Daily Archives

ଜୁଆ ଆଡ୍ଡା ଉପରେ ଚଢାଉ : ୫ ଜୁଆଡ଼ି ଗିରଫ

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ହାଟରେ ଅନୁଷ୍ଠିତ ମେଳା ପାର୍ଶ୍ଵରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଲକ୍ଷ୍ମୀପାଟଣା ଫାଣ୍ଡି ଓ ଭୋଗରାଇ ଥାନା ପୋଲିସ ମିଳିତ ଭାବେ ଚଢାଉ କରିଥିବା ବେଳେ ଚଢାଉ ବେଳେ ନଗଦ ୨୪ ହଜାର ୩୯୫ ଟଙ୍କା ଜବତ ହୋଇଥିବା ଜଣାପଡିଛି । ଏହା ସହ ୫ ଜଣଙ୍କୁ…
Read More...

ଯୁଧିଷ୍ଠିର ମିଶ୍ର ସ୍ମାରକୀ କପ୍‌ର ଦ୍ଵିତୀୟ ଦିନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ସ୍ମାରକୀ ଅନ୍ତଃ ବିଭାଗ କ୍ରିକେଟ କପ୍‌ର ଆଜି ଦ୍ଵିତୀୟ ଦିନ ଥିଲା । ଆଜି ବିଶ୍ୱବିଦ୍ୟାଳୟର ବି.ଇ.ଡି ବିଭାଗ ବନାମ ଓଡ଼ିଆ ବିଭାଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍‌ରେ…
Read More...

ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କଲେ ଶୁଭସ୍ମିତା ମହାନ୍ତି

କୋରାପୁଟ : ସର୍ବ ଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାସଲ କରିଛନ୍ତି ଶୁଭସ୍ମିତା ମହାନ୍ତି । କୋରାପୁଟ ଜିଲ୍ଲା ପୁଲିସ ବିଭାଗରେ ସେ କନଷ୍ଟେବଳ ଭାବେ କାର୍ୟ୍ୟ କରୁଛନ୍ତି । ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ…
Read More...

ବିଭିନ୍ନ ଦାବୀ ନେଇ ପାଚକ ପାଚିକା ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ୯ ଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ସହିତ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ…
Read More...

ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଲୋକକୁ କାବୁ କଲେ ଉପସ୍ଥିତ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର କୋର୍ଟର ବିଚାରାଧୀନ ପରିସରରେ ବିଚାରଣାର ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ କରି ଗିରଫ ହୋଇଥିବା ଜଣାପଡିଛି । ଶୁଣାଣି ଚାଲିଥିବା ବେଳେ ସୋମବାର ଏସ୍‌ଡ଼ିଜେଏମ୍‌ ପ୍ରଜ୍ଞା ପରମିତା ପତିହାରୀଙ୍କୁ ଛୁରୀ…
Read More...

କପି ଚେକିଙ୍ଗ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଧାରଣାରେ ଛାତ୍ରଛାତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାଲିଆବୋଲକାଟେଣୀ ବଂଶୀଧର ସରକାରୀ ହାଇସ୍କୁଲରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଅଭିଯୋଗ ଅନୁସାରେ, ଏବେ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଚାଲିଛି…
Read More...

ଭୁବନେଶ୍ଵରରେ ‘ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା ଭୁଲିଆ ସମାଜ…

ପାଟଣାଗଡ଼, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଭୁଲିଆ ସମାଜର ଏକ ପ୍ରତିନିଧି ଦଳ ପାଟଣାଗଡ଼ ଭୁଲିଆ ଧର୍ମଶାଳାର ଉପସଭାପତି ରାଜେଶ ମେହେର ଓ ନଗର ସଭାପତି ପ୍ରଫୁଲ୍ଲ ମେହେରଙ୍କ ନେତୃତ୍ୱରେ ଭୁଲିଆ ସମାଜର କିଛି ବଦାନ୍ୟ ବ୍ୟକ୍ତି ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ ମେହେରଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ମେହେର ସମାଜ

୨୦୨୪ରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ରାଜ୍ୟସ୍ତରରେ ଆୟୋଜନ କରାଯିବଭୁବନେଶ୍ୱରରେ ଗଙ୍ଗାଧର ଭବନ ପାଇଁ ସରକାର ଜମି ଯୋଗାଇ ଦେବେ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର ଗର୍ବ ଓ ଗୌରବ । ତାଙ୍କର ଅନନ୍ୟ…
Read More...

ବିଜେଡ଼ି ନେତା ଶରତ ଚନ୍ଦ୍ର ପୁଝାରୀଙ୍କ ଦେହାନ୍ତ

ମ.ରାମପୁର, (ହେମନ୍ତ ସାହୁ) : ଆଜି ସକାଳେ ନିଜ ବାସଭବନ ଡ଼ମ କର୍ଲାଖୁଣ୍ଟା ପଞ୍ଚାୟତର ପାଜିବାହାଲି ଗ୍ରାମ ଠାରେ ଶରତ ଚନ୍ଦ୍ର ପୁଝାରୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ସ୍ତ୍ରୀ ଚଞ୍ଚଳା ପୁଝାରୀ, ବଡ଼ ପୁଅ ଆଶିଷ ପୁଝାରୀ, ସାନ ଝିଅ ତନିଶା ପୁଝାରୀ, ପୁତୁରା ଗିରି ପୁଝାରୀ,…
Read More...

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୨୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ବିଭିନ୍ନ ୦୮ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ…
Read More...