Yearly Archives

2022

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ହୋଇଥିବା ବଙ୍ଗୋମୁଣ୍ଡା ୩୬ତମ ଧନୁଯାତ୍ରା ମହୋତ୍ସବରେ ଆୟୋଜକ କମିଟି ପକ୍ଷରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯୁବ ସାମ୍ବାଦିକ ହୁଲେଶ୍ୱରଙ୍କୁ ପ୍ରତିଭାବାନ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି
Read More...

ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଅକ୍ଷୟ କୁମାର ସାହୁଙ୍କ ମାନବିକତା : ଫେରାଇଲେ ଆହତଙ୍କ ପଡିଯାଇଥିବା ଟଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଦାଦିମାଲ ଛକ ଠାରେ ଖଲବହାଲ ଗ୍ରାମର ଦେବାନନ୍ଦ ସରାଫ ମଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ୧୦୮ ଯୋଗେ ଆସିବା ସମୟରେ ଆମ୍ବୁଲାନ୍ସ ଗାଡି ଭିତରେ ତାଙ୍କର ୧୪ ହଜାର ଟଙ୍କା ପଡିଯାଇଥିଲା । ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଅକ୍ଷୟ
Read More...

ରାଜନୈତିକ ଉଷ୍ଣତା ମଧ୍ୟରେ ବି ମାନବିକତା ଭୁଲି ନାହାନ୍ତି ପ୍ରଦୀପ ପୁରୋହିତ : ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନେଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ତାତି ଜୋର ଧରିଥିବା ବେଳେ ନିଜର ମାନବିକତାକୁ ଭୁଲି ନାହାନ୍ତି ପ୍ରଦୀପ ପୁରୋହିତ । ଏହି କ୍ରମରେ ସେ ଜଣେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଆରୋହୀଙ୍କୁ ହସ୍ପିଟାଲ ପଠାଇ ଉଦାହରଣ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ ଆଜି
Read More...

ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର

୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେ ଆରମ୍ଭଟାଟା ଷ୍ଟିଲ ଓ ଜାଗା ମିଶନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀହିଞ୍ଜିଳିକାଟୁ ଓ ଦିଗପହଣ୍ଡି ସଂପୂର୍ଣ୍ଣ ବସ୍ତିମୁକ୍ତ ସହରର ମାନ୍ୟତା ପାଇଲାଡିସେମ୍ବର ୨୦୨୩ ସୁଦ୍ଧା ସାରା ରାଜ୍ୟ ହେବ
Read More...

ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱମ୍ବର ପଟେଲଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍ଏସ) : ଘଷିଏନ୍‌ ସ୍ୱରାଜ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱମ୍ବର ପଟେଲଙ୍କ ୭୯ ବର୍ଷ ବୟସରେ ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଜଣେ ଅତ୍ୟନ୍ତ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ଗରିବ ଛାତ୍ରମାନଙ୍କୁ ନିଜ ଦରମାରୁ ଟଙ୍କା, ବହି ଓ ପୋଷାକ ଦେଇ
Read More...

ଅଦ୍ୱିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ସୋନପୁର ପରିସରରେ ଜିଲ୍ଲା ସ୍ତରୀୟ ଅଦ୍ୱିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ୨ ଦିନିଆ ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର
Read More...

ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ହେମନ୍ତ ସାହୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (ଓଡ଼ିଶା ସାମ୍ବାଦିକ ୟୁନିଅନ ସହବନ୍ଧିତ) ତରଫରୁ ଘୋଷଣା କରାଯାଇଥିବା ପ୍ରଥମ ମହମ୍ମଦ ଅସଲମ୍‌ ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ହେମନ୍ତ ସାହୁ । ସ୍ୱର୍ଗତ ମହମ୍ମଦ ଅସଲମ୍‌ ଥିଲେ କଳାହାଣ୍ଡିରେ ସାମ୍ବାଦିକଙ୍କ
Read More...

ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା

ନୂଆପଡ଼ା, (ନିରାକାର ମେହେର) : ଦୁଷ୍କର୍ମ ପରେ ଜଣେ ନାବାଳିକାଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ ପାଇଁ ନାବାଳିକାଙ୍କୁ ମାଟିତଳେ ପୋତି ଦେଲେ ଦୁର୍ବୃତ୍ତ । ତେବେ ଏହା ନୂଆପଡ଼ା ସଦର ଥାନା ରତିପାଲି ଗାଁରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳିକାଙ୍କ
Read More...

ମାଧିଆପାଲି ଠାରେ ସଦର ପୋଲିସ ପକ୍ଷରୁ ୱାରେଣ୍ଟ ଲାଗିଥିବା ୨ ପଳାତକ ଆସାମୀଙ୍କ ଘର ସମ୍ମୁଖରେ ସମ୍ପତ୍ତି ବାଜ୍ୟାତି କରଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାରେଣ୍ଟ ଖିଲାପି ଲାଗି ବଲାଙ୍ଗିର ଏସ୍‌ଡିଜିଏମ୍‌ କୋର୍ଟ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାଧିଆପାଲିର ୨ ଜଣ ବ୍ୟକ୍ତିଙ୍କୁ ପଳାତକ ଆସାମୀ ଘୋଷିତ କରିଥିବା ବେଳେ ଆଜି ସଦର ଥାନା ପୋଲିସ ପକ୍ଷରୁ ମାଧିଆପାଲି ଠାରେ ଏସ୍‌ଡିପିଓ ତୋଫାନ ବାଗ ଓ ସଦର ଆଇଆଇସି
Read More...

ଗନ୍ଧରେଲ ଠାରେ ସଦର ପୋଲିସ ପକ୍ଷରୁ ୱାରେଣ୍ଟ ଲାଗିଥିବା ପଳାତକ ଆସାମୀଙ୍କ ଘର ସମ୍ମୁଖରେ ସମ୍ପତ୍ତି ବାଜ୍ୟାତି କରଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାରମ୍ବାର କୋର୍ଟର ସମନ ଆସି ୱାରେଣ୍ଟ ଜାରି ହେବା ପରେ ମଧ୍ୟ କିଛି ବ୍ୟକ୍ତିି କୋର୍ଟରେ ହାଜିର ହଉ ନାହାନ୍ତି । ତେବେ ସେମାନଙ୍କୁ କୋର୍ଟ ୱାରେଣ୍ଟ ଖିଲାପି ଲାଗି ପଳାତକ ଘୋଷିତ କରିଥିବା ବେଳେ ସେମାନଙ୍କର କିଛି ଲିଷ୍ଟ ବାହାର କରାଯାଇ ବଲାଙ୍ଗିର ଏସ୍‌ପିଙ୍କ
Read More...