ଚାଲିଗଲେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ପୁରୋହିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଜଣାଶୁଣା ଯୁବ ବ୍ୟବସାୟୀ ସନ୍ତୋଷ କୁମାର ପୁରୋହିତ (କୁନା)ଙ୍କ ଗତକାଲି ପରଲୋକ ହୋଇଯାଇଥିବା ଜଣାପଡିଛି । ଏହି ଖବର ଶୁଣି ସାରା ସହରରେ ଶୋକର ଛାୟା ଖେଳିଯାଇଥିବା ଜଣାପଡିଛି ।
Read More...
Read More...