Yearly Archives

2022

ସିଆର୍‌ପିଏଫ୍‌ ଗୃପ ସେଣ୍ଟର ସମ୍ବଲପୁର ତରଫରୁ ବିଶାଳ ବାଇକ ର‍୍ୟାଲି କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଲୌହ ପୁରୁଷ ସର୍ଦାର ବଲ୍ଲବ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ୩୧ ଅକ୍ଟୋବରକୁ ସାରା ଭାରତରେ "ରାଷ୍ଟ୍ରୀୟ ଏକତା ଦିବସ" ଭାବରେ ପାଳନ କରାଯାଏ । ଏହି ଅବସରରେ "କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ" ଗୃପ
Read More...

୧୦ ପୁରୁଷ ଓ ୧୦ ମହିଳା ଦାଦନ ଶ୍ରମିକଙ୍କ ସହ ୭ ଶିଶୁ ଶ୍ରମିକ ଉଦ୍ଧାର : ସର୍ଦ୍ଧାର ଓ ସହଯୋଗୀ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ବଗଲାବନ୍ଦ ଗାଁର ଜନୈକ ଦାଦନ ସର୍ଦ୍ଧାର ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ପାଇଁ ବାହ୍ୟ ଜିଲ୍ଲାରୁ ୨୭ ଜଣ ଦାଦନ ଶ୍ରମିକକୁ ଆଣି ନିଜ କ୍ଷେତରେ ରଖିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୁଲିସ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ
Read More...

ବଲାଙ୍ଗିର ଠାରେ ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ସ୍ଥିତ ଗାନ୍ଧୀ ଷ୍ଟାଡିୟମ ଠାରେ ଫିଟ୍‌ ଇଣ୍ଡିଆ ଫ୍ରିଡମ୍‌ ରନ୍‌ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ରେଡକ୍ରସ ସୋସାଇଟି ଏବଂ ଜିଲ୍ଲା ପରିବହନ ବିଭାଗର ସହଯୋଗରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଫିଟ୍‌ ଇଣ୍ଡିଆ ଫ୍ରିଡମ ରନ କାର୍ଯ୍ୟକ୍ରମରେ
Read More...

ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ଭୁବନେଶ୍ୱର : ରାଜ୍ୟ ସରକାର ହାଇସିକ୍ୟୁରିଟି ରେଜିଷ୍ଟ୍ରସନ ନଂ ପ୍ଲେଟ ଅବଧି ବଢାଇଛନ୍ତି । ୧, ୨, ୩, ୪ ଗାଡିର ଶେଷ ନଂ ଥିଲେ ନଭେମ୍ବର ୩୦ ତାରିଖକୁ ଏହାର ଅବଧି ବଢାଯାଇଛି । ସେହିପରି ୫, ୬ ନମ୍ବର ଥିଲେ ଏହାର ଅବଧି ଡିସେମ୍ବର ୩୧ ତାରିଖକୁ ବଢାଯାଇଛି । ଗାଡିର ଶେଷ ନଂ ୭ ଓ ୮ ଥିଲେ ୨୦୨୩
Read More...

ଓଏସ୍‌ଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ଦଳକୁ ରାଜ୍ୟସ୍ତରୀୟ ପୁରସ୍କାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ଅବସ୍ଥିତ ଓଏସ୍‌ଏପି ଅଷ୍ଟମ ବାଟାଲିୟନ ଛତ୍ରପୁର ଓଡିଆର୍‌ଏଫ୍‌ ଦଳକୁ ଭୁବନଶ୍ୱର ସ୍ଥିତ ରବୀନ୍ଦ୍ର କଲ୍ୟାଣ ମଣ୍ଡପ ରାଜ୍ୟସ୍ତରୀୟ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦ୍ୱାରା ସାମୁହିକ ଜଳସାଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦ୍ୱାରା ସାମୁହିକ ଜଳସାଇ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୫ଟି ପରିବାର ଭାଗ ନେଇଥିଲେ । ମଞ୍ଚର ଉପସଭାପତି ବିରଞ୍ଚି ହୋତା ସପତ୍ନୀକ ପୂଜାରେ ବସିଥିଲେ । ସମସ୍ତ ଉପସ୍ଥିତ ବରିଷ୍ଠ ନାଗରିକମାନେ
Read More...

ବଲାଙ୍ଗିର ହସ୍‌ପିଟାଲ ଛକରେ ଥିବା ଏକ ସୁନା ଦୋକାନରୁ ଠକେଇ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ହସ୍‌ପିଟାଲ ଛକରେ ଥିବା ଏକ ସୁନା ଦୋକାନରୁ ଅଭିନବ ଉପାୟରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଉକ୍ତ ସୁନା ଦୋକାନକୁ ଦୁଇ ଜଣ ବ୍ୟକ୍ତି ଆସି ସେମାନେ ସାଙ୍ଗରେ ଆଣିଥବା ଏକ ସୁନା ଚେନ୍‌ ଦୋକାନୀକୁ ଦେଖାଇଥିଲେ
Read More...

୬ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖରେ ଓଡ଼ିଶା କ୍ୟାଡର ୩ ବରିଷ୍ଠ ଆଇଏଏସ୍‌ ଅଫିସର ତଥା ବୋର୍ଡ ଅଫ୍‌ ରେଭିନ୍ୟୁ ମେମ୍ବର ଜିଭିଭି ଶର୍ମା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏବଂ କେନ୍ଦ୍ରୀୟ ଡେପୁଟେସନରେ ଥିବା ଉପେନ୍ଦ୍ର ପ୍ରସାଦ ସିଂ ଅବସର ଗ୍ରହଣ କରିବେ ବୋଲି
Read More...

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଶନିବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବରିଷ୍ଠ ଓଏଏସ୍‌
Read More...

ସ୍ୱର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ପାଟଣାଗଡ, (ଗୋରେଖନାଥ ବରିହା) : ରାଧାକାନ୍ତ ଭୋଇ ଚାରେଟେବୁଲ ଟ୍ରଷ୍ଟ, ଦମକିପାଲି ଆନୁକୁଲ୍ୟରେ ସ୍ୱର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ପ୍ରଥମେ ଦୀପ ପ୍ରଜ୍ୱଳନ ଓ ସ୍ୱର୍ଗତ ଭୋଇଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ମୋହନ ଭୋଇଙ୍କ ସଭାପତିତ୍ୱରେ
Read More...