Monthly Archives

November 2022

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ମାର୍ଗଶୀର ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସର୍ମ୍ପକ ବିଭାଗ
Read More...

ଜଳେଶ୍ୱର ସବଡିଭିଜନ କ୍ରିୟାନୁଷ୍ଠାନ କମିଟି ଗଠିତ

ଜଳେଶ୍ୱର : ଉତ୍ତର ବାଲେଶ୍ୱର ଅଞ୍ଚଳରେ ଥିବା ଜଳେଶ୍ୱର, ବସ୍ତା, ଭୋଗରାଇ ଓ ବାଲିଆପାଳ ଅଞ୍ଚଳର ବୁଦ୍ଧିଜୀବୀ ଓ ସମାଜସେବୀମାନଙ୍କୁ ନେଇ ଜଳେଶ୍ୱର ସବଡିଭିଜନ କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଯାଇଛି । ଏହି ଅବସରରେ ସୁବର୍ଣ୍ଣରେଖା ହୋଟେଲ ଠାରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଉଚ୍ଚ
Read More...

୨୮ ଗ୍ରାମ ଡ୍ରଗ୍ସ ଜବତ : ୧ ଗିରଫ

ଯାଜପୁର : ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହର ନିକଟ ମକେଇପୁର ଠାରେ ଜଣେ ଯୁବକଙ୍କ ଠାରୁ ୨୮ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି । ଯାହାର ମୂଲ୍ୟ ୨ ଲକ୍ଷ ୮୦ହଜାର ହେବ । ସୂଚନା ଅନୁସାରେ, ଯୁବକ ଜଣକ ହେଲେ ପଣଷା ପଞ୍ଚାୟତ ଆଙ୍କୁଲା ଗ୍ରାମର ଶ୍ରୀତମ କୁମାର ଯେନା(୨୩) ।
Read More...

ନୂଆଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଗତକାଲି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରାଜଧାନୀରେ ରାତି ପ୍ରାୟ ସାଢେ ୯ଟା ସମୟରେ ୨.୫ ତୀବ୍ରତାର ଏକ ଭୂମିକମ୍ପ ଘଟିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ନୂଆଦିଲ୍ଲୀର ୮ କିଲୋମିଟର ପଶ୍ଚିମରେ ଏକ ଭୂମିକମ୍ପ ଘଟିଛି,
Read More...

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ ଫସଲ

ଆଠମଲ୍ଲିକ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ, ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା
Read More...

ଓଡ଼ିଆ ସିନେ ଶିଳ୍ପରେ ଚହଳ ସୃଷ୍ଟି କରିବ ସିନେମା ‘ଖରା’

ବଲାଙ୍ଗିର, (କେପଏନ୍‌ଏସ୍‌) : ଗ୍ରୀଷ୍ମ ପ୍ରବାହକୁ ଆଧାର କରି ସୃଷ୍ଟି ହୋଇଛି ଓଡ଼ିଆ ସିନେମା ‘ଖରା’ । ଏହା ଓଡିଆ ସିନେ ଶିଳ୍ପ ଜଗତରେ ଚହଳ ସୃଷ୍ଟି କରିବ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି । ଶ୍ରେଷ୍ଠ ଆନ୍ତର୍ଜାତୀୟ ସିନେମା ମହୋତ୍ସବରେ ‘ଖରା’ ଚଳଚ୍ଚିତ୍ର ମନୋନୀତ ହୋଇଥିବା ନେଇ ସୂଚନା
Read More...

ବରଗଡ ଏସ୍‌ପି କ’ଣ ବିଜେଡି ପାଇଁ କାମ କରିବା ନିଷ୍ପତ୍ତି ନେଇଛନ୍ତି କି ? : ଜୟ ନାରାୟଣ ମିଶ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲଗାତାର ତିନି ଦିନ ହେଲାଣି ଆମେ ଦେଖୁଛୁ ବରଗଡ ଏସ୍‌ପିଙ୍କ ନେତୃତ୍ୱରେ ବରଗଡ ଜିଲ୍ଲା ପୋଲିସ ବିଜୁ ଜନତା ଦଳକୁ ସୁହାଇଲା ଭଳି କାର୍ଯ୍ୟକଳାପ କରୁଛି । ବିଜୁ ଜନତା ଦଳ ଗୋଟିଏ ପଟରେ ଅଶାନ୍ତି, ହିଂସାତ୍ମକ କାର୍ଯ୍ୟକଳାପ କରୁଥିବା ବେଳେ ଜିଲ୍ଲା ପୋଲିସ
Read More...

ଚାଲିଛି ଦାଦନ ଚାଲାଣ ପ୍ରଶାସନ ଚୁପ୍ : ଗାଁ ଗାଁରେ ଦଲାଲ ରାଜ୍, ଦିନ ଦ୍ୱିପହରରେ ବସ୍‌ ଯୋଗେ ଦାଦନ ଚାଲାଣ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ସିନାପାଲି ଅଞ୍ଚଳରୁ ଦିନ ଦ୍ୱିପହରରେ ବସ୍‌ ଯୋଗେ ଦାଦନ ଚାଲାଣ ଚାଲିଥିବା ଜଣାପଡିଛି । ହେଲେ ଜିଲ୍ଲା ପ୍ରଶାସନ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଥିବା ସଚେତନ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି । ପ୍ରକାଶ ଯେ, ସିନାପାଲିରୁ
Read More...

ଚାଷୀମାନଙ୍କ ହକ ନ୍ୟାୟ ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ବାଇକ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କ ହକ ନ୍ୟାୟ ପାଇଁ ରାଜବୋଡାସମ୍ବର କୃଷକ ସଂଗଠନ ଦୀର୍ଘ ୧୩ ବର୍ଷ ହେଲା ଲଢେଇ କରି ଆସୁଅଛି ଓ ସଫଳ ମଧ୍ୟ ହୋଇଛି । ଦୀର୍ଘ ୧୪ ମାସ ହେଲା ବିଭିନ୍ନ ଦାବୀ ନେଇ ସଂଗଠନ ବନ୍ଦ ଡାକରା, ଗଣଧାରଣା, ରେଳରୋକ ତଥା ବିଭିନ ମାଧ୍ୟମରେ ଆନ୍ଦୋଳନ ଜାରି
Read More...

ବିଧାନସଭାରେ ଗର୍ଜିଲେ ବିଧାୟକ ସାଲୁଜା : ରାଣୀପୁର ଝରିଆଲ ପ୍ରସଙ୍ଗ ଉଠାଇଲେ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବିଧାନସଭାରେ ଗର୍ଜିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ରାଣୀପୁର ଝରିଆଲ ପ୍ରତି ଅବହେଳା କରାଯାଉଥିବା ପ୍ରସଙ୍ଗ ଉଠାଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି
Read More...