Yearly Archives

2022

ସନ ରାଇଜ ସ୍ପୋର୍ଟସ କ୍ଲବ ତରଫରୁ ଖେଳକୁଦ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲ୍ ରୋଡ଼ଠାରେ ସନ ରାଇଜ ସ୍ପୋର୍ଟସ କ୍ଲବ ଛତ୍ରପୁର ଆନୁକୂଲ୍ୟରେ ଶନିବାର ଏକ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କ ମଧ୍ୟରେ ଜୁନିୟର ଦୌଡ଼ ପ୍ରତିଯୋଗିତାରେ ଛାତ୍ରଦଳରେ କୃଷ୍ଣସ୍ୱାଇଁ ଓ…
Read More...

ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ

ଠାକୁରଙ୍କ ରଥ ବିଜେନଗର ପରିକ୍ରମା ବେଳେ ଉଦଣ୍ଡକୀର୍ତ୍ତନରେ ଛତ୍ରପୁର ସହର ମୁଖରୀତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସତସଙ୍ଘବିହାର ପରିସରରେ ବର୍ଣ୍ଣାଢ୍ୟ ପଟୁଆରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ପାଳନ ବିଧିବଦ୍ଧ ଭାବେ ରବିବାର ପ୍ରତ୍ୟୁଷରୁ…
Read More...

କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶନିବାର ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ଗ୍ରାମର ଶ୍ରୀ ଚନ୍ଦ୍ରଶେଖର…
Read More...

ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କୁ ‘ସପ୍ତଶଯ୍ୟା ସମ୍ମାନ’ରେ ସମ୍ବର୍ଦ୍ଧିତ

ଢେଙ୍କାନାଳ : ସାଂସ୍କୃତିକ ଅନୁଷ୍ଠାନ 'ଦେବାଂଶୀ ଡ୍ୟାନ୍ସ ଏକାଡେମୀ' ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି 'ସପ୍ତଶଯ୍ୟା ମହୋତ୍ସବ' । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ, ରାଣୀ ସାବିତ୍ରୀ ଦେବୀ ଅତିଥି ଭାବେ ଯୋଗଦେଇ ଏହାକୁ…
Read More...

ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍‌ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି…
Read More...

ଡାକ୍ତରଖାନା ଆଗରେ ନିର୍ମିତ୍ତ ଉଠା ଦୋକାନ ଗୃହକୁ ଉଦ୍‌ଘାଟନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ, (କେପିଏନ୍‌ଏସ୍‌) : ଉପଖଣ୍ଡ ଡାକ୍ତରଖାନା ଗେଟ୍‌ ଆଗରେ ଥିବା ଉଠା ଦୋକାନୀମାନଙ୍କ ଥଇଥାନ ପାଇଁ ନିର୍ମିତ୍ତ ଉଠା ଦୋକାନ ଗୃହକୁ ପାଟଣାଗଡ ବିଧାୟକ ସରୋଜ ମେହେର ଉଦ୍‌ଘାଟନ କରିଥିଲେ । ଏଥିରେ ପାଟଣାଗଡ ଏନ୍‌ଏସିର ଅଧ୍ୟକ୍ଷା ମାନସୀ ବିଶ୍ୱାଲ, ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର,…
Read More...

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମ କରଣବନ୍ଧ ସାହି ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଡାବରଚୁଆ ଗ୍ରାମର ସୁକୁଟା ସର୍ଦ୍ଦାର(୩୭) ବୋଲି ଜଣାପଡିଛି । ସୂଚନା ଅନୁସାରେ, ସେ କରଣବନ୍ଧ ସାହି ନିକଟରେ…
Read More...

ପିଜୁଳି ବଗିଚାରେ ଜୁଆଖେଳ ଚାଲିଥିବା ବେଳେ ପୁଲିସର ଚଢାଉ

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କୋରିଆଁ ଅଞ୍ଚଳର ଏକ ପିଜୁଳି ବଗିଚାରେ ଜୁଆଖେଳ ଚାଲିଥିବା ବେଳେ ପୁଲିସ ସେଠାରେ ଅତର୍କିତ ଚଢ଼ଉ କରି ୪ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନ ବଜାରର ମଙ୍ଗୁଳିଆ…
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ଗଦା ଗଦା ସଂଦେହ ଏବେ ବି ଜନସାଧାରଣରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ଗଦା ଗଦା ସଂଦେହ ଏବେ ବି ଜନସାଧାରଣରେ ଘୁରି ବୁଲୁଛି । ଗୋବିନ୍ଦ ସାହୁକୁ ଉଦ୍ଧାର କରାଯାଇ ଡାକ୍ତରଖାନା ନେବା ବେଳେ ସେ ବଂଚିଥିଲା ଓ ତାର ନିଶ୍ୱାସ ପ୍ରଶ୍ୱାସ ଚାଲିଥିଲା ବୋଲି…
Read More...

ପ୍ରଥମ କରି ବଲାଙ୍ଗିର ସହରରେ ଆରମ୍ଭ ହେଲା ଓପନ୍‌ ଜୁମ୍ବା : ଯୋଗ ଦେଲେ ଶତାଧିକ ଯୁବପିଢି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପ୍ରଥମ କରି ବିଙ୍ଗ ଷ୍ଟ୍ରଙ୍ଗ ଫିଟ୍‌ନେସ କ୍ଲବ ପକ୍ଷରୁ ସ୍ଥାନୀୟ ଜୋଗର୍ସ ପାର୍କରେ ଓପନ ଜୁମ୍ବା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଓପନ ଜୁମ୍ବାରେ ସହରର ଶତାଧିକ ଯୁବପିଢି ସାମିଲ ହୋଇଥିଲେ । ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ୍‌ର ପରିଚାଳକ ଶୁଭମ…
Read More...