୍ତା କଡର ଏକ ବୁଦା ମୂଳରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଥିବା ଜଣାପଡିଛି । ଯୁବକ ଜଣକ ସାରଙ୍ଗଡ଼ ପଞ୍ଚାୟତ କୁଳପଦର ଗ୍ରାମର ଟଟେ ମଲ୍ଲିକଙ୍କ ବଡ଼ ପୁଅ ପ୍ରଦୀପ ବୋଲି ଜଣାପଡିଛି । ସୂଚନା
Read More...

କଂଗ୍ରେସ ପକ୍ଷରୁ ‘ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ କମିଟି’ ଗଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସମ୍ପ୍ରତି କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଛି । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ 'ଭାରତ ଯୋଡ଼ୋ(ପରିବର୍ତ୍ତନ) ଯାତ୍ରା' ଆସନ୍ତା ୩୧
Read More...