Daily Archives

ସିଆର୍‌ପିଏଫ୍‌ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଉର୍ଲାଦାନୀ ଠାରେ ଥିବା ସିଆର୍‌ପିଏଫ୍ ବି ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ସୂର୍ଯ୍ୟକାନ୍ତ ମିଶ୍ର ମୁଖ୍ୟ
Read More...

ମହାକାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସା ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ମହାକାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆଜି ଚନ୍ଦ୍ରଗ୍ରହଣ ହେତୁ ରାତ୍ର ୩ଟାରୁ ଭକ୍ତ, ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ପ୍ରାଚୀନ ଓଡିଶାର ନୌବାଣିଜ୍ୟର ପ୍ରତୀକ ପରମ୍ପରା ଅନୁଯାୟୀ କଦଳୀ ପଟୁକା, କାଗଜ, ରଙ୍ଗିନ ଜରି ଓ ସୋଲ ନିର୍ମିତ (ବୋଇତ)
Read More...

ସିଆର୍‌ପିଏଫ୍‌ ଯବାନଙ୍କ ଦ୍ଵାରା ସିଭିଲ ଏକସନ୍ ପୋଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କେର୍ମେଲାବାହାଲ ଓ ବରତୁଣ୍ଡା ସିଆର୍‌ପିଏଫ୍ କେମ୍ପ୍ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଞ୍ଚଳର ଗରିବ ଲୋକଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆର୍‌ପିଏଫ୍
Read More...

ଯୁବ କୁଲୁତା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ) : ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ଏକ ସାଧାରଣ ସଭା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନଭେମ୍ବର ୨୭ ତାରିଖରେ ଅଗ୍ରେସନ ଭବନଠାରେ ଯୁବ କୁଲୁତା ସମାଜ ତରଫରୁ
Read More...

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଂଚ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିନ ଥିଲା ବେଶ ମନୋଲୋଭା । ପୂର୍ବଦିନ ଭଳି ଚତୁର୍ଥ ଦିନ ବି କଂସଙ୍କ ରାଜୁତି ଦେଖିବାକୁ ମିଳିଥିଲା । ପୁତୁନା, ବକାସୁର, ଷଣ୍ଢାସୁର ବଧକୁ ନେଇ କଂସ
Read More...

ଅର୍ଜୁନୀ ନଦୀ କୂଳରେ ବଡ ଭାଇର ଜୀବନ ନେଲା ମଝିଆ ଭାଇ

କଂଟାବାଂଜି, (ଗୁରୁଦୟାଲ ହଂସ) : ଅର୍ଜୁନୀ ନଦୀ କୂଳରେ ବଡ ଭାଇର ଜୀବନ ନେଲା ମଝିଆ ଭାଇ । ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କନ୍ଦେଇ ପଂଚାୟତର କନ୍ଦେଇ ଗାଁରେ । ଘଟଣାସ୍ଥଳର ଅନୁସଂଧାନରୁ ଜଣାଯାଏ ଯେ, ଫୁଲ ପ୍ରସାଦ ବାଗ(୩୫) ପିତା- ଚେରୁ ବାଗ ମଂଗଲବାର ସକାଳୁ
Read More...

ତୁରେକେଲା କାର୍ତ୍ତିକ ପୂର୍ଣ୍ଣିମା ମୀନାବଜାର ଦୋଳିରେ ଅଘଟଣ : ଅସାବଧାନତା ଯୋଗୁଁ ଜଣେ ମୃତ

କଂଟାବାଂଜି (ଗୁରୁଦୟାଲ ହଂସ) : ତୁରେକେଲା କାର୍ତ୍ତିକ ପୂର୍ଣ୍ଣିମା ମୀନାବଜାର ଦୋଳିରେ ଅଘଟଣ ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଳିଥିବା ଖବର ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ତୁରେକେଲା ସଦର ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମୀନାବଜାର ପଡିଥିଲା । ଗତ
Read More...

‘ଆମେ ଓଡ଼ିଆ’ର ‘ବାଜି ରାଉତ ଜାତୀୟ ଫୁଟବଲ କପ୍‌ ଟୁର୍ଣ୍ଣାମେଣ୍ଟ’ : ଫାଇନାଲରେ ପରସ୍ପରକୁ ଭେଟିବେ ଗୋଆ ଓ ରାଜସ୍ଥାନର…

ଆଜି ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଆସାମର ବୋଡୋଲ୍ୟାଣ୍ଡ ବିଜୟୀଆସନ୍ତା ୮ ତାରିଖରେ ତାଳଚେର ଏମ୍‌ସିଏଲ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏବଂ ରାଜସ୍ଥାନ ୟୁନାଇଟେଡ଼ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଦେଶର
Read More...

କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କୋଏଲ ନଗରର କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଟାଉନ ପୋଲିସକୁ ମିଳିଲା ବଡ ସଫଳତା : ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ଧରାପଡିଲେ ୬ ଜଣ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଟାଉନ ପୋଲିସ ଦ୍ୱାରା ୬ ଜଣ ଲୁଟେରା ଗିରଫ ହୋଇଥିବା ନେଇ ଆଜି ଟାଉନ ଥାନା ପରିସରରେ ଏସ୍‌ଡିପିଓ ତୋଫାନ ବାଗ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସ୍‌ଡିପିଓ ଶ୍ରୀ ବାଗଙ୍କ ସୂଚନା ଅନୁସାରେ ବଲାଙ୍ଗିର ଏସ୍ପିଙ୍କ
Read More...