Yearly Archives

2022

ଧଣ୍ଡାମୁଣ୍ଡାରେ କରମସାନୀ ମହୋତ୍ସବ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଗୌନ୍ତିିଆପଡାରେ କରମସାନୀ ମହୋତ୍ସବ ପାଳିତ ହୋଇଛି । ଗାଁର ମହିଳାମାନେ ଉପବାସ ରହି ଅଧିଆ ପଡିଥିଲେ । ମହୋତ୍ସବରେ ୪ଟି ନୃତ୍ୟ ଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ବହୁ ଲୋକ ଉପଭୋଗ
Read More...

ଖର୍ଡିଆପଡାରେ ହାତୀପଲ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଶୁକ୍ରବାର ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ଦରକାପାଞ୍ଚ ଜଙ୍ଗଲରୁ ଏକ ଦଶ ଜଣିଆ ହାତୀପଲ ଜଙ୍ଗଲ ନିକଟରେ ଥିବା ଖର୍ଡିଆପଡା ଗାଁକୁ ପଶି ଆସିଥିବା ଜଣାପଡିଛି । ଫଳରେ ଗାଁରେ ଆତଙ୍କ ଦେଖାଦେଇଥିବା ବେଳେ ଖବର ପାଇ ବନ
Read More...

ରାଜ୍ୟ ପାରାସନ୍ତରଣ ପ୍ରତିଯୋଗିତା ୨୯ରୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇଦିନ ଧରି କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଓଡିଶା ରାଜ୍ୟ ପାରାସନ୍ତରଣ ପ୍ରତିଯୋଗିତା ଆୟୋଜିତ ହେବ । ଏହି ପ୍ରତିଯୋଗିତା ପାରା ସ୍ପୋର୍ଟସ ଆସୋସିଏସନ୍‌ ଓଡିଶା, ରାଜ୍ୟ କ୍ରୀଡା ବିଭାଗ ଓ ଓଡିଶା ସନ୍ତରଣ
Read More...

ଛତ୍ରପୁର ନୀଳକଣ୍ଠ କଲେଜରେ ଟିବି ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍‌ ଆନୁକୁଲ୍ୟରେ ଶନିବାର ଟିବି ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରାଜେନ୍ଦ୍ର କୁମାର ଦାଶଙ୍କ
Read More...

ଅବକାରୀ ବିଭାଗ ପକ୍ଷରୁ ୯୪ କେଜି ଗଞ୍ଜେଇ ଜବତ : ୨ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ଦୁଇଟି ସ୍ଥାନରେ ଚଢାଉ କରାଯାଇ ଗାଡି ସହ ୯୪କେଜି ଗଞ୍ଜେଇ ଜବତ କରାଯାଇଛି । ଏହାସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ଏସପି ନିତେଶ
Read More...

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ

ବାରଙ୍ଗ : ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ଆଖି ବୁଜିଛି । ଅସୁସ୍ଥ ଥିବା ଯୋଗୁଁ ନନ୍ଦନକାନନ ଏବଂ ଓୟୁଏଟିର ସ୍ୱତନ୍ତ୍ର ୪ ଜଣିଆ ଡାକ୍ତରୀ ଦଳ ତା'ର ଚିକିତ୍ସା କରୁଥିଲେ । ହେଲେ ତା'ର ଜୀବନ ବଞ୍ଚାଇବାରେ ସେମାନେ ବିଫଳ
Read More...

ବ୍ରାଉନସୁଗାର ଜବତ : ୧ ଗିରଫ

ସତ୍ୟବାଦୀ : ସତ୍ୟବାଦୀ ଥାନା ଅଧୀନ ଡୁଙ୍ଗରା ଛକ ଠାରେ ଅବକାରୀ ବିଭାଗ ଚଢ଼ାଉ କରି ୮୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଯୁବକ ଜଣକ ହେଲେ ମନରଞ୍ଜନ ସ୍ୱାଇଁ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୮,୫୦,୦୦୦
Read More...

୨୨ରୁ ୨୬ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ନିଷେଧ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗକୁ ଦୃଷ୍ଟି ରଖି ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଚିଲିକାକୁ ଡଙ୍ଗାନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ
Read More...

ନାଳକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାଇରଙ୍ଗପୁର : ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ହରପାର୍ବତୀ ମଣ୍ଡପ ନାଳକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଯୁବକଙ୍କୁ ଉଦ୍ଧାର କରିଛି । ଯୁବକଙ୍କୁ ଉଦ୍ଧାର ସମୟରେ ପୋଲିସକୁ ନାକେଦମ ହେବାକୁ ପଡିଥିବା ବେଳେ ହାତରେ ଥିବା ଛୁରିରେ ନିଜେ ପେଟରେ ଭୁସି ହେବା
Read More...

ବିଦ୍ୟୁତ୍ ଆଘାତ ଲାଗି ୩ ମହିଳା ମୃତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମରେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ୩ ମହିଳା ମୃତ । ମୃତକମାନେ ହେଲେ ସେହି ଗ୍ରାମ ଜୁଆଙ୍ଗ ସାହିର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧି ଜୁଆଙ୍ଗ (୪୫), ସିଙ୍ଗା ଜୁଆଙ୍ଗଙ୍କ
Read More...