Daily Archives

ମ.ରାମପୁର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଫୁଟବଲ୍ କ୍ଲବ୍ ଆନୁକୂଲ୍ୟରେ ଆଜି ମ.ରାମପୁର ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ
Read More...

ସଡ଼କ ଦୁର୍ଘଟଣାରେ ଜଲିଲ ଦାଉଦ୍‌ଙ୍କ ମୃତ୍ୟୁ : ଗ୍ରାମରେ ଶୋକାକୁଳ ପରିବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମର ଜଲିଲ୍ ଦାଉଦ୍‌ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ମଟର ସାଇକେଲରେ ଜଲିଲ ମଣ୍ଡୋସିଲ୍‌ରୁ ନିଜ ଝିଅର ଜନ୍ମଦିନ ପାଳନ ପାଇଁ ସାମଗ୍ରୀ କିଣି ଫେରୁଥିବା ବେଳେ ଜାମସେଠ
Read More...

ବଲାଙ୍ଗିର ଦିନ୍‌ ଦିବସରେ ନଟରାଜ କଳା ପରିଷଦର ୱିଙ୍ଗ-୬ର ପୋଷ୍ଟର ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦର ସଭାପତି ହରିନାରାୟଣ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍‌ ଦିବସରେ କୋସଲ କଳା ମଣ୍ଡଳର ପୂରୁଣା ମଂଚ ଠାରେ ୱିଙ୍ଗ-୬ର ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନଟରାଜ କଳା ପରିଷଦ ଆଗାମୀ ୧୮,
Read More...

ମୋରାବି ପୋଲ ଦୁର୍ଘଟଣା ଓ ସାଉଥ୍ କୋରିଆର ସିଓଲ ଦଳା ଚକଟାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରର ବୁରାଟ ସ୍ଥିତ ଅଗ୍ରଣୀ ସେସ୍ୱଚ୍ଛାସେବୀ ଅନୁଷ୍ଠାନ ପରିସରରେ ଏକ ଶୋକସଭା ଓ କେଣ୍ଡଲ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଜରାଟର ମୋରାବି ସ୍ଥିତ ଝୁଲା ପୋଲ ଭୁଶୁଡ଼ି ମୃତ୍ୟୁ ବରଣ କରିଥିବା ୧୩୪ରୁ ଅଧିକ ଲୋକ ଏବଂ ସାଉଥ କୋରିଆର ଶିଓଲର
Read More...

ଆଗଲପୁର ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ଆଗଲପୁର ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଉପରବାହାଲ ଠାରେ ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ ଉପସଭାପତି ଅଶୋକ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ଓଷ୍ଟା ସଭାପତି ପୁରନ୍ଦର ଦାଶ, ଜିଲ୍ଲା
Read More...

ବଲାଙ୍ଗିର ଦିନ୍‌ ଉତ୍ସବରେ ଦୁଲୁକିଲା କଳାମଣ୍ଡଳ ପଡିଆ

ଏକତା ଓ ପ୍ରତିବଦ୍ଧତାର ପାଳନ ନିରନ୍ତର ହେଉ : ଅତିଥିଗଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ତାରିଖକୁ ବଲାଙ୍ଗିର ଦିନ୍‌ କମିଟି ମହାସାମରୋହରେ ପାଳନ କରିଛି । ସ୍ଥାନୀୟ କଳାମଣ୍ଡଳ ପଡିଆରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ପଦ୍ମଶ୍ରୀ ଶ୍ରୀନିବାସ
Read More...

ଦେବଶ୍ରୀ ଟ୍ରେଡର୍ସ ପରିଦର୍ଶନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବଲାଙ୍ଗିର ଗସ୍ତରେ ଆସିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କ୍ରମରେ ଆଜି ଅପରାହ୍ନରେ ସ୍ଥାନୀୟ ରାଜୀବନଗର ସ୍ଥିତ ଦେବଶ୍ରୀ
Read More...

କାମ ହେଉଛି ହେଲେ ଫଳକ ନାହିଁ, ଟଙ୍କାଟିଏ ନଦେଇ ବାହାବା ନେଉଛନ୍ତି ରାଜ୍ୟ ସରକାର : ଅଭିଯୋଗ କଲେ ବିଧାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଗକୁ ଆସୁଛି ବିଶ୍ୱକପ ହକି । ଏଥିପାଇଁ ରାଉରକେଲାର ହକି ଷ୍ଟାଡିୟମ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥ ବିନିଯୋଗ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ
Read More...

କଣ୍ଟାବାଞ୍ଜି ସାମ୍ବାଦିକ ସଂଘର କର୍ମକର୍ତ୍ତା ଚୟନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ବୈଠକ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ବଙ୍ଗଳାଠାରେ ବରିଷ୍ଠ ସାମ୍ବାଦିକ ସୁବାଷ ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ପୂର୍ବ ବୈଠକର ବିବରଣୀ ପଠନ କରାଯିବା ସହିତ
Read More...

ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଏହି ପରିପ୍ରେକ୍ଷୀରେ ଟାଉନ ଥାନାଠାରେ ସହରରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତେବେ ଏହି ପ୍ରକଳ୍ପ ପାଇଁ ୧ କୋଟି ୨୦
Read More...