Yearly Archives

2022

ରାଜପୁତ ସମାଜର ଚେରି ଟେବୁଲ ଟ୍ରଷ୍ଟ ଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଡୋଶୀ ଗାଇସିଲେଟ ବ୍ଲକ ଜାମୁଟବାହାଲ ଗ୍ରାମର ପୂର୍ଣ୍ଣନନ୍ଦ ଠାକୁରଙ୍କ ଆବାହକତ୍ୱରେ ପଦ୍ମପୁର ଉପଖଣ୍ଡସ୍ତରୀୟ ରାଜପୁତ ସମାଜର ଏକ ବୈଠକ ନୃସିଂହନାଥରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆବାହକ ଶ୍ରୀ ଠାକୁର ସଭାପତିତ୍ୱ କରିଥିଲେ । ରାଜପୁତ ସମାଜର ସାମୁହିକ…
Read More...

ଜଲିଆ ଓସ୍ତାଲି ଡ୍ୟାମର ଉନ୍ନତି ଓ କେନାଲ ମରାମତି ଦାବୀରେ ଚାଷୀଙ୍କ ଜଳ ସତ୍ୟାଗ୍ରହ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଜଲିଆ ଗାଁରେ ଥିବା ଓସ୍ତାଲି ଡ୍ୟାମର ଉନ୍ନତି ଓ କେନାଲ ମରାମତି ଦାବୀରେ ଚାଷୀମାନେ ଜଳ ସତ୍ୟାଗ୍ରହ କରିଛନ୍ତି । ସୋମବାର ଶିପୁନ ଖମାରୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ପ୍ରଥମେ ଏକ ଶୋଭାଯାତ୍ରରେ ଆସି ଓସ୍ତାଲି ଡ୍ୟାମ ନିକଟରେ…
Read More...

ପଦ୍ମପୁର ଉପନିର୍ବାଚନ : ନାମାଙ୍କନ ପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ, ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ଭରିଲେନି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନକୁ ନେଇ ଉଠୁଛି ପଡୁଛି ଅଞ୍ଚଳ । ଆଜି ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଦଳ ବଳ ସହିତ ଠାଟ ପଟୁଆରରେ ଦୋରା ପେଟ୍ରୋଲ ପମ୍ପ ପଡିଆରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।…
Read More...

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ୪ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି କରାଇ ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ନେଇ ଠକେଇ କରିବା ସହ ଧମକଚମକ ଦେବା ଅଭିଯୋଗରେ ବଲାଙ୍ଗିର ଟାଉନ ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ଛତ୍ରିଆ(୩୩),…
Read More...

ତାଲୁକ ଆଇନ ସେବା ପକ୍ଷରୁ ଶିଶୁ ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ତାଲୁକ ଆଇନ ସେବା ସହାୟତା ସମିତିର ଅଧ୍ୟକ୍ଷତାରେ ସ୍ଥାନୀୟ ରମାଇଁ ହାଇସ୍କୁଲ ଠାରେ ଶିଶୁ ଦିବସ ଅବସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ସିଭିଲଜଜ୍ ଅରୁଣ କୁମାର ପଟ୍ଟନାୟକ,…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଓ ଶିଶୁ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି ।…
Read More...

ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବରେ ଘୋଷଣା

ଟିଟିଲାଗଡ, (କେପିଏନ୍‌ଏସ୍‌) : ସଞ୍ଚୟ ପକ୍ଷ-୨୦୨୨ର ଅନ୍ତିମ ଦିନରେ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଜଗୁଆ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଗ୍ରାମ ବା ସଂମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମ ଭାବରେ ଘୋଷଣା କରାଯାଇଛି । ଗ୍ରାମରେ ଥିବା ଜନ୍ମରୁ ୧୦ ବର୍ଷ ପର୍ଯ୍ୟନ୍ତ ବୟସର ସମସ୍ତ ୧୧୬ ଜଣ କନ୍ୟା…
Read More...

ଡୁମ୍ବେରବାହାଲ ସ୍କୁଲରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ଶିଶୁ ହେଉଛି ଭବିଷ୍ୟତର ନାଗରିକ । ତେଣୁ ଶିଶୁର ଉନ୍ନତି ହେଲେ ଦେଶର ଉନ୍ନତି ହେବ ଓ ଶିକ୍ଷାର ଉନ୍ନତି ହେଲେ ଶିଶୁମାନଙ୍କ ଉନ୍ନତି ହେବ ବୋଲି ଡୁମ୍ବେରବାହାଲ ସ୍କୁଲରେ ଅନୁଷ୍ଠିତ ଶିଶୁ ଦିବସ ପାଳନ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।…
Read More...

୧୦ତମ ମାଣବସା ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗ୍ରାମର ପ୍ରହରୀ ମଣ୍ଡପ ଠାରେ ଆଜି ମାଣବସା ଲକ୍ଷ୍ମୀ ପୂଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶଙ୍କର ନାଗଙ୍କ ସଭାପତିତ୍ୱରେ…
Read More...

୫୬ତମ ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ ଅନ୍ତର୍ଗତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁଦିବସ ଅବସରରେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ…
Read More...