Daily Archives

ଟିକ୍ରାପଡା ପ୍ରହରୀ ଛକରେ ୪୯ତମ ନାମଯଜ୍ଞ ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବପୁରାତନ ଧାର୍ମିକ ଅନୁଷ୍ଠାନ ଶ୍ରୀକୃଷ୍ଣ ଚୈତନ୍ୟ କୀର୍ତ୍ତନ୍ୟ ମଣ୍ଡଳୀ, ଟିକ୍ରାପଡାରେ ୪୯ତମ ଅହୋରାତ୍ର ନାମଯଜ୍ଞ ଆଜି ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଅନୁଷ୍ଠାନ ଦ୍ୱାରା ଅନବରତ ଭାବରେ ଆଜକୁ ୪୯ ବର୍ଷ ଧରି ପିଢି ପରେ ପିଢି
Read More...

ପେଟ୍ରୋଲିଙ୍ଗ ବେଳେ ଅବକାରୀ ବିଭାଗ ଦ୍ୱାରା କଫ ସିରଫ ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ତଥା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କଂଟାବାଂଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ ଓ ପାଟଣାଗଡ ଅବକାରୀ ଥାନା ଦ୍ୱାରା ପେଟ୍ରୋଲିଙ୍ଗ ବେଳେ ଶୁକ୍ରବାର ଦିନ ପୂର୍ବାହ୍ନରେ କଂଟାବାଂଜି ବସଷ୍ଟାଣ୍ଡ ନିକଟରୁ ୯ ଲିଟର ୫୦୦ ମିଲିଲିଟର
Read More...

ଶ୍ରୀମନ୍ଦିରରେ ପଞ୍ଚୁକ ବ୍ରତ ପାଳନ : ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିବା ବେଳେ ଦୀର୍ଘ ଦୁଇ ବର୍ଷର ପ୍ରତୀକ୍ଷା ପରେ ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ସକାଳୁ ସକାଳୁ ଦ୍ୱାରଫିଟା ପରେ ମଙ୍ଗଳ
Read More...

ବଲାଙ୍ଗିରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପୁର୍ବତନ ସାସଂଦ ତଥା ବର୍ତ୍ତମାନର ଓଡିଶା ରାଜ୍ୟ ଗୃହ ନିର୍ମାଣ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ବଲାଙ୍ଗିର ଠାରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରୁ ବିଜୁ ପଟ୍ଟନାୟକଙ୍କ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗିର ଦୁଲ୍‌ଦୁଲି କଳାପରିଷଦକୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବଲାଙ୍ଗିର ଦୁଲ୍‌ଦୁଲି କଳାପରିଷଦକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ରାଷ୍ଟ୍ରୀୟ ଆଦିବାସୀ ମହୋତ୍ସବରେ ବଲାଙ୍ଗିରର ଦୁଲଦୁଲି କଳା ପରିଷଦ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା
Read More...

ପୂର୍ବତନ ସୈନିକ ସୁବେଦାର ରାଧେଶ୍ୟାମ ବଗର୍ତ୍ତିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ନିବାସୀ ତଥା ଭାରତୀୟ ସେନାର ପୂର୍ବତନ ସୈନିକ ସୁବେଦାର ରାଧେଶ୍ୟାମ ବଗର୍ତ୍ତି (୮୩)ଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଭାରତୀୟ ସେନାରେ ସେବା କଲା ପରେ ତାଙ୍କ ପରିବାର ସହିତ ରହୁଥିଲେ । ଦୀର୍ଘ ଦିନରୁ ସେ ସ୍ୱାସ୍ଥ୍ୟଜନିତ କାରଣରୁ
Read More...

ଆଞ୍ଚଳିକ ଧନୁଯାତ୍ରା ପାଇଁ କଳାକାର ବରଣ

ଝାରମୁଣ୍ଡା : ଆସନ୍ତା ଡିସେମ୍ବର ୧୫ ତାରିଖରୁ ହେବାକୁ ଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଝାରମୁଣ୍ଡା ଗାଁରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ସୋମବାର କଳାକାର ବରଣ କରାଯାଇଛି । କଂସ ଭୂମିକା ପାଇଁ ବିଜୟ ଦତ୍ତ, ମନ୍ତ୍ରୀ ସୁଦାମ ପଧାନ, ଉଗ୍ରସେନ ନବୀନ ଷାଣ୍ଢ, ଚାଣୁର
Read More...

ହାଟପଦାପଡାରେ ହେବ କଲ୍ୟାଣ ମଣ୍ଡପ : ଡବ୍ଲୁଓଡିସି ଅଧ୍ୟକ୍ଷ

ଟିଟିଲାଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ସଇଁତଲା ଗସ୍ତ ସମୟରେ ଟିଟିଲାଗଡ ହାଟପଦାପଡାର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ ।
Read More...

ଢୋଲମାନ୍ଦଲ ଗ୍ରାମରେ ଦାଦନ ଶ୍ରମିକ ଚାଲାଣ ରୋକିବା ନେଇ ସଚେତନତା ଶିବିର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ଥାନା ଢୋଲମାନ୍ଦଲ ପଞ୍ଚାୟତ ସଦର ଗ୍ରାମରେ ସୋମବାର ଦାଦନ ଶ୍ରମିକ ଚାଲାଣ ରୋକିବା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ମରାଣ୍ଡି, ତୁରେକେଲା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଏଡ୍‌ଏଟ୍‌ ଆକ୍ସନ
Read More...

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାଟପଦାପଡା ମେଟାକାନୀ ମନ୍ଦିର କମିଟି ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଚବିଶ ପ୍ରହର ନାମଯଜ୍ଞ ପାଇଁ ଗୁରୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ସଂଖ୍ୟାରେ ମହିଳାମାନେ ଏଥିରେ ଭାଗ ନେଇଥିଲେ । ବ୍ରତଧାରୀମାନେ କଳସ
Read More...